ଟ୍ରାପ କରି ଲୋକଙ୍କୁ ଠାରୁ ଲୁ-ଟି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା , ପୁଣି ସାମ୍ନାକୁ ଆସିଲେ ସ୍ଵାମୀ ସ୍ତ୍ରୀ

ସେମାନେ ଥିଲେ ବେଶ୍ ଚାଲାକ । ପ୍ରଥମେ ବନ୍ଧୁତା କରୁଥିଲେ ଆଉ ତାପରେ ହନିଟ୍ରାପ୍ ମାମ-ଲାରେ ଫ-ସାଇ ଦେଉଥିଲେ । ତେବେ ଏହି କାମ ଜଣେ ମହିଳା କରୁ ନଥିଲେ , ତାଙ୍କ ସହିତ ସାଥି ହୋଇ ରହିଥିଲେ ତାଙ୍କ ସ୍ବାମୀ ଆଉ କିଛି ସହଯୋଗୀ । ଏପରି ଏକ ଘଟ-ଣା ପୁଣି ଥରେ ଭୁବନେଶ୍ୱର ଅଞ୍ଚଳରୁ ସାମ୍ନାକୁ ଆସିଛି । ପୁଣି ଥରେ ହନିଟ୍ରାପ ମାମ-ଲାରେ ସ୍ଵାମୀ ସ୍ତ୍ରୀଙ୍କୁ ଗି-ରଫ କରିଛି ପୋ-ଲିସ । ଆଉ ତାପରେ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଗୁମର ।

ତେବେ ହଁ ଆଜ୍ଞା ଆମେ କହୁଛୁ , ଭୁବନେଶ୍ୱରରୁ ଧରା ପଡ଼ିଥିବା ସ୍ଵାମୀ ସ୍ତ୍ରୀଙ୍କ ବିଷୟରେ । ସୂଚନା ଅନୁସାରେ , ନାରଗଡା ଅଞ୍ଚଳର ନିଶିକାନ୍ତ ପାତ୍ର ଯାଜପୁର ଅଞ୍ଚଳର ଇରାନୀ ପାତ୍ରଙ୍କୁ ବିବାହ କରିଥିଲେ । ଦୁହେଁ ବିବାହ ପରେ ଏହି କାମ କରିବା ପାଇଁ ଯୋଜନା କରିଥିଲେ । ବଡ ବଡ଼ିଆ ଅର୍ଥାତ୍ ପଇସା ଥିବା ଲୋକଙ୍କୁ ନିଜ ଜା-ଲରେ ଫସାଉ ଥିଲେ । ପ୍ରଥମେ ବନ୍ଧୁତା କରୁଥିଲେ ଆଉ ତାଙ୍କ ସହିତ କଥାବାର୍ତ୍ତା ବଢ଼ାଇବା ପରେ ଘରକୁ ଡାକୁଥିଲେ ଆଉ ତାପରେ ନିଜର ଯୋଜନା ଅନୁସାରେ କାମ କରି ଚାଲିଥିଲେ ।

ଇରାନି ପାତ୍ର ଏବଂ ନିଶିକାନ୍ତ ପାତ୍ର ସିଟି ହୋମସ୍ ର ୬୧ ନମ୍ୱର ଜାଗାକୁ ନିଜ ବନ୍ଧୁଙ୍କୁ ଡାକୁଥିଲେ । ଆଉ ତାପରେ ବଡ ଧରଣର ଟଙ୍କା ମାଗିବା ଆରମ୍ଭ କରୁଥିଲେ । ଆଉ ଟଙ୍କା ନ ଦେଲେ , ତାଙ୍କୁ ପୋ-ଲିସ ମାମ-ଲାରେ ଫ-ସାଇ ଦେବା କଥା କହୁଥିଲେ । ଆଉ ଏହାର ଶି-କାର ହୋଇଥିଲେ ଜଣେ ଡାକ୍ତର । ଡାକ୍ତର ଜଣଙ୍କୁ ନିଜ ଘରକୁ ଡ଼ାକି ଥିଲେ ସେମାନେ ଆଉ ୨୫ ଲକ୍ଷ ଟଙ୍କା ମାଗିଥିଲେ । କିନ୍ତୁ ଡାକ୍ତର ଜଣକ ଦେବାକୁ ମନା କରିବାରୁ ପୋ-ଲିସ କେ-ସ ରେ ଫସା-ଇବା କଥା କହିଥିଲେ ।

ଯାହା ପରେ ଡାକ୍ତର ଜଣକ ନିଜ ଇଜ୍ଜ-ତକୁ ବଞ୍ଚାଇବା ପାଇଁ ୧୧ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ । ୨ ଲକ୍ଷ ଟଙ୍କା ଅନଲାଇନ୍ ଆଉ ୯ ଲକ୍ଷ ଚେକ୍ ମାଧ୍ୟମରେ ଦେଇଥିଲେ । ତେବେ ପରିସ୍ଥିତି ଏତେ ଅସମ୍ଭାଳ ହୋଇ ଯାଇଥିଲା କି , ଡାକ୍ତର ଜଣକ ବାଧ୍ୟ ହୋଇ ଥା-ନାରେ ଅଭି-ଯୋଗ ଦେଇଥିଲେ ଆଉ ପୋ-ଲିସ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ଗତକାଲି ଗି-ରଫ କରି ନେଇଛି । ତେବେ ଏ ବାବ-ଦରେ ଇରାନୀଙ୍କ ବାପା କହିଛନ୍ତି କି , ଏମିତି କାମ ତାଙ୍କ ଝିଅ କରି ନାହିଁ କି ଏ ବାବ-ଦରେ ସେ କିଛି ଜାଣି ନାହାଁନ୍ତି ।

Leave a Reply

Your email address will not be published. Required fields are marked *