ପ୍ରେମିକା ବନାଇ ଶରୀରକୁ ଝୁଣି କରି ଖାଇଲା , ଏବେ ଜାତି ଦେଖାଇ ଛାଡି ଦେଲା ପ୍ରେମିକ

ପ୍ରେମ , ଶାରୀ-ରିକ ସ-ମ୍ପର୍କ ଆଉ ପ୍ରତାରଣା । ବାସ୍ ଏଇ ତିନୋଟି ଜିନିଷକୁ ନେଇ ଏ ଦୁନିଆଁ ଚାଲିଛି । କେଉଁଠି ପୁଅ ଝିଅକୁ ଧୋ-କା ଦେଉଛି ତ ଆଉ କେଉଁଠି ଝିଅ ପୁଅକୁ ଦେଉଛି ଧୋ-କା । ତେବେ ଏପରି ମଧ୍ୟରେ ବର୍ତ୍ତମାନ ସମୟରେ ଗୋଟିଏ ସମାଧାନ ହେଉଛି ଝିଅ ମାନେ ଯାଇ ଧାରଣାରେ ବସି ଯାଉଛନ୍ତି । ଅନ୍ୟ ପକ୍ଷରେ କିଛି ପ୍ରେମ ଜାତି ଧର୍ମ ପାଇଁ ମଧ୍ୟ ଅଧୁରା ରହିଯାଏ । ଜାତି ପାଇଁ ପ୍ରେମିକା ଆଉ ପ୍ରେମିକକୁ ଅଲଗା ହେବାକୁ ପଡ଼ିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଶୁଣିବା ପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।

ଜାତି ପାଇଁ ଦୁଇ ପ୍ରେମିକ ପ୍ରେମିକା ଏବେ ଅଲଗା ହୋଇ ଯାଇଛନ୍ତି । ଆଉ ବର୍ତ୍ତମାନ ସମୟରେ ଅନ୍ୟ କିଛି ଉପାୟ ନ ପାଇ ପ୍ରେମିକା ଯାଇ ନିଜ ପ୍ରେମିକ ଘର ଆଗରେ ଧାରଣାରେ ବସିଛି । ତେବେ ଏପରି କିଛି ଘ-ଟଣା ଦେଖିବାକୁ ମିଳିଛି , ଯାଜପୁର ଜିଲ୍ଲା ବିଞ୍ଚାରପୁର୍ ବ୍ଲକ ନଖିପୂର୍ ଗ୍ରାମରେ । ଆଉ ବର୍ତ୍ତମାନ ସମୟରେ ଏହି ଘ-ଟଣା ଯୋଗୁଁ ଗାଆଁରେ ଚାଞ୍ଚଲ୍ୟ ସୃଷ୍ଟି ହୋଇ ଯାଇଛି। ସୂଚନା ଅନୁଯାୟୀ , ଏହି ଗ୍ରାମର କୁଶ ଜେନାଙ୍କ ପୁଅ ଜିତେନ୍ଦ୍ର ଆଉ ତାଙ୍କ ପ୍ରେମିକା ସୁନା ଜେନା ପରସ୍ପରକୁ ଭଲ ପାଉଥିଲେ ।

ଜିତେନ୍ଦ୍ର ନିଜ ପ୍ରେମିକାଙ୍କ ନୀଚ ଜାତି ଜାଣି ମଧ୍ୟ ଭଲ ପାଇଥିଲେ ଆଉ କହିଥିଲେ କି ସାରା ଜୀବନ ମୁଁ ତୁମ ସାଥିରେ ରହିବି । ଆଉ ଏହି କଥା ଜିତେନ୍ଦ୍ରଙ୍କ ବଡ ଭାଇ ମଧ୍ୟ ଜାଣିଥିଲେ ଆଉ ସେ କହିଥିଲେ କି , କିଛି ଅସୁବିଧା ନାହିଁ ଆମେ ତୋତେ ପୁରୀ ନେଇ ଯାଇ ଜାତି କରାଇ ଆଣିବୁ । କିନ୍ତୁ ପରିସ୍ଥିତି ଏପରି କିଛି ହୋଇଥିଲା , ଯେତେବେଳେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । କାହିଁକି ନା ଜିତେନ୍ଦ୍ରଙ୍କ ବଡ ଭାଇ କହିଥିଲେ କି , ଜାତି ପାଇଁ ଘରେ ମାନିବେ ନାହିଁ । ତେଣୁ କରି ଧୀରେ ଧୀରେ ଜିତେନ୍ଦ୍ର ସୁନାଙ୍କ ସହିତ କଥା ହେବା ବନ୍ଦ କରି ଦେଇଥିଲେ ।

ଏପରିକି ବର୍ଷେ ହେଲାଣି ସୁନା ଜିତେନ୍ଦ୍ରଙ୍କୁ ଯେତେ ଫୋନ୍ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଫୋନ୍ ଲାଗି ନଥିଲା। ତେବେ ବର୍ତ୍ତମାନ ସମୟରେ ଆଉ କିଛି ଉପାୟ ନ ପାଇ ସୁନା ଆଉ ତାଙ୍କ ମାଆ ଆସି ଜିତେନ୍ଦ୍ରଙ୍କ ଘର ଆଗରେ ବସିଛନ୍ତି । ଆଉ କହିଛନ୍ତି କି , ଏତେ ବର୍ଷ ହେଲାଣି ଯେଉଁ ଶାରୀ-ରିକ ସ-ମ୍ପର୍କ ରଖିଥିଲା , ସେତେବେଳେ ଜାତି ଦେଖି ନଥିଲା କିନ୍ତୁ ବର୍ତ୍ତମାନ ତାକୁ ଜାତି ଦେଖା ଯାଉଛି । ତେବେ ଏବେ ତାଙ୍କ ମାଆ ମଧ୍ୟ କହିଛନ୍ତି କି , ଜିତେନ୍ଦ୍ର ଅନେକ ଥର ତାଙ୍କ ଘରକୁ ଆସିଛନ୍ତି ଆଉ ରହିଛନ୍ତି ମଧ୍ୟ । ତେଣୁ ଏପରି ପରିସ୍ଥିତିରେ ସେ ତାଙ୍କ ଝିଅଙ୍କୁ ଏକା ଛାଡି ପାରିବେ ନାହିଁ । ଦୟା କରି ତାଙ୍କୁ ନ୍ୟା-ୟ ମିଳି ଯାଉ ଆଉ ତାଙ୍କ ଝିଅଙ୍କୁ ସ୍ତ୍ରୀର ପରିଚୟ ମିଳୁ , ତାପରେ ସେମାନେ ଧାରଣାରୁ ଉଠି ଯିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *