ପୁଣି କେଳୁଅ ନଦୀରେ କୁମ୍ଭୀର ଆ-ତଙ୍କ । ଲୋକଙ୍କ ଜୀବନ ଉପର ଘୋର ବି-ପଦ ।

ସବୁଠି କୁମ୍ଭୀରର ଭ-ୟ । ଗତ ତିନିରୁ ଚାରି ଦିନ ହେଲାଣି ଯାଜପୁର ଜିଲ୍ଲା ଧର୍ମଶାଳା କଦମପାଳା ନଦୀରେ ଏକ ମଣିଷ ଖିଆ କୁମ୍ଭୀର ଆ-ତଙ୍କ ଖେଳାଉଛି । ତେଣୁ ଲୋକେ ଭ-ୟଭୀ-ତ ହୋଇ ଆଉ ନଦୀକୁ ଯାଉ ନାହାଁନ୍ତି । ଘରେ ପାଇଖାନା ନାହିଁ କିନ୍ତୁ ଏପଟେ ନଦୀକୁ ଯିବାକୁ ଭ-ୟ । ଆଉ ଲୋକଙ୍କର ଏକମାତ୍ର ସ୍ରୋତ ଏବଂ ସାହାଯ୍ୟ ହେଉଛି ନଦୀ ।

ଯେଉଁଠି ଲୋକେ ଗାଧୋଇ ଆସୁଛନ୍ତି । କିନ୍ତୁ ବର୍ତ୍ତମାନ ନଦୀକୁ ଯିବାକୁ ଲୋକଙ୍କ ମନରେ ଭ-ୟ ରହିଛି । ସେଥିପାଇଁ ମହିଳା ମାନେ ନଦୀକୁ ଯାଉଛନ୍ତି ସତ କିନ୍ତୁ ନଦୀରୁ ବାଲ୍ଟିରେ ପାଣି ଆଣି ନଦୀ ତୁଠରେ ଗାଧୋଉଛନ୍ତି । ଆଉ ଏଭଳି ଭ-ୟଭୀ-ତ ହେବାର କାରଣ ସମସ୍ତେ ଜାଣିଛନ୍ତି ।

ସେଭଳି ଘଟ-ଣାକୁ ବା କିଏ ଭୁଲି ପାରିବ । ନିକଟରେ ବିରୂପା ନଦୀରେ କୁମ୍ଭୀର ମୁହଁରେ ଯେଉଁ ମହିଳାଙ୍କ ଜୀବନ ଗଲା ତାହା ଦେଖିଲେ ଆପଣ ଖୁବ ଦୁଃ-ଖିତ ହେବେ । ସେହି ଘଟ-ଣାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଥିଲା । କେଉଁ ଭଳି ଭାବରେ ସେହି ମଣିଷ ଖିଆ କୁମ୍ଭୀରଟି ମହିଳାଙ୍କୁ ଖାଇ ଚାଲିଥିଲା ।

ଆଉ ଏଭଳି ଏକ ଘ-ଟଣା ପରେ ସ୍ୱାଭାବିକ ଯେ ଲୋକେ ନିଜ ପ୍ରାଣକୁ ଭ-ୟ କରିବେ ଏବଂ ଯେତେ ଅବଶ୍ୟକତା ଥିଲେ ହେଁ ନଦୀକୁ ଆଉ ଗାଧୋଇବାକୁ ଯିବେ ନାହିଁ । ଗାଁ ର ଏହି କେଲୁଅ ନଦୀ ଉପରେ ଅଧିକାଂଶ ଲୋକ ନିର୍ଭରଶୀଳ । ଗତ ତିନି ଚାରି ଦିନ ହେବ ଲୋକେ କୁମ୍ଭୀର ଭ-ୟରେ ଅପରାହ୍ଣରେ ଘରେ କବାଟ ଦେଇ ରହୁଛନ୍ତି ।

ଲୋକଙ୍କ କହିବା କଥା ଯେ ସେମାନଙ୍କ ପାଖରେ ଅନ୍ୟ କୌଣସି ସୁବିଧା ନଥିବାରୁ ସେମାନେ ନଦୀ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଅଟନ୍ତି । ବିଶେଷ କରି ସନ୍ଧ୍ୟା ହେବା ମାତ୍ରେ ଲୋକେ ଘର କୋଣରେ ଲୁ-ଚି ରହୁଛନ୍ତି ଏବଂ ବାହାରକୁ ବାହାରୁ ନାହାଁନ୍ତି । ଲୋକଙ୍କର ନିତିଦିନିଆ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ନଦୀରେ କୁମ୍ଭୀର ଏଭଳି ଆ-ତଙ୍କ ଖେଳାଉଛି ଯେ ଲୋକେ ତ ଭ-ୟ କରୁଛନ୍ତି ପୁଣି ପିଲା ମାନେ ମଧ୍ୟ ସ୍କୁଲ ଯିବାକୁ ଭ-ୟ କରୁଛନ୍ତି । ଚାରିଦିନ ପୂର୍ବରୁ ପିଲାମାନେ ସ୍କୁଲ ଯାଇଥିଲେ । କିନ୍ତୁ କୁମ୍ଭୀର ଦେଖି ସେମାନେ ଭ-ୟଭୀ-ତ ହୋଇ ପଡ଼ିଛନ୍ତି । ଏମିତିକି ସ୍କୁଲ ଯିବା ମଧ୍ୟ ବନ୍ଦ କରି ଦେଲେଣି ।

Leave a Reply

Your email address will not be published. Required fields are marked *