ପୋଛିଦେ ଶଙ୍ଖା ସିନ୍ଦୂର ତୋ ସ୍ୱାମୀକୁ ମୁଁ ମା-ରି ମାଟି ତଳେ ପୋତି ଦେଇଛି କହି ଭୋ ଭୋ ହେଇ କା-ନ୍ଦୁଛି ଅଭି-ଯୁକ୍ତ।

ଢେଙ୍କାନାଳ କରଞ୍ଜଙ୍ଗ ଥା-ନା ଅନ୍ତର୍ଗତ ସାଆନ୍ଦା ପାଣ୍ଡି ବାଲିପଶି ଗାଆଁ ସନାତନ ବେହେରା ସ୍ତ୍ରୀ ରିନା ଏବଂ ଦୁଇ ପୁଅଙ୍କୁ ଧରି ଖୁସିରେ ଦିନ କା-ଟୁଥିଲେ। ସକାଳୁ ଉଠି ବିଲକୁ କାମ କରିବାକୁ ଯାଆନ୍ତି। ବିଲରୁ କାମ କରି ରାତିକୁ ଫେରିଲେ ଘରେ ଖାଇ ପିଇ ପିଲାଙ୍କ ସହ ଖେଳି ରାତିରେ ସୋଇ ପଡ଼ନ୍ତି। ପ୍ରତିଦିନ ପରି ଦିନେ ସନାତନ ସକାଳୁ ପଖାଳ ଖାଇ ବିଲକୁ କିନ୍ତୁ ସେ ଆଉ ଘରକୁ ଫେରିଲେ। ସ୍ତ୍ରୀ ପିଲା ଏବଂ ଘର ଲୋକ ତାଙ୍କୁ ସବୁ ଆଡେ ଖୋଜା ଖୋଜି କଲେ କିନ୍ତୁ ସେ ଆଉ ଘରକୁ ଫେରିଲେ।

ସନାତନ ଘରୁ ଯିବା ଗତ ୫ ମାସ ବିତି ଗଲାଣି। ସ୍ତ୍ରୀ ମଧ୍ୟ ଏବେ ଆଉ ସନାତନଙ୍କୁ ନ ଖୋଜି କେମିତି ପିଲାଙ୍କୁ ଦି ଓଳି ଦି ମୁଠା ଖାଇ ବାକୁ ଦେବେ ସେଥିପାଇଁ ଚିନ୍ତା କରୁଥିଲେ କିନ୍ତୁ ମାର୍ଚ୍ଚ ୧୧ ତାରିଖ ଦୋଳ ପୂର୍ଣ୍ଣିମା ଦିନ ବାଲିପଶି ଗାଆଁ ର ବିଲୁ ସେଠି ମ-ଦ ପିଇ ରିନାଙ୍କୁ କହିଲା ସେ ଶଙ୍ଖା ଆଉ ସିନ୍ଦୂର ପୋଛିଦେ ତୋ ସ୍ବାମୀ ମ-ରିଯାଇଛି। ତାପରେ ରିନା ପୋ-ଲିସ୍ ରେ ଯାଇ ସବୁ କଥା କହି ବିଲୁଙ୍କ ନାଆଁ ରେ ଅଭି-ଯୋଗ କଲେ।

ପୋ-ଲିସ୍ ଯେତେବେଳେ ବିଲୁଙ୍କୁ ଥା-ନାକୁ ଡ଼ାକି ପ-ଚରା ଉ-ଚରା ଆରମ୍ଭ କଲେ ସେତେବେଳେ ସେ କା-ନ୍ଦି କା-ନ୍ଦି ସବୁ ସତ କଥା କହିଦେଲେ। ବିଲୁ ତା ସାଙ୍ଗ ସଞ୍ଜୟ ବେହୁରି ଏବଂ ଆଉ ୩ ଜଣ ସାଙ୍ଗ ମିଶି ଜଙ୍ଗଲରୁ ବରାହ ଏବଂ ଅନ୍ୟ ବନ୍ୟ ଜୀବଜନ୍ତୁମାନଙ୍କ ଶି-କାର କରିବା ପାଇଁ ୧୧ କେବିର ଇଲେକ୍ଟ୍ରି ତାର ବିଛେଇ ଥିଲେ କିନ୍ତୁ ସେ ତାରରେ ସନାତନଙ୍କ ମୃ-ତୁ ହେଇ ଗଲା। ସନାତନଙ୍କ ମୃ-ତ ଦେହକୁ ଲୁ-ଚେଇ ପାଇଁ ବିଲୁ ଏବଂ ତାଙ୍କ ସାଙ୍ଗମାନେ ସନାତନର ମୃ-ତ ଦେହକୁ ମାଟି ତଳେ ପୋତି ଦେଲେ।

ପୋ-ଲିସ୍ ଏ ବିଷୟରେ ଜାଣିବା ପରେ ଫରେନ୍ସି ଟିମ୍ ଏବଂ ନିଜ ଟିମ୍ ସହ ଘ-ଟଣା ସ୍ଥଳରେ ପହଞ୍ଚି ମୃ-ତ ଦେହ ଉ-ଦ୍ଧାର କରି ଚିହ୍ନଟ କରିଥିଲେ ଏବଂ ବିଲୁ ଏବଂ ସଞ୍ଜୟଙ୍କୁ ଗି-ରଫ କରି ଆଉ ବାକି ଲୋକଙ୍କୁ ଖୋଜୁଛନ୍ତି। ସନାତନଙ୍କ ଭାଇ ଏବଂ ପୁତୁରା କହିଛନ୍ତି ଆମକୁ ନ୍ୟା-ୟ ଦରକାର। ଆମେ ତିନି ଭାଇ ମିଶିକି ଦାଦାଙ୍କୁ ବହୁତ୍ ଖୋଜିଲି କିନ୍ତୁ କୋଉଠି ପାଇଲୁନି ଏବେ ସେମାନେ ବହୁତ୍ ଦୁଃ-ଖ କଷ୍ଟରେ ଚାଲିଛନ୍ତି ସେଥିପାଇଁ ଏ ଘଟ-ଣାରେ ଯେଉଁମାନେ ସାମିଲ ଅଛନ୍ତି ସମସ୍ତଙ୍କୁ ଫା-ଶୀ ଦିଆଯାଉ। ଏସଡିପିଓ ରଞ୍ଜନ କୁମାର ଘଟ-ଣାର ଅଧିକ ତ-ଦନ୍ତ କରି ଦୋ-ଷୀକୁ ଦ-ଣ୍ଡ ଦେବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *