ଟଙ୍କା ପାଇଁ ମିଛରେ ମୋ ସ୍ବାମୀଙ୍କୁ ଫସେଇ ଦେଇଛନ୍ତି, ମୋ ସ୍ଵାମୀ ନି-ର୍ଦ୍ଦୋଷ ବୋଲି କହିଲେ ସାରଳା ମନ୍ଦିର ନନାଙ୍କ ସ୍ତ୍ରୀ।

ଲୋକମାନେ ଭଗବାନଙ୍କୁ ଯେମିତି ମାନନ୍ତି ଭଗବାନଙ୍କୁ ପୂଜା କରୁଥିବା ବ୍ରାହ୍ମଣଙ୍କୁ ମଧ୍ୟ ସେମିତି ମାନନ୍ତି। କେତେଜଣ ଲୋକ ପୂଣ୍ୟ ଅର୍ଜ୍ଜନ କରିବା ପାଇଁ ମନ୍ଦୀରର ପୂଜାରୀ ମାନଙ୍କୁ ଡ଼ାକି ସେବା କରନ୍ତି ଏବଂ ଖାଈବାକୁ ଦିଅନ୍ତି। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କେବଳ ଟଙ୍କା ପାଇଁ ମିଛ ଅଭି-ଯୋଗ କରି ବ୍ଲା-କମେ-ଲ୍ କରି ବଞ୍ଚିବାକୁ ଚାହାଁନ୍ତି। ଏମିତି ଏକ ଅଭା-ବନୀୟ ଘଟ-ଣା ଜଗତସିଂପୁର ଜିଲ୍ଲାରେ ଦେଖିବାକୁ ମିଳିଛି।

ସମିନ୍ଦ୍ର ରାଉଳ ଓରଫ୍ କୁନୁ ନନା ଜଗତସିଂପୁର ଜିଲ୍ଲା ତ୍ରିତୋଲ ସାରଳା ମନ୍ଦିରରେ ପୂଜା ପାଠ କରନ୍ତି। ଦୀର୍ଘ ବର୍ଷ ହେଲା ସେ ସାରଳା ମନ୍ଦିରରେ ପୂଜା କରୁଛନ୍ତି ଏବଂ ମନ୍ଦିରର ଦେଖାରଖା କରନ୍ତି କିନ୍ତୁ ଦୁଇ ଦିନ ତଳେ ଜଣେ ମହିଳାଙ୍କୁ ଅସା-ଦଚ-ରଣ ବ୍ଯବହାର କରିବା ଅଭି-ଯୋଗରେ ସେ ଏବେ ଥା-ନାରେ ଅଛନ୍ତି। କୁନୁ ନନାଙ୍କ ସ୍ତ୍ରୀ, ବଡ଼ଭାଇ ଏବଂ ସାନ ଭାଇ ଏ ଘ-ଟଣା ବିରୁ-ଦ୍ଧରେ ଜାଣିବା ପରେ ପୋ-ଲିସ୍ ଷ୍ଟେ-ସନ୍ ପହଞ୍ଚି ଆତ୍ମହୂତି ଦେବେ ବୋଲି କହୁଛନ୍ତି।

ନନାଙ୍କ ଭାଇଙ୍କ କହିବା ଅନୁସାରେ ନନା ଗାଡ଼ି ମାଗିବା ପାଇଁ ତାଙ୍କ ପାଖକୁ ଯାଇଥିଲେ ଏବଂ କହିଲେ ତାଙ୍କର ଗୋଟେ ମେଳାକୁ ପୂଜା କରିବା ପାଇଁ ଯିବାର ଅଛି ଫେରିଲା ବେଳକୁ ଟିକେ ଡେରି ହବ କିନ୍ତୁ ନନା ସେଦିନ କୋଉ ମେଳକୁ ଯାଇନଥିଲେ। କାଂସା ଗ୍ରାମ ପ୍ରତିମା ସ୍ୱାଇଁ ଏବଂ ତାଙ୍କ ସ୍ବାମୀ ସନ୍ତୋଷ ସ୍ୱାଇଁ ମି-ଛରେ ପ୍ରେମ ନାଟକ କରି ନନାଙ୍କୁ ଘରକୁ ଡାକିଲେ ଏବଂ ଥଣ୍ଡାରେ ନି-ଶା ମିଶେଇ ପିଇ ବାକୁଦେଲେ। ରାତି ଅଧିକ ହେବାରୁ ଭାଉଜ ଯେତେବେଳେ ଫୋନ୍ କଲେ ସେତେବେଳେ ଗୋଟେ ଲୋକ ଫୋନ୍ ଉଠେଇ କହିଲା ତମ ସ୍ଵାମୀ ଏଠି ମା-ଡ଼ ଖାଇ ବନ୍ଧା ହେଇଛି ଜଲଦି ଆସି ନେଇଯାଅ। ନ ହେଲେ ବାରିକ ଡ଼ାକି ଲ-ଣ୍ଡା କରିଦେବୁ।

ନନାଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ ସେ ଯେତେବେଳେ ପଚାରିଲେ ମୋ ସ୍ଵାମୀ କଣ କରିଛନ୍ତି ସେତେବେଳେ ଜଣେ ସ୍ତ୍ରୀ ଲୋକ କହିଲା ସେ ରେ-ପ୍ କରିଛନ୍ତି। ଯଦି ମୋ ସ୍ବାମୀ ରେ-ପ୍ କରିଛନ୍ତି ତେବେ ତାଙ୍କୁ ପୋଲି-ସ୍ ରେ ଦେବା କଥା ପୋ-ଲିସ୍ ରେ ନ ଦେଇ ସେମାନେ ଏମିତି ବନ୍ଧିକି କାହିଁ ବାଡେଇଛନ୍ତି। ସେ ଘରୁ ଗଲାବେଳେ ସୁନା ଚେନ୍ ପକେଇ ଥିଲେ କିନ୍ତୁ ଏବେ ନାହିଁ। ସେମାନେ ଜାଣି ଶୁଣି ମୋ ସ୍ବାମୀଙ୍କୁ ଫସେଇ ଛନ୍ତି। ସେଥିପାଇଁ ମୁଁ ଏବେ ନ୍ୟା-ୟ ଚାହୁଁଛି। ଯଦି ମତେ ନ୍ୟା-ୟ ନ ମିଳିବ ମୁଁ ଆତ୍ମହୂତି ଦେବି।

Leave a Reply

Your email address will not be published. Required fields are marked *