ସ୍ୱାମୀର ମୃ-ତ୍ୟୁ ପରେ ସ୍ତ୍ରୀ କଲା ଏମିତି , ଇନ୍ସୁରାନ୍ସ ଟଙ୍କାରେ ପରପୁରୁଷ ସହିତ ଗଲା OYO

ସ୍ଵାମୀ ଚାଲିଗଲା ଆରପାରିକୁ ଆଉ ସ୍ତ୍ରୀ ଏପଟେ କଲା ଏମିତି କାମ । ହଁ ଆଜ୍ଞା ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଏତେ ଶୀଘ୍ର କେମିିତି ବା ଭୁଲି ଗଲା । ଯେଉଁ ସ୍ଵାମୀ ତାର ମଥାରେ ସିନ୍ଦୂର ଦେଇ ଆଉ ହାତରେ ଶଙ୍ଖା ଦେଇ ସାରା ଜୀବନ ପାଇଁ ନିଜର କରି ଆଣିଥିଲେ । ଶେଷରେ ସେହି ସ୍ବାମୀଙ୍କୁ ଏତେ ଶୀଘ୍ର ଭୁଲି ଯାଇ ସ୍ତ୍ରୀ ପରପୁରୁଷ ସହିତ ଓୟୋ ଯାଇ ରାତି ବିତାଉ ଥିଲା । ତେବେ ଖାଲି ଏତିକି ନୁହେଁ , ନିଜ ସ୍ଵାମୀ ମ-ରିବା ପରେ ତାଙ୍କୁ ମିଳିଥିବା ଇନ୍ସୁରାନ୍ସ ଟଙ୍କାକୁ ଉଡାଇ ଚାଲିଥିଲା । ତେବେ ଆଜ୍ଞା ହଁ ଏପରି କଥାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି ।

ତେବେ ପୁରା ଘଟଣା ବିଷୟରେ ଜାଣି ଆପଣଙ୍କ ହୋସ ଉଡିଯିବ । ସୂଚନା ଅନୁଯାୟୀ , ଜଣେ ବ୍ୟକ୍ତି ନିଜ ଘରକୁ ଫେରୁଥିବା ସମୟରେ ସଡ଼କ ଦୁର୍ଘ-ଟଣା ଘଟି ଯାଇଥିଲା ଆଉ ସେଥିରେ ତାଙ୍କର ପ୍ରା-ଣ ଚାଲି ଯାଇଥିଲା । ଆଉ ସେ ଯିବା ପରେ ତାଙ୍କର ବିଧବା ସ୍ତ୍ରୀର ଭରଣା ପାଇଁ ସରକାରଙ୍କ ତରଫରୁ ତାଙ୍କୁ ୫ ଲକ୍ଷ ଇନ୍ସୁରାନ୍ସ ଟଙ୍କା ମିଳିଥିଲା । ଯାହା ପରେ ସ୍ତ୍ରୀ ସେହି ଟଙ୍କାରେ ନିଜ ପେଟ ପୋଷି ନେଉଥିଲେ । ତେବେ ଏହି କଥା ସେହି ଗାଁର ଜଣେ ରସି-କିଆ ବାବୁଙ୍କ କାନରେ ପଡ଼ିଥିଲା।

ତେବେ ଏହାପରେ ଟଙ୍କା ହାତେଇବା ପାଇଁ ବାବୁ ଜଣକ ସେହି ବିଧବା ମହିଳାଙ୍କୁ ନିଜ ପ୍ରେମ ଜା-ଲରେ ଫସାଇବା ଆରମ୍ଭ କରିଥିଲେ ଆଉ ନିଜ ଲକ୍ଷ୍ୟ ସ୍ଥଳରେ ମଧ୍ୟ ସେ ପହଞ୍ଚି ଯାଇଥିଲେ । ତେବେ ଏହାପରେ ସେ ମହିଳାଙ୍କୁ ହୋଟେଲ ନେଇଯିବା ପ୍ରସ୍ତାବ ଦେଇଥିଲେ ଆଉ ମହିଳା ଜଣକ ମଧ୍ୟ ରାଜି ହୋଇ ଯାଇଥିଲେ । ଏପରି ଭାବରେ ସେମାନେ ୮ ରୁ ୧୦ ଥର ହୋଟେଲ ରୁମ୍ ରେ ଯାଇ ରାତି ବିତାଇ ଥିବା କଥା ମହିଳା ଜଣକ କହିଛନ୍ତି । ଆଉ ଏହାରି ମଧ୍ୟରେ ଚତୁରତାର ସହିତ ବାବୁ ଜଣକ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଯାଇଛନ୍ତି । ଆଉ ତାଙ୍କ ଏଟିଏମ୍ କାର୍ଡ ମଧ୍ୟ ଅକ୍ତିଆର କରି ନେଇଛନ୍ତି।

ତେବେ ଏବେ ବାବୁ ଜଣକ ତାଙ୍କୁ ଧୋ-କା ଦେଇଥିବା କଥା ମହିଳା ଜଣକ କହିଛନ୍ତି ।କାହିଁକି ନା ଏବେ ତାଙ୍କ ପାଖରେ ସବୁ ଟଙ୍କା ସରି ଯାଇଛି । ଯାହା ଫଳରେ ଆଉ ବାବୁ ଜଣକ ତାଙ୍କ ଫୋନ୍ ମଧ୍ୟ ଉଠାଉ ନାହାଁନ୍ତି । ତେଣୁ ବାଧ୍ୟ ହୋଇ ମହିଳା ଜଣକ ସଦର ଥା-ନାରେ ଯାଇ ଅଭି-ଯୋଗ ଦେଇଛନ୍ତି । ଆଉ କହିଛନ୍ତି କି ତାଙ୍କୁ ନ୍ୟା-ୟ ମିଳୁ ଆଉ ସେହି ବାବୁଙ୍କ ଠାରୁ ତାଙ୍କ ଏଟିଏମ୍ କାର୍ଡ ଆଉ ଟଙ୍କା ଫେରାଇ ଅଣା ଯାଉ । ଭଲ ପାଇବାର ଅଭିନୟ କରି ସେ ତାଙ୍କ ଠାରୁ ସବୁକିଛି ଲୁ-ଟି ନେଇ ଗଲେ ବୋଲି ଏବେ ମହିଳା ଜଣକ କା-ନ୍ଦି କା-ନ୍ଦି କହିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *