ପୁରା ପାଞ୍ଚବର୍ଷ ପରେ ଧରା ପଡ଼ିଲେ ତିନି ଅଭି-ଯୁକ୍ତ । ନ୍ୟୁଜ ଏଙ୍କରଙ୍କୁ ମା-ରି ପୋତିଥିଲେ ମନ୍ଦିର ପଛରେ ।

ବର୍ତ୍ତମାନ ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ । ଜଣେ ମହିଳା ନ୍ତୁଜ ଏଙ୍କରଙ୍କୁ ହ-ତ୍ୟା କରି ତିନି ଜଣ ଯୁବକ ତାଙ୍କୁ ଏକ ମନ୍ଦିର ପଛରେ ପୋତି ଥିବାର ଖବର ଶୁଣିବାକୁ ମିଳିଛି । ଯାହା ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏହି ଅଭି-ଯୁକ୍ତଙ୍କୁ ପୋ-ଲିସ ବର୍ତ୍ତମାନ ଗି-ରଫ କରିଛି ।

ମାତ୍ର ଏହି ଘ-ଟଣା ବିଷୟରେ ଜାଣିଲେ ଆପଣ ଭ-ୟଭୀ-ତ ହୋଇଯିବେ । କାରଣ କେଉଁ ଭଳି ଭାବରେ ଜଣେ ଯୁବକ ଏଭଳି ନୃ-ଶଂସ ହ-ତ୍ୟା କରିଛି ତାହା ଅବିଶ୍ୱାସନୀୟ ଅଟେ । ତେବେ ସୂଚନା ଅନୁଯାୟୀ ଏହି ଘ-ଟଣା ଛତିଶଗଡ଼ର ଅଟେ । ଯେଉଁଠି ସଲିମା ସୁଲତାନ ଜଣେ ଯୁବତୀ ଦଶମ ଶ୍ରେଣୀ ପାସ କରିବା ପରେ ଏକ ନ୍ୟୁଜ ଚ୍ୟାନେଲରେ ନ୍ୟୁଜ ଏଙ୍କର ଭାବରେ କାମ କରିବା ଆରମ୍ଭ କରିଦେଲେ ।

କାମରେ ସେ ଖୁବ ନିପୁଣ ଥିଲେ ଏବଂ ସେ ସବୁଠି ପରିଚିତ ମଧ୍ୟ ହେଉଥିଲେ । ସେହି ସମୟରେ ସେ ଯେଉଁ ଜିମକୁ ଯାଉଥିଲେ ସେଠାରେ ମଦୁର ସାହୁ ନାମକ ଜଣେ ଯୁବକଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା ଏବଂ ଦୁହେଁ ଏତେ ନିକଟତର ହୋଇଗଲେ ଯେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପ-ର୍କ ଗଢ଼ି ଉଠିଲା ।

ମାତ୍ର ଏମିତି ଅନେକ ଦିନ ପରେ ଯୁବତୀ ଜାଣିବାକୁ ପାଇଲେ ଯେ ତାଙ୍କ ବୟଫ୍ରେଣ୍ଡ ଅର୍ଥାତ ମଦୁର ସାହୁଙ୍କର କେବଳ ସେ ଜଣେ ନୁହେଁ ବରଂ ଶହ ଶହ ଗାର୍ଲଫ୍ରେଣ୍ଡ ଅଛନ୍ତି । ଆଉ ଏ ବିଷୟରେ ଜାଣିବା ପରେ ଯେତେବେଳେ ସେ ମଦୁରଙ୍କୁ ଏ ବିଷୟରେ ପଚାରିଲେ ସେତେବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଯୁ-କ୍ତିତ-ର୍କ ଏତେ ଭୀଷଣ ହୋଇଥିଲା ଯେ ଯୁବକ ରାଗିଯାଇ ଯୁବତୀଙ୍କୁ ନି-ର୍ମମ ଭାବରେ ହ-ତ୍ୟା କରିଥିଲେ । ଖାଲି ସେତିକି ନୁହେଁ ଯୁବତୀଙ୍କ ସୁଲଭ ମୃ-ତ ଦେହକୁ ପାଖ ମନ୍ଦିର ପଛରେ ପୋତି ଦେଇଥିଲେ । ଯାହାକୁ ଦୀର୍ଘ ଦିନ ପର୍ଯ୍ୟନ୍ତ କେହିବି ଜାଣି ପାରି ନଥିଲେ । ଏହି ମାମ-ଲା ବିଷୟରେ ସେତେବେଳେ ମଧ୍ୟ ତନାଘନା ଚାଲିଥିଲା ।

କିନ୍ତୁ ସେତେବେଳେ ପୋ-ଲିସ କୌଣସି ପରିଣାମରେ ପହଞ୍ଚି ପାରି ନଥିଲା ଏବଂ ଅଭି-ଯୁକ୍ତ ମଧ୍ୟ ବର୍ତ୍ତି ଯାଇଥିଲା । ବର୍ତ୍ତମାନ ସେହି ଅଭି-ଯୁକ୍ତ ଦୀର୍ଘ ପାଞ୍ଚ ବର୍ଷ ପରେ ଧରାପଡ଼ିଛି ଏବଂ ଅଭି-ଯୁକ୍ତ ମଧୁର ସାହୁକୁ ପୋ-ଲିସ ପଚ-ରା ଉ-ଚୁରା କରିବା ପାଇ ସେ ସବୁ ସତ କଥା ମାନିଛି । ଯୁବତୀଙ୍କୁ ପୋତିଥିବା ସ୍ଥାନରେ ବର୍ତ୍ତମାନ ଏକ ଅଭର ବ୍ରିଜ ହୋଇ ଯାଇଛି । ଅଭି-ଯୁକ୍ତଙ୍କ ସୁଲଭ ସମେତ ତିନି ଜଣଙ୍କୁ ପୋ-ଲିସ ହେଫାଜତକୁ ନେଇ ପଚ-ରା ଉଚୁ-ରା ଜାରି ରଖିଛି।

Leave a Reply

Your email address will not be published. Required fields are marked *