ଝିଅର ମୁଣ୍ଡରେ ବଢ଼ୁଥିଲା ଯାଆଁଳା ପିଲା । ବଢ଼ିବାରେ ଲାଗିଥିଲା ମୁଣ୍ଡ ।

ମେଡିକାଲ ସାଇନ୍ସରେ ଏଭଳି ଘ-ଟଣା ପ୍ରାୟ ଦେଖିବାକୁ ମିଳିଥାଏ । ଯାହା ଦେଖିଲେ ସାଧାରଣ ଲୋକେ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ମେଡିକାଲ ସାଇନ୍ସ ଅନୁଯାୟୀ କହିଲେ କିଛିବି ଅସମ୍ଭବ ହୋଇ ନଥାଏ । ଅନେକ ସମୟରେ ଏଭଳି ଆଶ୍ଚର୍ଯ୍ୟ ଜନକ ଘ-ଟଣା ଆସିଥାଏ ଯାହା ଆଶ୍ଚର୍ଯ୍ୟ ଚକିତ କରିଥାଏ । ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଘ-ଟଣା ସାମ୍ନାକୁ ଆସିଛି ଯାହାକି ପୁରା ଦୁନିଆର ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହି କଥା ଶୁଣିଲେ ସ୍ୱାଭାବିକ କଥା ଯେ ଏହାକୁ କେହି ବିଶ୍ୱାସ କରିବେ ନାହିଁ । କିନ୍ତୁ ଘଟ-ଣାଟି ସତ ଅଟେ ।

ଘ-ଟଣା ଅନୁଯାୟୀ ଜଣେ ଝିଅର ପେଟରେ ନୁହେଁ ବରଂ ମୁଣ୍ଡରେ ଯାଆଁଳା ଭଉଣୀ ବଢୁଛି । ଯାହାକୁ ଡାକ୍ତର ମାନେ ଝିଅର ମୁଣ୍ଡରୁ ବାହାର କରିଛନ୍ତି । ଯାହାକି ମୁଣ୍ଡ ଭିତରେ ଧୀରେ ଧୀରେ ଶରୀରର ଆକାର ନେଉଥିଲା । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଚୀନରେ ଦେଖିବାକୁ ମିଳିଛି । ଖବର ଅନୁଯାୟୀ ଏକ ବର୍ଷ ପୂର୍ବରୁ ଏହି ଝିଅର ଜନ୍ମ ହୋଇଥିଲା । ଏହାପରେ ଝିଅର ଆକାର ଦିନକୁ ଦିନ ବଢ଼ିବାରେ ଲାଗିଥିଲା । ଏହା ଦେଖି ଝିଅର ବାପା ମା ଭ-ୟଭୀ-ତ ହୋଇ ପଡ଼ିଥିଲେ ଏବଂ ମନରେ ଅନେକ କିଛି ଆଶଙ୍କା କରିଥିଲେ । ବାପା ମା’ ଝିଅକୁ ଡାକ୍ତର ପାଖକୁ ନେଇ ଯାଇଥିଲେ । ତାପରେ ସିଟି ସ୍କେନ ହେବା ପରେ ଡାକ୍ତର ମାନେ ଯାହା ଦେଖିଲେ ତାହାକୁ ହଠାତ ବିଶ୍ୱାସ କରି ପାରିଲେ ନାହିଁ ।

କାରଣ ଏକ ବର୍ଷର ଝିଅର ମୁଣ୍ଡ ଉପରେ ଭିତରେ ଏକ ଭ୍ରୁଣ ବଢ଼ୁଥିଲା । ମୁଣ୍ଡ ଭିତରେ ଏହି ଭ୍ରୁ-ଣଟି ଚାରି ଇଞ୍ଚ ପର୍ଯ୍ୟନ୍ତ ବଢ଼ି ଯାଇଥିଲା । ଯାହାର ଅଣ୍ଟାର ହାଡ଼ ଏବଂ ନଖର ବିକାଶ ଧୀରେ ଧୀରେ ହୋଇ ଆସୁଥିଲା । ସାଧାରଣ ଭାବରେ ମାତୃ ଗ-ର୍ଭରେ ଭ୍ରୁଣର ବିକାଶ ଯେଉଁଭଳି ହୋଇଥାଏ , ସେହିଭଳି ହିଁ ଏହି ଭ୍ରୁ-ଣର ବିକାଶ ହେଉଥିଲା । ନିଶ୍ଚିତ ଭାବରେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ ଏହା କିଭଳି ସମ୍ଭବ ଅଟେ । ତେବେ ବାସ୍ତବ କଥା ହେଉଛି ଯେ ଏହି ଝିଅ ଯେତେବେଳେ ନିଜ ମା’ର ଗର୍ଭରେ ବଢ଼ୁଥିଲା ।

ଠିକ ସେତିକି ବେଳେ ଏହି ଭ୍ରୁ-ଣ ଭିତରେ ଏକ ଏକ ଭ୍ରୁ-ଣର ବୃଦ୍ଧି ହେବାକୁ ଆରମ୍ଭ ହେଉଥିଲା । ଅର୍ଥାତ ମା’ ପେଟରେ ଯା-ଆଁଳା ଛୁଆ ଥିଲେ । ଯାହାକି ଠିକ ସମୟରେ ଜନ୍ମ ହୋଇ ନପାରି ଏହି ଝିଅ ମୁଣ୍ଡକୁ ଚାଲି ଯାଇଥିଲେ । ତାପରେ ମୁଣ୍ଡ ଭିତରେ ଏହି ଭ୍ରୁ-ଣଟି ବଢ଼ିବାରେ ଲାଗିଥିଲା । ତେବେ ଅପରେସନ ପରେ ମୁଣ୍ଡ ଭିତରୁ ଏହି ଭ୍ରୁ-ଣଟିକୁ ବାହାର କରାଯିବା ପରେ ଜିନୋମ ସିକ୍ୱେନସରେ ଜଣା ପଡ଼ିଥିଲା ଯେ ତାହା ସେହି ଶିଶୁଟିର ଯାଆଁଳା ବୋଲି । ମେଡିକାଲ ସାଇନ୍ସ ଅନୁଯାୟୀ ଏହା କୁହାଯାଇଛି ଯେ ଏହା ସେତେବେଳେ ହୋଇଥାଏ ଯେତେବେଳେ ଦୁଇଟି ଭ୍ରୁଣ ପେଟ ଭିତରେ ଅଲଗା ହୋଇ ପାରନ୍ତି ନାହିଁ । ଏଭଳି ମାମ-ଲା ବର୍ତ୍ତମାନ ସୁଦ୍ଧା ୧୮ ଥର ଦେଖା ଯାଇଛି ।

Leave a Reply

Your email address will not be published. Required fields are marked *