“ମୁଁ ପୋ-ଲିସ ବାବୁ ..ହେଲେ ଘରେ ମୋ ସ୍ତ୍ରୀର ବେଣୀ ବାନ୍ଧି ପିଠି ଆଉଁସୁଛି ପରପୁରୁଷ “

ଏଏସଆଇ ପୋ-ଲିସ ହୋଇବି ବର୍ତ୍ତମାନ ସେ ନିଜ ପାଇଁ ନ୍ୟା-ୟ ଆଣିପାରି ନାହାଁନ୍ତି । ନିଜ ସ୍ତ୍ରୀକୁ ପର ପୁରୁଷ ସହିତ ଦେଖି ବ୍ୟକ୍ତି ଜଣକ ଅଭି-ଯୋଗ ଆଣିଛନ୍ତି ଯେ ତାଙ୍କୁ ସ୍ତ୍ରୀ କୁ ଯେଉଁ ବ୍ୟକ୍ତି ମାନେ ଫସାଇଛନ୍ତି ସେମାନଙ୍କ ବିରୋ-ଧରେ କଡ଼ା କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବା ସହିତ ତାଙ୍କ ସ୍ତ୍ରୀ ଯେମିତି ତାଙ୍କ ପାଖକୁ ଫେରି ଆସୁ ।

ତେବେ ଭଦ୍ରକରେ ଘଟିଥିବା ଏଭଳି ଏକ ମାମ-ଲା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଏଏସଆଇଙ୍କ ତୃତୀୟ ସ୍ତ୍ରୀଙ୍କର କିନ୍ତୁ ଏହି ମାମ-ଲାକୁ ନେଇ କୌଣସି ପ୍ରତି-କ୍ରିୟା ଆସିନାହିଁ । କହିରଖିବୁ ଯେ ଏଏସଆଇଙ୍କର ପ୍ରଥମ ସ୍ତ୍ରୀ ସହିତ ଏବଂ ଝିଅ ସହିତ ତାଙ୍କର ଦିନ ବେଶ ଭଲରେ କ-ଟି ଯାଉଥିଲା ।

କିନ୍ତୁ ପ୍ରଥମ ସ୍ତ୍ରୀ ମାନ-ସିକ ଭାରସାମ୍ୟ ହରାଇ ବସିବା ପରେ ସେ ଦ୍ୱିତୀୟ ବିବାହ କରିଥିଲେ । ଯେ କି ତାଙ୍କର ପ୍ରଥମ ସ୍ତ୍ରୀର ଏବଂ ଝିଅର ଯତ୍ନ ମଧ୍ୟ ନେଉଥିଲେ । କିନ୍ତୁ କିଛି ବର୍ଷ ପରେ ଦ୍ୱିତୀୟ ସ୍ତ୍ରୀର ସ୍ତନ କ-ର୍କଟ ରୋଗ ହେବା ପରେ ସେ ଏଏସଆଇଙ୍କୁ ତାଙ୍କର ସାନ ଭଉଣୀଙ୍କୁ ବିବାହ କରିବାକୁ କହିଥିଲେ । ଏଏସଆଇ ଯେତେ ମନା କରିଲେବି ସୁଦ୍ଧା ଦ୍ୱିତୀୟ ସ୍ତ୍ରୀ ମାନି ନଥିଲେ ଏବଂ ନିଜ ବାପା ମା’ଙ୍କୁ ବୁଝାଇ ନିଜ ସାନ ଭଉଣୀ ସହିତ ନିଜ ସ୍ୱାମୀଙ୍କ ବିବାହ କରାଇବାକୁ ଜିଦ ଧରି ବସିଥିଲେ । ଆଉ ଶେଷରେ ଏଏସଆଇ ନିଜ ଦ୍ୱିତୀୟ ସ୍ତ୍ରୀଙ୍କ ସାନ ଭଉଣୀକୁ ବିବାହ ମଧ୍ୟ କଲେ ।

ତଥାପି ପରିବାର ବେଶ ଭଲରେ ଚାଲିଥିଲା । ମାତ୍ର ୨୦୨୧ ରେ ଦ୍ୱିତୀୟ ସ୍ତ୍ରୀର ମୃ-ତ୍ୟୁ ହେବା ପରଠାରୁ ତୃତୀୟ ସ୍ତ୍ରୀ ପର ପୁରୁଷ ସହିତ ସମ୍ପ-ର୍କ ବିଷୟରେ ଜାଣିବାକୁ ପାଇଥିଲେ । ଏଏସଆଇଙ୍କ କହିବା କଥା ଯେ ତାଙ୍କ ସ୍ତ୍ରୀଙ୍କୁ ପ୍ରଲୋ-ଭନ ଦେଖାଇ ସେହି ଯୁବକ ଜଣକ ତାଙ୍କୁ ବିବାହ କରିବେ ବୋଲି କହିଛନ୍ତି ।

ଆଉ ଏଥିରେ ତାଙ୍କର ଶାଶୁ ଶ୍ୱଶୁର ମଧ୍ୟ ସହମତ ଥିବା ସହିତ ଏଏସଆଇଙ୍କୁ ଅ-ଶ୍ଳୀଳ ଭାଷାରେ ଗା-ଳି ଗୁ-ଲଜ ଏବଂ ଜୀବନରୁ ମା-ରି ଦେବାକୁ ଧ-ମକ ଦେଇଥିବା ମଧ୍ୟ ବ୍ୟକ୍ତି ଜଣକ ଅଭି-ଯୋଗ ଆଣିଛନ୍ତି । ତେବେ ବର୍ତ୍ତମାନ ଏହି ପରିପ୍ରେକ୍ଷୀରେ ଏଏସଆଇ ଜଣକ ଥା-ନାରେ ଅଭି-ଯୋଗ କରିବା ସହିତ ନିଜ ସ୍ତ୍ରୀ ଯେମିତି ଘରକୁ ଫେରିଆସୁ ସେଥିପାଇଁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *