ଟିନା ସହ ଘଟିଗଲା ଏତେ ବଡ ଅଘ-ଟଣ , ଆଜି ବି ଝୁରୁଛନ୍ତି ପରିବାର

ଘରର ବଡ ଝିଅ ଆଉ ସମସ୍ତଙ୍କର ଭାରି ଗେହ୍ଲା ଝିଅ ଟୀନା । ରୂପରେ ଯେମିତି ସୁନ୍ଦର ଗୁଣରେ ମଧ୍ୟ ସେତିକି ସୁନ୍ଦର ଥିଲା ସେ । ପାଠ ପଢାରେ ବେଶ୍ ଆଗୁଆ ଆଉ ଘର କାମରେ ମଧ୍ୟ ସବୁବେଳେ ଆଗଭର ଥିଲା ଟିନା। କିନ୍ତୁ ବିଧିର ବିଧାନ କେ କରିବ ଆନ , ଅର୍ଥାତ୍ ଭାଗ୍ୟରେ ଯାହା ଲେଖା ଥିବ ତାହା ହିଁ ହେବ । ତାହାକୁ କେହି ଟାଳି ପାରିବ ନାହିଁ । ଆଉ ତାହା ଲେଖା ଥିଲା ଟିନା ଭାଗ୍ୟରେ । ସେ ଥିଲା ବହୁତ କମ୍ ଦିନର ଅତିଥି ।

ମାତ୍ର ଅଳ୍ପ ଦିନ ମଧ୍ୟରେ ସେ ଏହି ଦୁନିଆଁରୁ ବି-ଦାୟ ନେଇ ଚାଲି ଯାଇଥିଲା । ସେଦିନ ରାତିରେ ଏମିତି ଏକ ଅଘ-ଟଣ ଘଟି ଯାଇଥିଲା ଯାହା ସବୁକିଛି ବଦଳି ଦେଇଥିଲା । ଟିନାର ଆୟୁଷ ସେଠାରେ ହିଁ ଶେଷ ହୋଇ ଯାଇଥିଲା । ଆଉ ତାର ଜୀବନ ଦୀପ ସେଠାରେ ହିଁ ଲିଭି ଯାଇଥିଲା । ନିଜ ଭାଇର ଏପରି କିଛି କାମ କରିବା ଟିନାକୁ ପଡ଼ିଥିଲା ମହଙ୍ଗା । ସୂଚନା ଅନୁସାରେ , ମଧ୍ୟପ୍ରଦେଶ ର ମାନସାହପୁର ଜିଲ୍ଲାରେ ଘଟି ଯାଇଥିବା ଏକ ବଡ ଅଘ-ଟଣ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଟିନା ତାର ସାନ ଭାଇକୁ ବହୁତ ଭଲ ପାଉଥିଲା । ଆଉ ସେଦିନ ସାନ ଭାଇ କହିଥିଲା ଆସେ ବା-ଣ ଫୁଟା-ଇବା । ସାନ ଭାଇର ଇଚ୍ଛାକୁ ପୂରଣ କରିବାକୁ ଯାଇ ଟିନା ମଧ୍ୟ ଯାଇଥିଲା ଆଉ ଭାଇ ଠାରୁ ଅଳ୍ପ ଦୂରରେ ଛିଡା ହୋଇ ମୋବାଇଲରେ ଭିଡିଓ କରୁଥିଲା । ତେବେ ତାର ଭାଇ ବା-ଣରେ ନି-ଆଁ ଲଗାଇ ଦେଇ ତାର ଉପରେ ଏକ ଷ୍ଟିଲ ଘୋ-ଡଣି ଘୋଡାଇ ଦେଇ ଥିଲା । ଯାହା ଫଳରେ କିଛି ସମୟ ପରେ ବାଣ ସିନା ଫୁଟି ଯାଇଥିଲା କିନ୍ତୁ ସେହି ଷ୍ଟିଲ ଘୋଡଣି ଖଣ୍ଡ ବିଖ-ଣ୍ଡିତ ହୋଇ ଟିନା ପେଟରେ ପଶି ଯାଇଥିଲା ।

ଯାହା ପରେ ଟିନାର ଅବସ୍ଥା ଗୁରୁ-ତର ହୋଇ ଯାଇଥିଲା । ଆଉ ସାଙ୍ଗେ ସାଙ୍ଗେ ହସ୍ପିଟାଲ ନିଆ ଯାଇଥିଲା । କିନ୍ତୁ କିଛି ଦିନ ଚିକିତ୍ସିତ ହେବା ପରେ ଟିନାର ଅବସ୍ଥା ଆହୁରି ବିଗିଡି ଯାଇଥିଲା । ଆଉ ଅଳ୍ପ କେଇ ଦିନ ମଧ୍ୟରେ ଟିନା ଆରପାରିକୁ ଚାଲି ଯାଇଥିଲା । ତେବେ ଆଜି ବି ସେହି ଟିନାକୁ ଝୁରୁଛନ୍ତି ପରିବାର ଲୋକ । ନିଜର ମାତ୍ର ୨୦ ବର୍ଷର ଝିଅକୁ ହରାଇ ସେମାନଙ୍କ ପାଖରେ ଆଉ କିଛି ନଥିବା ଭଳି ଲାଗୁଛି । ଆଉ ସବୁଠୁ ଅଧିକ ଟିନାର ଭାଇ ନିଜକୁ କ୍ଷମା କରି ପାରୁନାହିଁ ।

Leave a Reply

Your email address will not be published. Required fields are marked *