ଶାରୀ-ରିକ ସ-ମ୍ପର୍କ ସାଜିଲା କାଳ , ସ୍ତ୍ରୀ ଦେହ ନ ଦେବାରୁ ସ୍ଵାମୀ କରିଦେଲା ଆ-ତ୍ମହ-ତ୍ୟା

ଜଣେ ସ୍ଵାମୀଙ୍କର ଏପରି କାମକୁ ନେଇ ଚାରି ଆଡ଼େ ବର୍ତ୍ତମାନ ନି-ନ୍ଦା କରାଯାଉଛି । ନିଜ ସ୍ତ୍ରୀର ଇଚ୍ଛା ବିରୁ-ଦ୍ଧରେ ଯାଇ ଏପରି କାମ କରିବାକୁ ଚାହୁଁଥିଲେ ସ୍ଵାମୀ କିନ୍ତୁ ସ୍ତ୍ରୀ ଏଥିପାଇଁ କରି ଦେଇଥିଲେ ମନା । ଆଉ ଶେଷରେ ତାହାର ପରିଣାମ ପଡ଼ିଥିଲା ଭାରି । ସ୍ଵାମୀ ଜଣକ ଏପରି କାମ କରି ଦେଇଥିଲେ ଯେ , ଯାହାକୁ ଆଜି ଯାଏଁ ସ୍ତ୍ରୀ କରି ପାରୁ ନାହାଁନ୍ତି ବିଶ୍ୱାସ । ଛୋଟ କଥାକୁ ନେଇ ଏପରି ବଡ ପଦକ୍ଷେପ କିପରି ଗ୍ରହଣ କଲେ ସ୍ଵାମୀ , ତାହା ଆଜି ବି ସ୍ତ୍ରୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସତରେ କଣ ସ୍ଵାମୀ ଆଉ ନାହିଁ ବୋଲି ସ୍ତ୍ରୀ ବିଶ୍ୱାସ କରି ପାରୁ ନାହିଁ ।

ତେବେ ହଁ ଆଜ୍ଞା ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ରତଙ୍ଗ ପଞ୍ଚାୟତର ପଡ଼ାପଡ଼ା ଗାଁରେ । ଜଣେ ସ୍ଵାମୀଙ୍କ ଆତ୍ମହତ୍ୟା ପଛରେ ମୁଖ୍ୟ କାରଣ ହେଉଛି ଶାରୀ-ରିକ ସ-ମ୍ପର୍କ । ଶାରୀ-ରିକ ସମ୍ପ-ର୍କକୁ କେନ୍ଦ୍ର କରି ଶେଷରେ ନିଜ ଜୀବନ ଦେବାକୁ ମଧ୍ୟ ପଛାଇଲେ ନାହିଁ ସ୍ଵାମୀ ଜଣକ । ତେବେ ଆପଣଙ୍କୁ ଜଣାଇ ଦେଉଛୁ କି , ନନ୍ଦିନୀ ଏବଂ ପିଣ୍ଟୁ ଅନେକ ବର୍ଷ ପୂର୍ବରୁ ବିବାହ କରିଥିଲେ । ଉଭୟଙ୍କର ଏକ ଝିଅ ମଧ୍ୟ ରହିଛି । ବିବାହ ପରେ ପିଣ୍ଟୁ ନନ୍ଦିନୀଙ୍କୁ ନେଇ ହାଇଦ୍ରାବାଦ ପଳାଇ ଯାଇଥିଲେ ।

ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ପିଣ୍ଟୁ । ଆଉ ଯାହା ରୋଜଗାର କରୁଥିଲେ ,ସେଥିରେ ପରିବାର ସୁରୁଖୁର ରେ ଚଳି ଯାଉଥିଲା । ତେବେ ଏହାରି ମଧ୍ୟରେ ଗାଆଁକୁ ଆସିଥିଲେ ସ୍ଵାମୀ ସ୍ତ୍ରୀ । ଆଉ ରାତିରେ ପିଣ୍ଟୁ ନିଜ ସ୍ତ୍ରୀଙ୍କୁ ଶାରୀ-ରିକ ସ-ମ୍ପର୍କ ରଖିବା କଥା କହିଥିଲେ । କିନ୍ତୁ ଏହାକୁ ମନା କରିଦେଇଥିଲେ ନନ୍ଦିନୀ । କାହିଁକି ନା ତାଙ୍କ ପେଟ ବଥା ହେଉଥିଲା । ଆଉ କେବେ ଶାରୀ-ରିକ ସ-ମ୍ପର୍କ ରଖିବା କଥା କହିଥିଲେ । କିନ୍ତୁ ପିଣ୍ଟୁ କହିଥିଲେ ଯଦି ଆଜି ଶାରୀ-ରିକ ସମ୍ପ-ର୍କ ରଖିବୁ ନାହିଁ , ତେବେ ଜୀବନ ହାରି ଦେବି ।

ତେବେ ଏହି କଥାକୁ ମଜା ବୋଲି ଭାବି ସ୍ତ୍ରୀ କହିଥିଲେ ହଉ ଯାହା କରୁଛ କର । ତେବେ ସତକୁ ସତ ଦେଖିଲା ବେଳକୁ ଜୀବନ ହରାଇ ଦେଇଥିଲେ ପିଣ୍ଟୁ । ତେବେ ବର୍ତ୍ତମାନ ପୋ-ଲିସ ଆସି ଘଟ-ଣାର ତ-ଦନ୍ତ କରିବା ସହିତ ମୃ-ତ ଦେହକୁ ବ୍ୟବଛେଦ ପାଇଁ ପଠାଇ ଦେଇଛି । ଅନ୍ୟ ପଟେ ପିଣ୍ଟୁଙ୍କ ପରିବାର ଲୋକ କହିଛନ୍ତି କି , ତାଙ୍କ ଶଶୁର ଘର ଲୋକ ହିଁ ପିଣ୍ଟୁଙ୍କୁ ହ-ତ୍ୟା କରିଛନ୍ତି । ଆଉ ଏହା ପଛରେ କାହାର ହାତ ନାହିଁ । ଅଧା ସମୟରେ ପିଣ୍ଟୁ ଶଶୁର ଘରକୁ ଯାଉଥିଲେ । ତେଣୁ ଦୟା କରି ଘଟ-ଣାର ତ-ଦନ୍ତ କରାଯାଉ ଆଉ ଶଶୁର ଘର ଲୋକଙ୍କୁ ଗି-ରଫ କରାଯାଉ ବୋଲି ପରିବାର ଲୋକ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *