ଶେଷ ହେବ କଳିଯୁଗ , କାନ୍ଦୁଛି କାଳିଆ । ମାଳିକା ବଚନ ସତ ହେବାରୁ ଭୟଭୀତ ଲୋକ ।

ଏଇ କିଛି ବର୍ଷ ହେଲା ପୁରୀକୁ ନେଇ ଚର୍ଚ୍ଚା ହେଉଛି । ତେବେ ଥରେ କିମ୍ବା ଦୁଇଥର ନୁହେଁ ବରଂ ବାରମ୍ବାର ପୁରୀରେ ନି-ଆଁ ଲାଗୁଛି । ବାସ୍ତବରେ ଆଜିବି ନି-ଆଁ ଲାଗିଛି ଏବଂ ଯାହାକୁ ଅଗ୍ନିଶମ ବାହିନୀ ଆୟତ୍ତ କରି ସାରିଛି । ଆପଣ ମାନେ ବି ଜାଣିଥିବେ ଯେ ଏଇ ଗତ କିଛିଦିନ ପୂର୍ବରୁ ଶ୍ରୀମନ୍ଦିର ଦଧିନଉତି ଉପରେ ଏକାଧିକ ଚିଲ ଉଡୁଥିବାର ଦେଖା ଯାଇଥିଲା । ଚାରିଆଡ଼େ ଅନ୍ଧାର ହୋଇଗଲା । ବାଇଶି ପାହାଚରେ ସୁଅ ଛୁଟି ଥିଲା । ସମୁଦ୍ର ଭିତରେ ଖଣ୍ଡିଆ ଭୂତ ବୁଲିଥିଲା । ଆକାଶ ସମ୍ପୂର୍ଣ୍ଣ ର-କ୍ତ ଭଳି ନାଲି ଦେଖା ଯାଇଥିଲା , ବଡ଼ ଦେଉଳରୁ ପଥର ଖସିଥିଲା , ରୋଷ ଘରେ ନି-ଆଁ ଲାଗିଥିଲା ।

ଏମିତିକି ଛପନ ଭୋଗ ରନ୍ଧା ଯାଉଥିବା ଚୁଲିକୁ ଭାଙ୍ଗି ମଧ୍ୟ ଦିଆଯାଇଥିଲା । ଶ୍ରୀମନ୍ଦିର ଗୁମୁଟରେ ଫାଟ ଦେଖାଯିବା ଘ-ଟଣା ମଧ୍ୟ ଆପଣ ମାନେ ଶୁଣିଥିବେ । ରତ୍ନ ଭଣ୍ଡାରର ଚାବି ମଧ୍ୟ ହଜି ଯାଇଥିଲା । ଶ୍ରୀମନ୍ଦିର ଗୁମୁଟରୁ କିନ୍ନର ବଳରାମ ଡେଇଁ ଜୀବନ ହାରିଥିଲେ । ତେବେ ଏଭଳି ଅନେକ ଘ-ଟଣା ଶୁଣିବାକୁ ମିଳିଥିଲା ଯାହାକି ପୂର୍ବରୁ ରଚନା ହୋଇଥିବା ମାଳିକା ବଚନ ସହିତ ସମ୍ପୂର୍ଣ୍ଣ ମିଶି ଯାଉଛି । ତାହା ବାସ୍ତବରେ ହିଁ ସମସ୍ତଙ୍କ ଭାବାବେଗକୁ ଆ-ଘାତ ଦେଇଛି । ଯେଉଁ ସବୁ ଘଟ-ଣାକୁ ଟିଭିରେ ଦେଖିଲେ କିମ୍ବା ସ୍ୱପ୍ନରେ ଦେଖିଲେ ଛାତି ଥରି ଉଠେ । ସେହିସବୁ ଆଜିକାଲି ବାସ୍ତବରେ ଘଟୁଛି । ଏସବୁ ଘ-ଟଣା ଦେଖି ସାରିବା ପରେ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା , କଳିଯୁଗ କୁଆଡ଼େ ସରିଗଲା ।

କେହି କେହି କହୁଛନ୍ତି ଯେ କାଳିଆ ଏସବୁ ଦେଖୁଛି ଏବଂ ଯେତେବେଳେ ସହ୍ୟ କରିବା କଷ୍ଟକର ହେଉଛି ସେତେବେଳେ କାଳିଆ ଧ୍ୱଂସ ହେବାର ଏଭଳି ସଙ୍କେତ ସବୁ ଦେଉଛି । ତଥାପିବି ଆଜିକାର ଆଧୁନିକ ଯୁଗର ଲୋକେ ସବୁ ବୁଝିବି ଅବୁଝା ଅଟନ୍ତି । ବାସ କିଛିଦିନ ତଳେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ , ସମ୍ରାଟ ହୋଟେଲ ଏବଂ ଗେଷ୍ଟ ହାଉସରେ ଯେଉଁଭଳି ଭାବରେ ନି-ଆଁ ଲାଗିଲା ତାହା ସମସ୍ତଙ୍କୁ ଭ-ୟଭୀ-ତ କରି ଦେଇଛି । ତେବେ ସେହି ନି-ଆଁରେ ୪୫ ଟି ଦୋକାନ ସମ୍ପୂର୍ଣ୍ଣ ଜ-ଳି ପାଉଁଶ ହୋଇ ଯାଇଛି । ଦୋକାନୀଙ୍କ କ୍ଷ-ୟକ୍ଷ-ତିର ଆକଳନ ପ୍ରାୟ ୪୦ କୋଟି ବୋଲି କୁହାଯାଉଛି । ତଳ ମହଲାର ଦୋକାନ ଏବଂ ପ୍ରଥମ ମହଲାର ଛାତ ଫାଟି ଯାଇଛି । କମ୍ପ୍ଲେକ୍ସ କୋଠାକୁ ଅଗ୍ନିଶମ ବିଭାଗ ଅବଜରଭେସନରେ ରଖିଛି ।

ସବୁଠି ପୋ-ଲିସ ମୁତୟନ କରାଯାଇଛି । ସେପଟେ ଜୀବନ ଜୀବିକାକୁ ନେଇ କ୍ଷ-ତିଗ୍ରସ୍ତ ହୋଇଥିବା ବ୍ୟବସାୟୀ ମାନେ ଚିନ୍ତାରେ ଅଛନ୍ତି । ମାର୍କେଟ କମ୍ପ୍ଲେକ୍ସର ମାଲିକ ମାନଙ୍କ ବିରୋ-ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଗ୍ନିଶମ ବିଭାଗ କହିଛି । କାରଣ ଏହି ସବୁ କମ୍ପ୍ଲେକ୍ସ ଏବଂ ସମ୍ରାଟ ହୋଟେଲରେ କୌଣସି ପ୍ରକାରର ଫାୟାର ସେଫ୍ଟି ନିୟମ ପାଳନ ହେଉ ନଥିଲା । ପୂର୍ବରୁ ମଧ୍ୟ ଅଗ୍ନିଶମ ଅଧିକାରୀ ମାନେ ମାର୍କେଟ କମ୍ପ୍ଲେକ୍ସ ମାଲିକଙ୍କୁ ନୋଟିସ କରିଥିଲେ ବି ତାହାକୁ ବେଖାତିର କରି ଚାଲିଥିଲେ । ତେଣୁ ପୁରୀକୁ ନେଇ ଯେତେବେଳେ ଏତେ ସବୁ ଘଟଣା ଆସେ , ସେତେବେଳେ ନିଶ୍ଚିତ ଭାବରେ ମନରେ ଭ-ୟ ଆସେ । ଏସବୁ ଲକ୍ଷଣକୁ ନେଇ ଲୋକେ ବେଶ ଭ-ୟଭୀ-ତ ହୋଇ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *