ଗୋଟେ ସ୍ବାମୀ ପାଇଁ ରାସ୍ତା ମଝିରେ ମରାମରି ହେଲେ ଦୁଇ ମହିଳା, ଭିଡିଓ ହେଲା ଭାଇରାଲ।

ହାଇକୋର୍ଟର ନିୟମ ଅନୁସାରେ ପର-କ୍ରୀୟା ପ୍ରିତି ବେଆ-ଇନ ନୁହଁ କିନ୍ତୁ ଏଇ ପର-କ୍ରୀୟା ପ୍ରିତି ପାଇଁ କେତେ କେତେ ସୁନାର ସଂସାର ଭାଙ୍ଗି ଯାଉଛି। ଏବେ ଆଉ କେହି ବିବହାର ପବିତ୍ର ବନ୍ଧନକୁ ନମାନି ଆଉ ଜଣେ ପର ପୁରୁଷ ଏବଂ ପର ନାରୀ ସହ ଅନୈ-ତିକ ସ-ମ୍ପର୍କ ରଖୁଛନ୍ତି। ଯେଉଁଥିପାଇଁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟ ରେ ସବୁବେଳେ ଅଶାନ୍ତି ଲାଗିରହୁଛି। ଏବଂ ଏଇ ଝଗ-ଡ଼ାରେ ସବୁଠାରୁ ଅଧିକ କ୍ଷ-ତି ଛୋଟ ଛୋଟ ଛୁଆଙ୍କୁ ଭୋଗିବାକୁ ପଡୁଛି। ହଁ ଆଜ୍ଞା ଯାଜପୁର ଜିଲ୍ଲାରେ ଏମିତି ଏକ ତ୍ରିକୋଣିଆ ପ୍ରେମ କାହାଣୀ ଦେଖିବାକୁ ମିଳିଛି।

ଯାଜପୁର ଜିଲ୍ଲା ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ର ଗେହ୍ଲାମଣି ବେହେରା ଗତ କାଲି ରାସ୍ତା ନୂଆଗାଁ ଉପରେ ନୂଆଗାଁ ପ୍ରାଇମେରୀ ସ୍କୁଲର ଶିକ୍ଷୟତ୍ରୀଙ୍କୁ ସ୍କୁଟିରୁ ଓହ୍ଲାଇ ରାସ୍ତା ମଝିରେ ମା-ଡ଼ ମା-ରିଥିଲେ ଏବଂ କିଛି ସମୟ ଭିତରେ ଦୁହିଁଙ୍କ ମା-ଡ଼ ପି-ଟି ବଢ଼ିବାରେ ଲାଗିଲା। ସେଥିପାଇଁ ଯାଜପୁର ରୋଡ଼ ଥା-ନା ଅଧିକାରୀ ଘଟ-ଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ପୋ-ଲିସ୍ ଷ୍ଟେ-ସନ୍ ନେଇଥିଲେ।

ଗେହ୍ଲାମଣିଙ୍କ କହିବା ଅନୁସାରେ ତାଙ୍କ ସ୍ବାମୀ ଗତ ୩ ବର୍ଷ ହେଲା ନୂଆଗାଁ ପ୍ରାଇମେରୀ ସ୍କୁଲର ଶିକ୍ଷୟତ୍ରୀ ନିବେଦିତା ଦାସଙ୍କ ସହ ଅନୈ-ତିକ ସ-ମ୍ପର୍କ ରଖିଛନ୍ତି। ତାଙ୍କ ଅଫିସ ଯାଜପୁର ଟାଉନ୍ ରେ କିନ୍ତୁ ସେ ନିବେଦିତା ସହ ରହିବା ପାଇଁ ଯାଜପୁର ରୋଡରେ ରହୁଛନ୍ତି। ମୁଁ ମୋ ଛୋଟ ଝିଅକୁ ଧରି ଘରେ ଏକା ରହୁଛି । ସେ ଆମ ଭରଣ ପୋଷଣ ପାଇଁ ଟଙ୍କାଟେ ବି ଦେଉ ନାହାନ୍ତି। ସେଥିପାଇଁ ମୁଁ ଏଇ କଥା ପଚାରିବା ପାଇଁ ଯେତେବେଳେ ନିବେଦିତା ପାଖକୁ ଗଲି ସେ ମତେ କହିଲା ତୋ ସ୍ବାମୀ ଆଉ ତୋ ପାଖକୁ କେବେ ଯିବେନି ଆଉ ମତେ ଆଗ ବାଡେଇବାରେ ଲାଗିଲା। ମୁଁ ମୋ ସ୍ବାମୀଙ୍କୁ ନିବେଦିତା ସହିତ ବୁଲିବାର ଦେଖିଛି।

ନିବେଦିତା ତାଙ୍କ ଅଭି-ଯୋଗରେ ଲେଖିଛନ୍ତି ସେ କିଛି କରି ନାହାଁନ୍ତି କି ସେ ଗେହ୍ଲାମଣିଙ୍କ ସ୍ବାମୀଙ୍କୁ ମଧ୍ୟ ଜାଣି ନାହାଁନ୍ତି। ସେ ଯେତେବେଳେ ସକାଳୁ ସ୍କୁଲକୁ ଯାଉଥିଲେ ସେତେବେଳେ ହଠାତ୍ ଗେହ୍ଲାମଣି ତାଙ୍କ ଗାଡ଼ି ଆଗକୁ ଆସି ସ୍ବାମୀଙ୍କ ବିଷୟରେ ପଚାରିଲେ ଆଉ ମନା କରିବାରୁ ପ୍ରଥମେ ମା-ଡ଼ ପି-ଟି ଆରମ୍ଭ କଲେ।

Leave a Reply

Your email address will not be published. Required fields are marked *