ମହିଳାଙ୍କୁ ହ-ତ୍ୟା କରି ମାଂ-ସ ଖାଇଲା ଯୁବକ ।

ସେ ମଣିଷ ନୁହେଁ ନର ରା-କ୍ଷସ । ଜ-ଳ୍ହାଦ ଯୁବକର ଜଘ-ନ୍ୟ କା-ଣ୍ଡ । ମଣିଷ ଯେବେ ମଣିଷରୁ ରା-କ୍ଷସ ସାଜେ ସେତେବେଳେ ସେ ଭୁଲି ଯାଏ ତାର ବିବେକ ବୋଲି କିଛି ଗୋଟେ ଜିନିଷ ଅଛି , ତାର ମନ ଅଛି କି ତାର ହୃଦୟ ଅଛି ତା ଭିତରେ କେବଳ ରା-କ୍ଷସ ମନୋଭାବ ସୃଷ୍ଟି ହୋଇଥାଏ । ପ୍ରଥମେ ସେହି ନର ରା-କ୍ଷସ ମଣିଷ ମହିଳା ଜଣଙ୍କୁ ପଥରରେ ଛେଚି ହ-ତ୍ୟା କଲା । ମୃ-ତ ଦେହର ମୁହଁକୁ କା-ମୁଡି କା-ମୁଡି ଖାଇଲା । ଅମା-ନୁଷିକ, ଅମାନବୀୟ ବ-ର୍ବର ଆଉ ଭ-ୟଙ୍କର ସେ ରା-କ୍ଷସ ଯୁବକ ପାଇଁ ଯେତେ ଶବ୍ଦ ବ୍ୟବହାର କଲେ ତାହା ସବୁ କମ୍ ପଡ଼ିଯିବ । ଏହି ଯୁବକ ଜଣଙ୍କ ଏପରି ଜ-ଘନ୍ୟ କା-ଣ୍ଡ ଭିଆଇ ଥିଲା ଯେ ଏହି ଘଟ-ଣାକୁ ବର୍ଣ୍ଣନା କରିବାକୁ ହେଲେ ସମସ୍ତଙ୍କ ଛାତି ଥରି ଉଠିବ ।

ମଣିଷ କିପରି ମଣିଷରୁ ନର ରା-କ୍ଷସ ପାଲଟି ଯାଏ ତାହା ଏହି ହ-ତ୍ୟା କା-ଣ୍ଡ ବ-ୟାନ କରୁଛି । ଆଉ ଏଭଳି ଏକ ହ-ତ୍ୟାକା-ଣ୍ଡ ଘଟିଛି ରାଜସ୍ଥାନର ପାର୍ଲି ଜିଲ୍ଲାରେ । ସବୁଦିନ ଭଳି ମହିଳା ଜଣଙ୍କ ଜଙ୍ଗଲ ଭିତରେ ଛେଳି ଚାରାଉ ଥିଲେ । ଆଉ ଜଙ୍ଗଲରେ ଛେଳି ଚରାଉଥିବା ସମୟରେ ଜଣେ ବୃଦ୍ଧ ମହିଳାଙ୍କୁ । ଏହି ନର ରା-କ୍ଷସ ହଟାତ୍ ଆସି ଅତ-ର୍କିତ ଆକ୍ର-ମଣ କରିଥିଲା । ଆଉ ଏହା ପରେ ମହିଳା ଜଣଙ୍କ କିଛି ବୁଝିବା ପୂର୍ବରୁ ସେହି ମଣିଷ ରୂପୀ ସୈ-ତାନ୍ ଜଣଙ୍କ ମହିଳାଙ୍କୁ ପଥରରେ ଛେଚି ହ-ତ୍ୟା କରିଥିଲା । ଆଉ ମହିଳାଙ୍କୁ ପଥରରେ ଛେ-ଚି ହ-ତ୍ୟା କରିବା ପରେ ମଧ୍ୟ ସେହି ରା-କ୍ଷସ ଯୁବକର ମନ ଶାନ୍ତି ପାଇନଥିଲା । ଆଉ ଏହା ପରେ ସେହି ରା-କ୍ଷସ ଭିତରେ ଧୀରେ ଧୀରେ ସୈ-ତାନ୍ ଗୁଣ ଜାଗି ଉଠିଥିଲା ।

ଆଉ ବୃଦ୍ଧାଂକୁ ମା-ରିବା ପରେ ବୃଦ୍ଧା ମହିଳାଙ୍କ ମୃ-ତ ଶରୀରର କଞ୍ଚା ମାଂଶକୁ ଧରି ରା-କ୍ଷସ ଯୁବକ କା-ମୁଡି କା-ମୁଡି ଖାଇଯାଉଥିଲା । ଆଉ ଏହି ସବୁ ସାଙ୍ଘା-ତିକ କା-ଣ୍ଡ ଘଟିବା ପରେ । ବୋଧେ ହୁଏ ଯୁବକର ଚେତା ଫେରିଥିଲା । ଆଉ ଏହି ସବୁ ଘଟ-ଣାକୁ ଲୁଚା-ଇବାକୁ ଯାଇ ନିଜ ଶରୀରର ସାର୍ଟ କୁ କାଢି । ବୃଦ୍ଧାଙ୍କ ମୁହଁକୁ ନିଜ ସାର୍ଟରେ ଘୋଡାଇ ଦେଇଥିଲା । ଏହି ଘଟ-ଣାକୁ ଆଖ ପାଖର ଲୋକେ ଜାଣିବା ପରେ ଗ୍ରାମବାସୀ ମାନଙ୍କୁ ଖବର ଦେଇଥିଲେ । ଆଉ ଗ୍ରାମବାସୀ ଘ-ଟଣା ସ୍ଥଳରେ ପହଞ୍ଚିବା ବେଳକୁ ଯୁବକ ଜଣଙ୍କ ମା-ରିଥିଲା ଚ-ମ୍ପଟ। ସେହି ନର ରା-କ୍ଷସ ଯୁବକକୁ ଗ୍ରାମବାସୀ ମାନେ ଯେତେ ଖୋଜିବାକୁ ଚେଷ୍ଟା କଲେ ହେଲେ କିନ୍ତୁ ପାଇଲେ ନାହିଁ ।

ଆଉ ଶେଷରେ ଗ୍ରାମବାସୀ ମାନେ ଏହି ସମସ୍ତ ଘ-ଟଣା ପୋଲି-ସରେ ଜଣାଇବା ସହିତ । ପୋ-ଲିସକୁ ଖବର ଦେଇଥିଲେ । ଆଉ ଏହା ପରେ ପୋ-ଲିସ ସେହି ହ-ତ୍ୟାକା-ରୀ ଯୁବକଙ୍କୁ ଗି-ରଫ କରିଛି । ତେବେ ସେହି ନୃ-ଶଂସ ଯୁବକର ନା ସୁରେନ୍ଦ୍ର ବୋଲି ଜଣା ପଡିଛି । ଆଉ ସେ ହେଉଛି ମୁମ୍ବାଇର ବାସିନ୍ଦା ସେ ନିୟମିତ ନି-ଶା ସେ-ବନ କରୁଥିବା ପୋ-ଲିସ ଜାଣିବାକୁ ପାଇଥିଲା । ଆଉ ମୃ-ତ ବୃଦ୍ଧାଙ୍କ ନାମ ହେଲା ଶାନ୍ତି ଦେବି । ତେବେ ଏଭଳି ଘ-ଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Leave a Reply

Your email address will not be published. Required fields are marked *