ନିଶା ମହାରଣା ଏମିତି ନାଚିଲେ ଘଟିଲା ଏହି ଘ-ଟଣା ।

ନିଶା ମହାରଣା ନାଚୁଥିଲେ । ନିଶା ମହାରଣା ମଞ୍ଚ ଉପରେ ନାଚୁଥିଲେ । ଗୋଡ କଚାଡି ନାଚୁଥିଲେ ଛାତି ବାଡେଇ ନାଚୁଥିଲେ । ଯେଉଁ ଭଳି ଆପଣ ମାନେ ସମସ୍ତେ ଜାଣିଛନ୍ତି ନିଶା ମହାରଣା ତାଙ୍କ ନାଚ ପାଇଁ ବେଶ୍ ପ୍ରସିଦ୍ଧ କାରଣ କେହି କେହି ନିଶା ମହାରଣାଙ୍କୁ ବେଶ୍ ପସନ୍ଦ କରନ୍ତି ତ ଆଉ କେହି କେହି ନିଶା ମହାରଣାଙ୍କ ନାଚ ତାଙ୍କ ଅସିଲ ଭିଡ଼ିଓକୁ ଢେର୍ ଅଧିକ ବି-ରୋଧ କରନ୍ତି ।

ହେଲେ ଦର୍ଶକ ବନ୍ଧୁ ସବୁବେଳେ ନିଜର ଅଶିଳ ଭିଡ଼ିଓକୁ ନେଇ ଚର୍ଚ୍ଚାରେ ରହୁଥିବା ନିଶା ମହାରଣାଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ପୁଣିଥରେ ନିଶାଙ୍କ ନାଚକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନିଶା ମହାରଣା ଏଇ କିଛି ଦିନ ପୂର୍ବରୁ ଖୁବ୍ ଚର୍ଚ୍ଚାରେ ରହିଥିଲେ । କେହି କେହି ନିଶା ମହାରଣାଙ୍କୁ ପ୍ରଶଂସା କରୁଥିବା ବେଳେ କେହି କେହି ବି-ରୋଧ ମଧ୍ୟ କରୁଥିଲେ ।

ହେଲେ ନିଶା ମହାରଣା ଗତକାଲି ରାତିରେ ଷ୍ଟେଜ ଫଟେଇକି ନାଚୁଥିବା ବେଳେ ତାଙ୍କ ନାଚ ଭିଡିଓ ବେଶ୍ ଭାଇରାଲ ହେଇଥିଲା । ଆଉ ଯେତେବଳେ ନିଶା ମହାରଣା ଷ୍ଟେଜ ଉପରେ ଚଢ଼ିଥିଲେ କିଛି ଲୋକେ କହିଥିଲେ ନାଚ ଯେମିତି ପାରୁଛ ସେମିତି ନାଚ । କାରଣ ତୁମ ନାଚ ପାଇଁ ହିଁ ବି-ବାଦ । ତୁମ ନାଚକୁ ଦେଖିବା ପାଇଁ ଏତେ କଥା । ତେଣୁ ତୁମେ ଯେମିତି ପାରିବ ସେମିତି ନାଚି ପାରିବ । ଆଉ କେବଳ ଏତିକି ନୁହେଁ ଲୋକେ କହିଥିଲେ ଆମ ସଂସ୍କୃତି ଆମ ପରମ୍ପରା ସବୁ ଦଳି ମକଚି ନ-ଷ୍ଟ କରିଦିଅ ।

ହିଁ ବନ୍ଧୁଗଣ ନିଶା ମହାରଣାଙ୍କୁ ନେଇ ସବୁଆଡେ ବି-ରୋଧ କରାଯାଉଛି । କେଉଁଠି କେଉଁଠି ସାଧାରଣ ଜନତା ବି ମଧ୍ୟ ନିଶା ମହାରଣାଙ୍କୁ ବି-ରୋଧ କରୁଥିବା ଆପଣ ମାନେ ନିହାତି ଭାବେ ଜାଣିଥିବେ । ତେବେ ଏହାରି ଭିତରେ କମେଡିଆନ ଜୟା ମଧ୍ୟ ନିଶାଙ୍କୁ ଘୋର ବି-ରୋଧ କରିଛନ୍ତି । ଯେପରି ନିଶା ମହାରଣା ଯାତ୍ରା ମଞ୍ଚ ଉପରକୁ ନ ଉଠନ୍ତି ସେଥିପାଇଁ ମଧ୍ୟ ଦୃଷ୍ଟି ଦେଇ ବି-ରୋଧ କରିଥିଲେ । କେବଳ ଏତିକି ନୁହେଁ ନିସାଙ୍କ ପାଇଁ ଶ୍ୱୋର ମଧ୍ୟ ଉଠାଇ ଥିଲେ । ଆଉ ଏଥିପାଇଁ ତାଙ୍କ କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇଥିଲା

ହେଲେ ବନ୍ଧୁଗଣ ଏବେ ନିଶା ମହାରଣାଙ୍କର ଏକ ସଜ ସଜ ଭିଡିଓ ଭାଇରାଲ ହେଉଛି । ଗତକାଲି ସନ୍ଧ୍ୟାରେ ଜଟଣୀର ଏକ କାର୍ଯ୍ୟକ୍ରମରେ ନିଶା ମହାରଣା ଯୋଗ ଦେଇଥିଲେ । ଆଉ ଚାରି ଆଡେ଼ ଚର୍ଚ୍ଚା ହେଉଛି କି ନିଶା ମହାରଣାଙ୍କ ନାଚରେ ଏତେ ଅସିଲତା ଥିଲା ଯେ ତାକୁ ବାଖ୍ୟା କରିବା ବି କଷ୍ଟକର ହୋଇ ପଡ଼ିଛି । ଆଉ ନିଶା ମହାରଣାଙ୍କ ଏହି ଦୃଶ୍ୟକୁ ଯେ କେହିବି ଦେଖୁଛନ୍ତି ସେ କହୁଛନ୍ତି ସତରେ ଏମିତି ହେବାର ନଥିଲା ।

ହେଲେ ସେପଟେ ଲୋକେ ଏହା ମଧ୍ୟ କହୁଛନ୍ତି କି ଯୋଉଠି ବି-ବାଦ ସେଇଠି ନିଶା ମହାରଣା । ଆଉ ଯେଉଁଠି ପେଣ୍ଡାଲ ସେଇଠି ଯାତ୍ରା କାରଣ ନିଶା ମହାରଣା କୁଆଡେ ଯେଉଁ ପେଣ୍ଡାଲ ଉପରେ ଚଢ଼ୁଛନ୍ତି ସେଇ ଜାଗାରେ ଯାତ୍ରା ହେଇ ଯାଉଛି । ଆଉ ଯାହାକୁ ନେଇ ନିଶା ମହାରଣା ଙ୍କ କଥା ପଡିଲେ କିଛି ଲୋକେ କହୁଛନ୍ତି ନିଶା ଯେଉଁଠି ଯାତ୍ରା ସେଇଠି ଆଉ ନିଶା ମହାରଣା ଓ ଯାତ୍ରା ମିଶି ହେଉଛି ବି-ବାଦ ।

ତେବେ ଲୋକ ମାନଙ୍କ କହିବା କଥା ନିଶା ନାଚନ୍ତୁ ଠିକ୍ ଅଛି ହେଲେ ବି-ବାଦ ନ ହେଉ । ନିଶା ନାଚନ୍ତୁ ଠିକ୍ ଅଛି ହେଲେ ସୀମା ଭିତରେ ରହି ନାଚନ୍ତୁ । କାରଣ ନିଶା ମହାରଣା ନାଚକୁ କେହି ବି-ରୋଧ କରୁ ନାହାନ୍ତି ହେଲେ ସେ ନାଚିବା ବେଳେ ଯେଉଁ ନିଜ ସୀମା ଭୁଲି ଯାଉଛନ୍ତି ତେଣୁ ତାଙ୍କୁ ବି-ରୋଧ କରାଯାଉଛି । କାରଣ ଆଗରୁ ନିଶା ମହାରଣାଙ୍କ ଅସିଲ ବାଇଟ ପାଇଁ ନିଶା ମହାରଣାଙ୍କୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ହୋଇଥିଲା । ଆଉ ଏହା ପରେ ତାଙ୍କ ନାଚକୁ ନେଇ ମଧ୍ୟ ଲୋକେ ତାଙ୍କୁ ବି-ରୋଧ କରିଥିଲେ । ଆଉ ଏବେ ନିଶା ମହାରଣା ଙ୍କୁ ନେଇ ଏହା କୁହାଯାଉଛି କି ଯେଉଁଠି ନିଶା ସେଇଠି ବି-ବାଦ ।

Leave a Reply

Your email address will not be published. Required fields are marked *