ଯୁବକ ପାଲଟିଲେ ନର ରା-କ୍ଷସ , ରାତି ସାରା ମହିଳାଙ୍କୁ କଲେ ଦୁ-ଷ୍କର୍ମ

ଏ ସେହି ରାତିର ଛାତି ଥରା କାହାଣୀ , ଯେଉଁ ରାତିରେ ମହିଳା ଜଣକ ବଞ୍ଚିବା ପାଇଁ ଚେଷ୍ଟା କରୁଥିଲେ କିନ୍ତୁ ଯୁବକ ଜଣକ ତାଙ୍କୁ ମୁକୁଳିବା ପାଇଁ ଦେଇ ନଥିଲା । ନିଜ ଦେହର ଭୋକ ମେଣ୍ଟା-ଇବା ପାଇଁ କିଛି ବି କରିବାକୁ ରାଜି ଥିଲା ଯୁବକ ଜଣକ । ଭୁଲି ଯାଇଥିଲେ ସେତେବେଳେ ସବୁକିଛି । ଆଗରେ ସୁନ୍ଦରୀ ଝିଅକୁ ପାଇ ଝୁ-ଣି ଝୁ-ଣି ତାର ଦେହକୁ ଖାଇ ଯାଇଥିଲା । ଆଉ ସକାଳ ହେଲା ବେଳକୁ ସବୁକିଛି ସରି ଯାଇଥିଲା । ଏପରି ଘଟଣା ଆପଣଙ୍କୁ ଆଶ୍ଚର୍ୟ୍ଯ କରୁ ଥାଇପାରେ କିନ୍ତୁ କଥାଟି ପୁରାପୁରି ସତ ।

ସୂଚନା ଅନୁସାରେ , ପୁରୀ ଅସ୍ତରଙ୍ଗରୁ ଜଣେ ମହିଳାଙ୍କୁ ଚାକିରୀ ଆଶା ଦେଖାଇ ୨୦୨୦ ମସିହାରେ ଭୁବନେଶ୍ୱର ଆଣିଥିଲେ ଯୁବକ। ଆଉ କହିଥିଲେ ମୋ ସହିତ ଚାଲେ ସେଠାରେ ତୋର କିଛି ବି ଅସୁବିଧା ହେବ ନାହିଁ । ତୋତେ ମୁଁ ଆରାମରେ ସେଠାରେ ଗୋଟିଏ ଚାକିରୀ ଦେଇ ଦେବି , ଯାହା ଫଳରେ ତୁ କିଛି ରୋଜଗାର କରି ପାରିବୁ । ଆଉ ମହିଳା ଜଣକ ମଧ୍ୟ ତାଙ୍କ କଥା ମାନି ଖୁସି ଖୁସିରେ ତାଙ୍କ ସହିତ ଭୁବନେଶ୍ଵର ପଳାଇ ଆସିଥିଲେ । ପ୍ରଥମ ଦିନ ଅଫିସ ଯାଇଥିଲେ କିନ୍ତୁ ଯୁବକ ଜଣକ କହିଥିଲେ ଆଜି କେହି ନାହାନ୍ତି କାଲି ଆସିବା ।

ଆଉ ଏହାପରେ ତାଙ୍କୁ ନେଇ ଭୁବନେଶ୍ବର ସିବିଆଇ କଲୋନୀରେ ରଖିଥିଲେ । ଆଉ ରାତି ହେଲା ବେଳକୁ ତାଙ୍କ ଖରାପ ନଜର ପଡ଼ିଥିଲା ମହିଳାଙ୍କ ଉପରେ । ସେ ନିଜ ଦେହର ଭୋକକୁ ଆଉ ଅଟକାଇ ପାରି ନଥିଲେ । ଜୋର୍ ଜବରଦସ୍ତ କରି ତାଙ୍କୁ ଦୁ-ଷ୍କର୍ମ କରିଥିଲେ । ମହିଳା ଜଣକ ଯେତେ ଚି-ତ୍କାର କରିଥିଲେ ମଧ୍ୟ ସେ ଶୁଣି ନଥିଲେ । ଆଉ ପାଣି ମାଗିଲେ ମଧ୍ୟ ଦେଇ ନଥିଲେ । ଆଉ ସକାଳ ପାହିଲା ବେଳକୁ କହିଥିଲେ ମୁଁ ତୋତେ ବିବାହ କରିବି । ସେପରି ବି କରିଥିଲେ ଘର ଲୋକଙ୍କ ସହ କଥା ହୋଇ ତାଙ୍କୁ ବିବାହ ମଧ୍ୟ କରିଥିଲେ ।

କିନ୍ତୁ ମହିଳା ଜଣକ ଏବେ ଅଭି-ଯୋଗ କରିଛନ୍ତି କି , ସେ ବର୍ଷେ ପରେ ୩ ମାସର ଗର୍ଭ-ବତୀ ଥିବା ବେଳେ ସେହି ବ୍ୟକ୍ତି ଜଣକ ତାଙ୍କର ସବୁ ସୁନା ଗହଣା , ଏଟିଏମ୍ , ବିବାହ ପ୍ରମାଣପତ୍ର ସବୁ ନେଇ ପଳାଇ ଯାଇଛନ୍ତି । ଏବେ ସେ ଏକୁଟିଆ ନି-ରାଶ ହୋଇ ବୁଲୁଛନ୍ତି । ସେ କଣ କରିବେ ଜାଣି ପାରୁ ନାହାଁନ୍ତି । ବାସ୍ ନ୍ୟା-ୟ ପାଇବା ପାଇଁ ଥା-ନାକୁ ଧାଇଁ ବୁଲୁଛନ୍ତି । ସେ ଦାବି କରିଛନ୍ତି କି , ଯଥାଶୀଘ୍ର ବ୍ୟକ୍ତି ଜଣଙ୍କୁ ଖୋଜି ବାହାର କରାଯାଉ , ଯାହା ଫଳରେ ସେ ନ୍ୟା-ୟ ପାଇ ପାରିବେ ଆଉ ତାଙ୍କ ପିଲାକୁ ବାପାର ପରିଚୟ ମିଳି ପାରିବ । ତେବେ ଦେଖାଯାଉ ଆଗକୁ କଣ ହେଉଛି ।

Leave a Reply

Your email address will not be published. Required fields are marked *