ମେଡିକାଲରେ କାମ କରୁଥିବା ମହିଳା କର୍ମୀଙ୍କୁ ଧ-ମକ , କହିଲେ ଶାରୀ-ରିକ ସ-ମ୍ପର୍କ ରଖ ନହେଲେ କରିବେ ଏମିତି

ଆଜିକାଲିକା ଦୁନିଆରେ କାହାକୁ ବି ଭରସା କରିବା କ-ଷ୍ଟକର ଅଟେ । କାରଣ ବର୍ତ୍ତମାନ ସମୟରେ ଯେଉଁ ଡାକ୍ତରକୁ ରୋଗୀ ଭଗବାନ ମାନିଥାଏ ସେ ହିଁ ଫାଇଦା ଉଠାଇ ଅନେକ କିଛି କ୍ଷ-ତି କରିପାରେ । ଠିକ ସେହିପରି ସାଧାରଣ ଏବଂ ସରଳ ଦେଖାଯାଉଥିବା ଲୋକ ଉପରେ ବି କୌଣସି ମତେ ଭରସା କରାଯାଇ ପାରିବ ନାହିଁ ।

ଯେଉଁ କାରଣରୁ ମହିଳା ମାନେ ଶାନ୍ତିରେ କେଉଁଠି ବି ଚାକିରୀ କରି ପାରୁ ନାହାଁନ୍ତି । ସବୁଠି ଯୌ-ନ ଲାଳ-ସାରେ ଜର୍ଜରିତ ରା-କ୍ଷସ ରୂପୀ ମଣିଷ ତାକୁ ଅନେଇ ବସିଥାଏ । ଆଉ ଏହିଭଳି ଏକ ଘଟ-ଣାର ଶି-କାର ହୋଇଛନ୍ତି ଜଣେ ଯୁବତୀ ଏବଂ ନିଜ ସହିତ ହୋଇଥିବା କା-ଣ୍ଡର ପ୍ରତି-ଶୋଧ ପାଇଁ ଏବଂ ନ୍ୟା-ୟ ପାଇଁ ଥା-ନାର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି ।

ଘଟ-ଣା ବିଷୟରେ ଅଧିକ ଜାଣିବା ପାଇଁ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ । ଘଟଣାଟି ବର୍ତ୍ତମାନ ସେଠାକାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁଯାୟୀ ଏହି ଘ-ଟଣା ଏକ ଟାଟା ଷ୍ଟିଲ ମେଡିକାଲ ହସ୍ପିଟାଲର ଅଟେ । ଯେଉଁଠି ଜଣେ ଯୁବତୀ ଦୀର୍ଘ ଦିନ ହେବ କାର୍ଯ୍ୟରତ ଥିଲେ । ଯୁବତୀଙ୍କୁ ସେଠାରେ କାମ କରିବାର ଦୀର୍ଘ ପାଞ୍ଚ ବର୍ଷ ହୋଇଥିଲା ।

ସେଠାରେ ସେ ଡିଟେସ କମ୍ପାନୀରେ ଚାକିରୀ କରି ଆସୁଥିଲେ । ତେବେ ଏତେ ବର୍ଷ ମଧ୍ୟରେ ସେହିଭଳି କୌଣସି ସମସ୍ୟା ହୋଇ ନଥିଲା ଯାହା ବର୍ତ୍ତମାନ ହୋଇଛି । ଯାହାକୁ ନେଇ ସେ କଳିଙ୍ଗ ନଗର ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ଏବଂ ଅଭି-ଯୁକ୍ତଙ୍କ ନାମରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି ।

ତାଙ୍କ କହିବା କଥା ଯେ ଉକ୍ତ ମେଡିକାଲର କୌଣସି ଭିଡ଼ିଓ ଭାଇରଲ ହେବା ଘଟ-ଣାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ବିଶ୍ୱଜିତ ଦେହୁରୀ , ସୁପରଭାଇଜର ସାମସୁନ୍ଦର ହାଁସଦା ରାଜେନ୍ଦ୍ର ଜେନା ଏବଂ ସୁନ୍ଦର ହାଁସଦା ତାଙ୍କୁ ଦୋ-ଷ ଦେଉଥିଲେ ଏବଂ ତାଙ୍କ ଜାତିକୁ ନେଇ ନାନା ପ୍ରକାରର ଏଣୁତେଣୁ କଥା କହୁଥିଲେ । ଯାହାକୁ ସହ୍ୟ କରି ନପାରି ସେ ଅନେକ ଥର ମୁହଁ ଖୋଲିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ କିଛିବି କରି ପାରି ନଥିଲେ । ଏହି ଘଟ-ଣା ପ୍ରାୟ ଗତ 25 ତାରିଖର ଅଟେ । ସେଦିନ ଯୁବତୀ ଜଣକ ଦ୍ୱିପ୍ରହର ୨ ରେ କାମ ସାରି ଘରକୁ ଫେରି ଆସିଥିଲେ । ଆଗାମୀ ଦିନ ମେଡିକାଲର ଡା ସ୍ମୃତିରଞ୍ଜନ ମୁଦୁଲି ମଧ୍ୟ ତାଙ୍କୁ ଭିଡ଼ିଓ ଭାଇରଲ ଘ-ଟଣା ବିଷୟରେ ପଚାରିଥିଲେ ଏବଂ ତାଙ୍କୁ କିଛି ବ୍ୟକ୍ତିଗତ କଥା ଥିବା କହି ରୁମକୁ ଆସିବାକୁ କହିଥିଲେ ।

ଯୁବତୀ ଜଣକ ଯେତେବେଳେ ତାଙ୍କ ରୁମକୁ ଯାଇଥିଲେ ସେତେବେଳେ ଡାକ୍ତର ତାଙ୍କ ସହିତ ଅସ-ଦାଚରଣ କରିଥିଲେ ଏବଂ କହିଥିଲେ ଯେ ଯଦି ସେ ତାଙ୍କ ସହିତ ଶାରି-ରୀକ ସ-ମ୍ପର୍କ ନରଖନ୍ତି ତେବେ ତାଙ୍କୁ ଚାକିରୀରୁ ବାହାର କରାଯିବ । ଏହି ସମ୍ବ-ନ୍ଧରେ ଯୁବତୀ ଯେତେବେଳେ ସୁପରଭାଇଜର କୁ କହିଥିଲେ ସେମାନେ ଏସବୁକୁ ଧ୍ୟାନ ନଦେଇ ତାଙ୍କୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ବସିବାକୁ କହିଥିଲେ । ମାତ୍ର ୧୫ ଦିନ ବିତିଯିବା ସତ୍ତ୍ୱେବି ତାଙ୍କୁ ଡକାଯାଇ ନଥିଲା ବରଂ ତାଙ୍କ ନମ୍ବରକୁ ବ୍ଲା-କଲି-ଷ୍ଟରେ ପକାଇ ଦିଆଯାଇଥିଲା । ତେଣୁ ବର୍ତ୍ତମାନ ଯୁବତୀ ନ୍ୟା-ୟ ଦାବି କରି କଳିଙ୍ଗ ନଗର ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ଏବଂ ଉକ୍ତ ଡାକ୍ତର ସମେତ ସବୁ ଦୋ-ଷୀଙ୍କୁ ବରଖାସ୍ତ କରାଯିବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *