ଭାଇ ଚାଲିଗଲା ଯାତ୍ରା ସରିଗଲା । କା-ନ୍ଦି କା-ନ୍ଦି ଲାଇଭ ଆସି ଏମିତି କିଛି କହିଲେ ଯାତ୍ରା କଳାକାର ରାଣୀ ପ୍ରିୟଦର୍ଶୀନି ।

କାଲିର ଦୁର୍ଘଟଣା ପରେ ଆଜି ସାମ୍ନାକୁ ଆସିଲେ ରାଣୀ ପ୍ରିୟଦର୍ଶୀନି । କା-ନ୍ଦି କା-ନ୍ଦି ସେ ନିଜ ହୃଦୟର କଥା କହିଛନ୍ତି । ରାଣୀ କା-ନ୍ଦି କା-ନ୍ଦି କହିଛନ୍ତି ଯେ ଭାଇ ଚାଲିଗଲା ଯାତ୍ରା ସରିଗଲା । ସେହି ଟ୍ରକରେ ଯେମିତି ଭାଇ ମାନଙ୍କର ଶେଷ ଯାତ୍ରା ଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ , ସେମାନେ ମଞ୍ଚ ବାନ୍ଧିଲେ ଆମେ ଅଭିନୟ କରିବୁ । ସେମାନଙ୍କ ଲାଇଟ ଏବଂ ଆରେଞ୍ଜମେଣ୍ଟ ଦ୍ୱାରା ହିଁ ପୁରା ଯାତ୍ରା ଆହୁରି ସୁନ୍ଦର ଲାଗେ । ରାଣୀ ଏକ ଲାଇଭ ଭିଡ଼ିଓକୁ ଆସି କା-ନ୍ଦି କା-ନ୍ଦି ନିଜର ମନର କଥାକୁ ବଖାଣିଛନ୍ତି । କା-ନ୍ଦି କା-ନ୍ଦି ମୃ-ତ ହୋଇଥିବା ଭାଇଙ୍କ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଛନ୍ତି ।

ଏପଟେ ସେମାନଙ୍କ ପରିବାର ଲୋକଙ୍କ ପରିସ୍ଥିତି ଭାବି ସେ କହିଛନ୍ତି ଯେ ସେମାନଙ୍କ ପରିବାର ଲୋକଙ୍କୁ ଏଭଳି ଏକ ଦୁଃ-ଖ କଷ୍ଟ ସମୟକୁ ସାମ୍ନା କରିବାର ଭଗବାନ ସାହସ ଦିଅନ୍ତୁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ସେହି ଟେକ୍ନିସିଆନ ମାନଙ୍କ ପରିଶ୍ରମ ପାଇଁ ହିଁ ସେମାନେ ଆଜି ସଫଳ ଏବଂ କହିବାକୁ ଗଲେ ରୋଜଗାର ପନ୍ଥା ରହିଛି ।

କାନ୍ଦି କାନ୍ଦି ଖୁବ ଉଦବେଗରେ କହିଛନ୍ତି ଯେ ଭାଇ ମାନେ ମଞ୍ଚ ସଜାଇଲେ ଯାଇ କଳାକାର ମାନେ ଅଭିନେୟ ପ୍ରଦର୍ଶନ କରନ୍ତି । ସେହିସବୁ କାମ ହେଉଛି ଯାତ୍ରାର ବୁନିଆଦି । କିନ୍ତୁ ତଥାପି ସେମାନେ ଆଜି ଦୁଃ-ଖରେ ଅଛନ୍ତି ।ରାଣୀ ଆହୁରି ମଧ୍ୟ କହିଛନ୍ତି ଯେ ଭାଇ ମାନେ ଲାଇଟ ସଯାଇଲେ ଯାତ୍ରା ପ୍ରୋଗ୍ରାମ ଖୁବ ସୁନ୍ଦର ଲାଗିଥାଏ ଖୁବ ଭଲ ଦେଖା ଯାଇଥାଏ । ତେଣୁ ସେ ନିଜ ସାମ୍ୟର୍ଥ ଅନୁଯାୟୀ ସେହି ପରିବାର ମାନଙ୍କୁ ସାହାଯ୍ୟ କରିବେ ବୋଲି କଥା ଦେଇଛନ୍ତି ।

କାରଣ ଏଭଳି ଏକ ମର୍ମ-ନ୍ତୁଦ ଘଟ-ଣାରେ କାହାର ବାପା , କାହାର ସ୍ତ୍ରୀ , କାହାର ଭାଇ ଏବଂ କାହାର ପୁଅ ଚାଲି ଯାଇଛି । ବଞ୍ଚିଥିବା ସମୟରେ ଏଭଳି ଘ-ଟଣା ସବୁଠାରୁ ଅଧିକ ଦୁଃ-ଖ ଦେଇଥାଏ , ଯେତେବେଳେ ନିଜର ଲୋକ ସବୁଦିନ ପାଇଁ ଏ ଦୁନିଆ ଛାଡ଼ି ଚାଲିଯାଏ । ସେମାନଙ୍କ ପାଇଁ ତାଙ୍କର ପରିବାର ଚାଲୁଥିଲା । ତେଣୁ ସେ ସେମାନଙ୍କ ପରିବାରକୁ ଭେଟି ସାହାଯ୍ୟ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *