ଛାଡି ଯାଆନି ଧନ , ପାଗଳ ଭଳି ପ୍ରେମିକାକୁ ଡାକୁଛି ପ୍ରେମିକ …

ପ୍ରେମର କିଛି ସଂଜ୍ଞା ନାହିଁ କିନ୍ତୁ ବର୍ତ୍ତମାନ ସମୟରେ ସବୁକିଛି ବଦଳି ଗଲାଣି । ପ୍ରେମର ପ୍ରକୃତ ଅର୍ଥ କଣ ବଦଳି ଗଲାନି । ସମସ୍ତେ ନିଜ ନିଜ ଇଚ୍ଛା ଅନୁଯାୟୀ ଆଜି ଗୋଟିଏକୁ ଭଲ ପାଇ ବସୁଛନ୍ତି ତ କାଲି ଆଉ ଗୋଟିଏକୁ । ତେବେ ବର୍ତ୍ତମାନ ସମୟରେ ଦେଖିବାକୁ ଗଲେ , ଯେତିକି ଯୁବକ ଯୁବତୀ ମାନେ ପ୍ରେମ ଜା-ଲରେ ନ ପଡୁଛନ୍ତି

ତା ଠାରୁ ବହୁତ ଗୁଣା ଅଧିକ ବିବାହିତା ମହିଳା ଆଉ ପୁରୁଷ ମାନେ ପ୍ରେମ କରି ନିଜ ନିଜ ସ୍ଵାମୀ ସ୍ତ୍ରୀ ମାନଙ୍କୁ ଛାଡି ପଳାଇ ଯାଉଛନ୍ତି । ତେବେ ଏମିତି କିଛି ଖବର ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଆଉ କେବଳ ଏତିକି ନୁହେଁ , ପ୍ରେମିକ ପ୍ରେମିକାଙ୍କ ଫୋନ୍ କଲ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେବା କିଛି ନୂଆ କଥା ନୁହେଁ। ବର୍ତ୍ତମାନର ସୋସିଆଲ ମିଡ଼ିଆ ଜଗତରେ ଛୋଟ ଛୋଟ କଥା ମଧ୍ୟ ବଡ ହୋଇ ଯାଇ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ ହୋଇଥିବା ଫୋନ୍ କଲ୍ ଭୁବନେଶ୍ଵରରେ ରହୁଥିବା ପ୍ରେମିକ ଆଉ ପ୍ରେମିକାଙ୍କର ବୋଲି ଜଣା ପଡ଼ିଛି । ତେବେ ସେମାନଙ୍କ କଥାରୁ ଯାହା ଜଣା ପଡ଼ୁଛି , ବର୍ତ୍ତମାନ ସେମାନେ ପରସ୍ପର ଠାରୁ ଦୂରେଇ ଯାଇଛନ୍ତି ଆଉ ନିଜ ପ୍ରେମିକା ପାଖରୁ ଦୂରେଇ ଯାଇ ନିଜକୁ ଅଟକାଇ ପାରୁ ନାହାଁନ୍ତି ପ୍ରେମିକ ଜଣକ । ଆଉ ନିଜ ପ୍ରେମିକାଙ୍କୁ ଫୋନ୍ କରି କଇଁ କଇଁ କରି କହୁଛନ୍ତି ଆସେ ମୋ ପାଖକୁ ଫେରି ଆସେ ଆଉ ମୁଁ ତୋତେ ବାଡେଇବି ନାହିଁ ।

ତେବେ କଥା ଏତିକିରେ ଅଟକି ଯାଉନାହିଁ , ନିଜ ପ୍ରେମିକର କଥା ଶୁଣି ପ୍ରେମିକା ଜଣକ ସିଧା ସିଧା ମନା କରି ଦେଉଛନ୍ତି ଆଉ ନିଜ ପ୍ରେମିକଙ୍କୁ ଖରାପ ଭାବରେ ଗା-ଳି ଗୁ-ଳଜ କରୁଛନ୍ତି । ସେ କେବେ ବି ଆଉ ତାଙ୍କ ପାଖକୁ ଫେରିବେ ନାହିଁ ବୋଲି କହିବାରେ ଲାଗିଛନ୍ତି । କାହିଁକି ନା ତାଙ୍କୁ ସେ ଯେତିକି କଷ୍ଟ ଦେଇଛନ୍ତି ଆଉ କେହି ଦେବେ ନାହିଁ ।

ତାଙ୍କୁ ଶାରୀ-ରିକ ଆଉ ମାନସିକ ଭାବରେ ଯ-ନ୍ତ୍ରଣା ମଧ୍ୟ ଦେଇଛନ୍ତି ଆଉ ସେହି କଥା ସେ କିପରି ବା ଭୁଲିଯିବେ ବୋଲି କହିଛନ୍ତି । ସେପଟେ ପ୍ରେମିକ ବିକଳ ହୋଇ କହୁଛନ୍ତି କି , ମୋର ଭୁଲ ହୋଇ ଯାଇଛି ଆଉ କେବେ ବି ଏପରି ଭୁଲ ଆଉ ହେବ ନାହିଁ । ତଥାପି ଏହି କଥା ଖଣ୍ଡନ କରି ପ୍ରେମିକା ଜଣକ କହିଛନ୍ତି କି , ଯେଉଁ ମଣିଷ ନିଜ ସ୍ତ୍ରୀର ହୋଇ ପାରିଲା ନାହିଁ ସେ ମୋର କଣ ହେବ ।

ଆଉ ତାଙ୍କୁ ଏହି କଥା ମଧ୍ୟ କହିଛନ୍ତି କି , ତାଙ୍କ ମାଡ଼ ଆଉ ଗା-ଳି ସେ ଆଉ ସହି ପାରିବେ ନାହିଁ , ତେଣୁ ସେ ଆଉ କେବେ ବି ତାଙ୍କ ପାଖକୁ ଫେରିବେ ନାହିଁ । ଯେଉଁ ମଣିଷ କେବଳ ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ପାଗଳ , ସେ ଆଉ କାହାକୁ କିପରି ବା ଖୁସିରେ ରଖିବେ ବୋଲି ମହିଳା ଜଣକ କହିଛନ୍ତି ।

ତେବେ ଏହାପରେ ବ୍ୟକ୍ତି ଜଣକ କହିଛନ୍ତି , ଆଉ କେବେ ତୋତେ ବାଡେଇବି ନାହିଁ କି ତୋ ଦେହରେ ହାତ ଦେବି ନାହିଁ । ଆମେ ଗୋଟିଏ ଛୋଟ ଘରେ ଏକାଠି ରହିବା ଆଉ ତୋ ପାଇଁ ମଧ୍ୟ ମୁଁ ଫୋନ୍ ବ୍ୟବହାର କରିବା ଛାଡି ଦେବି ବୋଲି ବ୍ୟକ୍ତି ଜଣକ କହିଛନ୍ତି । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏହି ଅଡିଓ କଲ୍ ରେକ-ର୍ଡ ଭାଇରାଲ ହେବାରେ ଲାଗିଛି ଆଉ ସମସ୍ତେ ଏହାକୁ ନେଇ ନାନା ପ୍ରକାରର ମନ୍ତବ୍ୟ ଦେବା ଆରମ୍ଭ କରି ସାରିଲେଣି ।

Leave a Reply

Your email address will not be published. Required fields are marked *