ଘର ଦେବାର ବାହାନା କରି ଲୁ-ଟୁଥିଲେ ଯୁବତୀଙ୍କୁ । ଆଉ ଶେଷରେ ଘରକୁ ଆସି କଲେ ଏଭଳି କାରନାମା , ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ରାଜଧାନୀରେ ବର୍ତ୍ତମାନ ସମୟରେ ଧୋ-କା ଦେବା , ଟଙ୍କା ଠକେଇ ଭଳି ମାମ-ଲା ପ୍ରାୟ ବେଶ ଅଧିକ । ଆଉ ତାହାରି ମଧ୍ୟରେ ବର୍ତ୍ତମାନ ସମୟରେ ଜଣେ ଯୁବତୀ ମଧ୍ୟ ମହିଳା ଥାନାରେ ଜଣେ ଯୁବକଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି ଯିଏକି ତାଙ୍କ ଠାରୁ ଅନେକ ଟଙ୍କା ଲୁ-ଟିବା ପରେ ତାଙ୍କ ସହିତ ଜୋର ଜବ-ରଦସ୍ତ ଶାରୀ-ରିକ ସ-ମ୍ପର୍କ ରଖିଥିଲେ । ତେବେ ସୂଚନା ଅନୁଯାୟୀ ଯୁବତୀଙ୍କ କହିବା କଥା ଯେ , ଯେତେବେଳେ ସେ IFC ଜିମକୁ ଯାଉଥିଲେ ସେତେବେଳେ ଉକ୍ତ ଯୁବକଙ୍କ ସହିତ ତାଙ୍କର ଦେଖା ସାକ୍ଷାତ ହୋଇଥିଲା । ଆଉ ଦେଖା ହେବା ପରେ କଥାବାର୍ତ୍ତା ଏବଂ ପରେ ବନ୍ଧୁତା ହୋଇଥିଲା ।

ଯୁବକ ଜଣକ ମହିଳାଙ୍କୁ ଘର ଦେବେ କହି ତାଙ୍କୁ ଆଜି କାଲି କହି ଠକି ଚାଲିଥିଲେ । ଯୁବତି ଜଣଙ୍କର ଜଣେ ଝିଅ ଅଛନ୍ତି । ତେବେ ତାଙ୍କର ଘର ଆବଶ୍ୟକ ଥିବାରୁ ଯୁବକ ଜଣଙ୍କ ମଧ୍ୟ ନିଜ ତରଫରୁ ଘର ଦେବେ କହିଥିଲେ । ମାତ୍ର ଘର ଆଜି ଖାଲି ହେବ କାଲି ଖାଲି ହେବ କହି ଦିନ ଗଡ଼ାଇ ଚାଲିଥିଲେ ଏବଂ ତାସହିତ ଯୁବତୀଙ୍କ ଠାରୁ ଟଙ୍କା ଠ-କି ଚାଲିଥିଲେ ।

ଏପଟେ କହୁଥିଲେ ଯେ ତାଙ୍କ ବାପା କୁଆଡ଼େ କ୍ୟା-ନ୍ସର ରୋଗୀ ଏବଂ ଏମିତି ଇମୋସନାଲ କଥା କହି ଯୁବତୀଙ୍କ ଠାରୁ ଟଙ୍କା ନେଉଥିଲେ । ଯୁବତୀ ଜଣକ ଘର ବିଷୟରେ କଥା ହେବେ କହି ଯୁବକଙ୍କୁ ନିଜ ଘରକୁ ଡାକିଥିଲେ ମାତ୍ର ଯୁବକ ଜଣକ ଫାଇଦା ଉଠାଇ ଯୁବତୀଙ୍କ ସହିତ ଜୋର ଜବ-ରଦସ୍ତ ଶାରୀ-ରିକ ସ-ମ୍ପର୍କ ରଖିଥିଲେ ।

ଏହାକୁ ନେଇ ଯେତେବେଳେ ଯୁବତୀ ଥା-ନାରେ ଅଭି-ଯୋଗ କରିବା କଥା କହିଲେ ସେତେବେଳେ ଯୁବକ ଜଣକ ବିବାହ କରିବାର ପ୍ରତିଶୃତି ଦେଇଥିଲେ । ଆଉ ଯେତେବେଳେ ବିବାହ କଥା ପୁଣି ଉଠିଲା ସେତେବେଳେ ଯୁବକ ଜଣକ ମହିଳାଙ୍କୁ ନାନା ଭାଷାରେ ଗା-ଳି ଗୁ-ଲଜ କରିବା ସହିତ ଜୀବନରୁ ମା-ରି ଦେବାକୁ ଧ-ମକ ଦେଇଥିଲେ ।

ଏପଟେ ଯେତେବେଳେ ଯୁବତୀ ଜଣକ ମହିଳା ଥା-ନାରେ ଅଭି-ଯୋଗ କଲେ ସେତେବେଳେ ମହିଳା ଥା-ନା ଅଧିକାରୀ ତାଙ୍କ ମାମଲାରେ କୌଣସି କା-ର୍ଯ୍ୟାନୁ-ଷ୍ଠାନ ନେଇ ନଥିଲେ ଏବଂ ଯେଉଁ କାରଣରୁ ଅଭି-ଯୁକ୍ତ ଫେ-ରାର ହେବାରେ ସକ୍ଷମ ହୋଇଥିଲେ । ତେଣୁ ଯୁବତୀ ଜଣକ ବାଧ୍ୟ ହୋଇ ମଞ୍ଚେଶ୍ୱର ଥା-ନାରେ ଅଭି-ଯୋଗ କରିଛନ୍ତି । ଆଉ ମଞ୍ଚେଶ୍ୱର ଥା-ନ ପୋ-ଲିସ ଅଭିଯୋଗ ଗ୍ରହଣ କରିବା ସହିତ ଅଭି-ଯୁକ୍ତକୁ ଖୋଜିବା କାମରେ ଲାଗି ପଡ଼ିଛି ।

Leave a Reply

Your email address will not be published. Required fields are marked *