ନିଜ ଝିଅକୁ ମା-ରି କୁମ୍ଭୀରକୁ ଖାଇବାକୁ ଦେଇ ଦେଲା ବାପା , ଘ-ଟଣା ସମସ୍ତଙ୍କୁ କଲା ଚକିତ

ନିଜ ବାପା ହିଁ ସାଜିଲା ଝିଅର ଶ-ତ୍ରୁ , ଏ କଥା ଆପଣ ବିଶ୍ୱାସ କରିପାରିବେ ନାହିଁ । ସତରେ କଣ ଜଣେ ବାପା ଏତେ ତଳକୁ ଖସି ଯାଇ ପାରନ୍ତି ଆଉ ଏପରି ପଦକ୍ଷେପ ଗ୍ରହଣ କରିପାରନ୍ତି । ତେବେ ହଁ ଆଜ୍ଞା କଥାଟି ପୁରାପୁରି ସତ । ଜଣେ ବାପା ଶେଷରେ ନିଜ ଝିଅ ପାଇଁ ସାଜିଲେ ରା-କ୍ଷସ ଆଉ ଝିଅକୁ ହ-ତ୍ୟା କରିବାକୁ ପଛାଇଲେ ନାହିଁ । ଆଉ ହ-ତ୍ୟା କରି ନଦୀରେ ନେଇ ଫୋପାଡ଼ି ଦେଲେ । ତେବେ ଏପରି ଏକ ଘ-ଟଣା ବର୍ତ୍ତମାନ ସମୟରେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନା ଅନୁସାରେ ଉତ୍ତରପ୍ରଦେଶର ମାରେନା ଜିଲ୍ଲାର ରତନବାସାଇ ଗାଆଁରେ ଏପରି ଏକ ଘ-ଟଣା ଘଟି ଯାଇଛି । ସୂଚନା ଅନୁସାରେ , ଶିବାନୀ ଏବଂ ରାଧେଶ୍ୟାମ ଉଭୟ ପରସ୍ପରକୁ ବହୁତ ଭଲ ପାଉଥିଲେ । ଦୁହେଁ ନିଜର ଏକ ଅଲଗା ଦୁନିଆଁ ଗଢ଼ିବାକୁ ଚାହିଁଥିଲେ । ଆଉ ସେହି ଦୁନିଆଁରେ ଏକାଠି ରହିବାର ସ୍ବପ୍ନ ମଧ୍ୟ ଦେଖିଥିଲେ । କିନ୍ତୁ ତାଙ୍କ ସବୁ ସ୍ବପ୍ନ ସେହି ସ୍ୱପ୍ନରେ ହିଁ ରହିଯିବ ବୋଲି ସେମାନଙ୍କୁ ଜଣା ନଥିଲା । ଆଉ ତାଙ୍କ ନିଜ ବାପା ହିଁ ଏଥିରେ ଖଳନାୟକ ସାଜିବେ ବୋଲି ସେ କେବେ ବି ବିଶ୍ୱାସ କରି ନଥିଲେ।

ତେବେ ଶିବାନୀ ଏବଂ ରାଧେଶ୍ୟାମ ଏକଦା ଘରୁ ପଳାଇବା ପାଇଁ ଯୋଜନା କରିଥିଲେ ।ଆଉ ସେଥିରେ ମଧ୍ୟ ସଫଳ ହୋଇଥିଲେ । ନିଜ ଝିଅକୁ ଖୋଜି ଖୋଜି ବାପା ଥା-ନାରେ ଅଭି-ଯୋଗ ଦେଇଥିଲେ । ଆଉ ପୋ-ଲିସ ମଧ୍ୟ ଝିଅ ଆଉ ପୁଅକୁ ଖୋଜି ଶିବାନୀ ବାପାଙ୍କ ପାଖରେ ଦେଇ ଦେଇଥିଲେ । ଏହାପରେ ଶିବାନିଙ୍କ ବାପାଙ୍କ ମୁଣ୍ଡକୁ ପୋକ କା-ମୁଡି ଦେଇଥିଲା । ସେ ଏପରି ଝିଅକୁ ରଖିବାକୁ ଚାହୁଁ ନଥିଲେ । ଆଉ ସେଥିପାଇଁ ଶିବାନୀର ହ-ତ୍ୟା କରି ଦେଇଥିଲେ ଆଉ ଏହାପରେ ରାଧେଶ୍ୟାମକୁ ମଧ୍ୟ ମା-ରି ପକାଇ ଥିଲେ ।

ଏହାପରେ ଦୁହିଁଙ୍କ ଶ-ବକୁ ନିକଟରେ ଥିବା ଚାମ୍ୱଲ ନଦୀରେ ଫୋପାଡି ଦେଇଥିଲେ । ସେ ପ୍ରମାଣ ନଷ୍ଟ କରିବା ପାଇଁ ନଦୀରେ ଯେଉଁ ଅଞ୍ଚଳରେ ବେଶୀ କୁମ୍ଭୀର ଥାଆନ୍ତି , ସେଠାରେ ହିଁ ଫୋପାଡ଼ି ଦେଇଥିଲେ । ତେବେ ଧିରେ ଧୀରେ ପୋ-ଲିସ ହାତରେ ପ୍ରମାଣ ଲାଗିଥିଲା ଆଉ ପୋ-ଲିସ ସବୁ ଜାଣିବାକୁ ପାଇଥିଲା । ଏହାପରେ ଶିବାନୀର ବାପାଙ୍କୁ ଡ଼ାକି ପ-ଚରା ଉଚରା କରିଥିଲା । ପ୍ରଥମେ ସେ ମାନି ନଥିଲେ କିନ୍ତୁ ଧୀରେ ଧୀରେ ସବୁ ସ୍ବୀକାର କରି ନେଇଥିଲେ । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା , ଶିବାନୀର ବାପାଙ୍କୁ କେଉଁ ଦ-ଣ୍ଡ ମିଳୁଛି ।

Leave a Reply

Your email address will not be published. Required fields are marked *