ପର ପୁରୁଷ ସହିତ ଶୋଇଥିବାର ଦେଖି ନେଲା ସ୍ୱାମୀ , ଆଉ ସହି ନପାରି କରିଦେଲା କିଛି ଏଭଳି କା-ଣ୍ଡ

ପର-କୀୟା ପ୍ରୀ-ତି କିମ୍ବା ଏକ୍ସଟ୍ରାମେରିଟାଲ ଆଫେୟାର କେତେ ଯେ ଭ-ୟଙ୍କର ତାହା ଆପଣ ମାନେ ନିଶ୍ଚୟ ଭଲ ଭାବରେ ଜାଣିଥିବେ । କାରଣ ଏପରି ଘ-ଟଣା ସବୁଦିନ ଶୁଣିବାକୁ ମିଳିଥାଏ । ତେବେ ତାହା ଖବରକାଗଜ ହେଉ କିମ୍ବା ନ୍ୟୁଜ ହେଉ । କେଉଁଠି ଏହି କାରଣରୁ ସ୍ତ୍ରୀ ସ୍ୱାମୀର ହ-ତ୍ୟା କରୁଛି ତ କେଉଁଠି ସ୍ୱାମୀ ସ୍ତ୍ରୀ ର ହ-ତ୍ୟା କରୁଛି । ବାସ୍ତବରେ ଏହା ବେଶ ଭ-ୟଙ୍କର । ଆଉ ବର୍ତ୍ତମାନ ସମୟରେ ଆମେ ମଧ୍ୟ ଆପଣଙ୍କୁ ଏହିପରି ଏକ ଘ-ଟଣା ବିଷୟରେ କହିବୁ ଯେଉଁଠି ଜଣେ ସ୍ୱାମୀ ନିଜ ସ୍ତ୍ରୀର ପର-କୀୟା ପ୍ରୀ-ତି ବିଷୟରେ ଜାଣି ତାଙ୍କୁ ପି-ଟି ପି-ଟି ହ-ତ୍ୟା କରିଛି । ତେବେ ଘ-ଟଣା ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସ୍ତ୍ରୀ ର ପର-କୀୟା ପ୍ରୀ-ତି ବିଷୟରେ ଜାଣିବା ପରେ ସ୍ବାମୀ ସ୍ତ୍ରୀ କୁ ବି-ଭତ୍ସ ଭାବରେ ହ-ତ୍ୟା କରିଛି । ଏହାଦ୍ବାରା ଘଟ-ଣାସ୍ଥ-ଳରେ ହିଁ ସ୍ତ୍ରୀ ର ପ୍ରା-ଣ ଚାଲିଯାଇଛି । ସ୍ତ୍ରୀକୁ ଅସଂ-ଯତ ଅବସ୍ଥାରେ ଅନ୍ୟ କୌଣସି ପୁରୁଷ ସହିତ ଦେଖିବା ପରେ କେହିବି ସ୍ୱାମୀ ନିଜକୁ ସମ୍ଭାଳି ପାରିବେ ନାହିଁ । ତେବେ ସୁଚାନ ଅନୁଯାୟୀ ଏହି ଘ-ଟଣା ବାଙ୍ଗିରିପୋଷି ବ୍ଲକ ବଡ଼ ଗାଁ ପଞ୍ଚାୟତ ପଣସଡିହା ଗ୍ରାମର ଫାଗୁସାହିର ଅଟେ । ସେହି ଗ୍ରାମର ଦିବାକର ସିଂଙ୍କ ପୁଅ କିଷାନ ସିଂ ସେହି ଗ୍ରାମର ସୁରୁ ସିଂକୁ ଗତ ଏକ ବର୍ଷ ପୂର୍ବେ ବିବାହ କରିଥିଲେ । ଉଭୟଙ୍କ ସମ୍ପ-ର୍କରେ ସବୁକିଛି ଠିକ ଥିଲା । ମାତ୍ର ବୋଧହୁଏ ସ୍ତ୍ରୀ ସୁରୁର ସ୍ୱାମୀ କିଷାନ ପସନ୍ଦ ନଥିଲା ।

ଆଉ ଏଥିପାଇଁ ସେ ଅନ୍ୟ ପୁରୁଷ ସହିତ ସ-ମ୍ପର୍କ ରଖିବାକୁ ଯୋଜନା କରିଥିଲା । ଘଟ-ଣା ଅନୁଯାୟୀ ବୁଧବାର କିଷାନ ମାଛ ବେପାର ସାରି ରାତିରେ ଘରକୁ ଫେରିବା ପରେ ସ୍ତ୍ରୀ ସୁରୁଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଦେଖି ଦେଇଥିଲେ । କିଷାନଙ୍କୁ ଦେଖି ଯୁବକ ଜଣକ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ । ମାତ୍ର ସ୍ତ୍ରୀ ସ୍ୱାମୀ ହାତରେ ଧ-ରା ପଡ଼ି ଯାଇଥିଲେ । ପରେ ସୁରୁଙ୍କ ଚରିତ୍ରକୁ ସ-ନ୍ଦେହ କରି କିଷାନ ତାଙ୍କୁ ଏକ ବାଡି଼ରେ ଭୀ-ଷଣ ପି-ଟିଥିଲେ । ଯେଉଁ କାରଣରୁ ଘଟ-ଣା ସ୍ଥଳରେ ହିଁ ସ୍ତ୍ରୀ ସୁରୁର ଜୀବନ ଚାଲି ଯାଇଥିଲା । ଆଉ ଏସବୁ ପ୍ରାଥମିକ ତଦ-ନ୍ତରୁ ହିଁ ଜଣା ପଡିଛି ।

କୌଣସି ସୂତ୍ରରୁ ଏହା ଜାଣି ପାରି ପୋ-ଲିସ କିଷାନଙ୍କୁ ଅଟକ ରଖି ପଚ-ରା ଉ-ଚୁରା କରିଥିଲା । ସ୍ୱାମୀ କିଷାନ ନିଜେ ସ୍ତ୍ରୀ କୁ ହ-ତ୍ୟା କରିଥିବା ଥା-ନାରେ ମାନି ଯାଇଥିଲା । ସାଇଣ୍ଟିଫିକ ଟିମ ସହିତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତ-ଦନ୍ତ କଲା ପରେ ଶ-ବ ବ୍ୟବ-ଚ୍ଛେଦ ପାଇଁ ପଠାଯିବ ବୋଲି ପୋ-ଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଆପଣ ଭାବନ୍ତୁ ଯେ ସାମାନ୍ୟ ଅଳ୍ପ ସମୟ ପାଇଁ ଯୌ-ନ ଲାଳ-ସାକୁ ମେଣ୍ଟା-ଇବା ପାଇଁ ସ୍ତ୍ରୀ ଯେଉଁ ଭୁଲ କଲା ତାହା କେତେ ଦୂର ଠିକ ହେଲା । ଆଉ କ୍ରୋ-ଧରେ ଆସି ସ୍ୱାମୀ ଏପରି ଭୁଲ କରିବା ସ୍ୱାଭାବିକ , ମାତ୍ର ଏହା କରିବା ମଧ୍ୟ ଭୁଲ ଥିଲା ।

Leave a Reply

Your email address will not be published. Required fields are marked *