ବ୍ରିଜ ତଳେ ପଡ଼ି ରହିଛି ଯୁବକଙ୍କ ସ୍କୁଟି ଏବଂ ଟିକିଏ ଦୂରରେ ପଡ଼ି ରହିଛି ତାଙ୍କର ମୃ-ତ ଦେହ ।

ବ୍ରିଜ ତଳେ ଯୁବକଙ୍କ ଜୋତା ଏବଂ ସ୍କୁଟି ପଡ଼ି ରହିଛି । ଆଉ କିଛି ଦୂରରେ ଯୁବକଙ୍କ ମୃ-ତ ଦେହ ପଡ଼ି ରହିଛି । ଆଉ ଏହି ଘଟ-ଣାକୁ ବ୍ରିଜ ଉପରେ ରହି ସମସ୍ତେ ଦେଖୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଯେ ମୃ-ତ ଦେହ ପଡ଼ିଥିବା ସ୍ଥାନ ଠାରୁ କିଛି ଦୂରରେ ଜୋତା ମ-ଦ ବୋତଲ ଏବଂ ପାଣି ବୋତଲ ମଧ୍ୟ ପଡ଼ି ରହିଛି ।

ଆଉ ଏପଟେ ପୋଲ ଉପରେ ଲୋକଙ୍କ ଭିଡ଼ ଜମି ରହିଛି । ସୂଚନା ଅନୁଯାୟୀ ଗତକାଲି ଯୁବକ ଜଣକ ସନ୍ଧ୍ୟା ସମୟରେ ଘରୁ ସ୍କୁଟି ଧରି ବାହାରି ଆସିଥିଲେ । କିନ୍ତୁ ସେ ଆଉ ଘରକୁ ଫେରି ନଥିଲେ । ଅନେକ ସମୟ ବିତିଯିବା ପରେ ପରିବାର ଲୋକେ ପୁଅକୁ ଖୋଜାଖୋଜି ଆରମ୍ଭ କରିଦେଲେ ।

ଆଜି ପୁଅର ପରିବାର ଲୋକେ ବ୍ରିଜ ତଳେ ପୁଅର ଜୋତା , ମ-ଦ ବୋତଲ ଏବଂ ପୁଅର ମୃ-ତ ଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ । ସୁବର୍ଣ୍ଣପୁର ଜିଲ୍ଲା ସୁମଳୟ ଥା-ନା ସଲେଇପଦ ଗାଁରେ ଯୁବକଙ୍କୁ ହ-ତ୍ୟା କରାଯାଇଥିବା କୁହାଯାଇଛି । ଏବେ ସୁଦ୍ଧା ମୃ-ତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସୁବଳୟ ଧୀବର ଥା-ନାର ପୋ-ଲିସ ଅଧିକାରୀ ଏହି କେଶରେ ତ-ଦନ୍ତ ଜାରି କରିଛନ୍ତି । ସୂଚନା ଅନୁଯାୟୀ ଯୁବକ ଜଣକ ସୁବଳୟ ଥା-ନାର ଧୀବର ପଡ଼ାରେ ଡମ୍ବରୁଧର ଅଧିକାରୀ । ଘ-ଟଣା ସ୍ଥଳରେ ସୁବଳୟ ଥା-ନା ଅଧିକାରୀ ଘଟ-ଣାସ୍ଥଳରେ ପହଞ୍ଚି ମାମ-ଲାର ତ-ଦନ୍ତ ଜାରି ରଖିଥିଲେ ।

ପରିବାର ଲୋକଙ୍କ କହିବା ଅନୁଯାୟୀ ଦମରୁଧର ଗତକାଲି ଘରୁ ସ୍କୁଟି ନେଇ ବାହାରି ଯାଇଥିଲେ । ସେ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କଲେ ଏବଂ ଶେଷରେ ଥା-ନାରେ ମଧ୍ୟ ଅଭି-ଯୋଗ ଦେଇଥିଲେ । ଏପଟେ ସକାଳୁ ସଲେଇ ପଦର ଗାଁ ନିକଟରେ ଥିବା ଏକ ପୋଲ ତଳେ ଯୁବକଙ୍କ ମୃ-ତ ଦେହ ପଡ଼ିଥିବାର ଦେଖା ଯାଇଥିଲା ।

ଯାହାକୁ ପ୍ରଥମେ କିଛି ଲୋକ ଦେଖିବା ପରେ ପୋଲି-ସରେ ଖବର ଦେଇଥିଲେ । ପୋ-ଲିସ ଘଟ-ଣାସ୍ଥଳରେ ପହଞ୍ଚି ବର୍ତ୍ତମାନ ତ-ଦନ୍ତ ଆରମ୍ଭ କରିଛି । ଆଉ ଏପଟେ ଯୁକବଙ୍କର ମୃ-ତ୍ୟୁ ଏଭଳି ହୋଇଛି ଯେ ତାହାର କାରଣ ଏବେ ସୁଦ୍ଧା ଜଣା ପଡ଼ିନାହିଁ ଏବଂ ବହୁତ ଜଲଦି ତାହା ଜଣା ପଡ଼ିବ ବୋଲି ଥା-ନା ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *