ବଡ଼ ଭାଇକୁ ଲଙ୍ଗଳ ମୁନରେ ଘୋଷାରି ହ-ତ୍ୟା କଲା ସାନ ଭାଇ । କାରଣ ଥିଲା କିଛି ଏଭଳି ଭ-ୟଙ୍କର ।

ପରିବାରରେ ସମ୍ପତ୍ତି ବି-ବାଦ ଭାଇ ଭାଇ ମଧ୍ୟରେ ଲାଗିବା ଭଳି ଘ-ଟଣା ପ୍ରାୟ ଶୁଣିବାକୁ ମିଳିଥାଏ । ଆଉ ଏଥିପାଇଁ ଭାଇ ଭାଇ ମଧ୍ୟରେ ଏତେ ଝ-ଗଡ଼ା ବଢ଼ିଯାଏ ଯେ କଥା ହତ୍ୟା ପର୍ଯ୍ୟନ୍ତ ବି ଚାଲିଯାଏ । ଯାହା ଅତ୍ୟନ୍ତ ଭ-ୟଙ୍କର ହୋଇଥାଏ । କାରଣ ଛୋଟ ବେଳେ ଯେଉଁ ଭାଇ ସହିତ ହସି ଖେଳି ବଡ଼ ହୋଇଥାଏ ସେହି ଭାଇକୁ ସାମାନ୍ୟ ଟଙ୍କା ଏବଂ ଜମି ପାଇଁ ହତ୍ୟା କରିବା ନିଶ୍ଚିତ ଭାବରେ କୌଣସି ଛୋଟ ଘ-ଟଣା ନୁହେଁ । ଆଉ ସୋସିଆଲ ମିଡିଆରେ ଏଭଳି ଘ-ଟଣା ସାମ୍ନାକୁ ଆସିବା ଆଜିକାଲି ସାଧାରଣ ହୋଇ ଗଲାଣି । ଆଉ ବର୍ତ୍ତମାନ ସମୟରେ ଏଭଳି ଘଟ-ଣା ସାମ୍ନାକୁ ଆସିଛି ଯେଉଁଠି ଜଣେ ସାନ ଭାଇ ନିଜ ବଡ଼ ଭାଇକୁ ହ-ତ୍ୟା କରିଛି ।

ସୂଚନା ଅନୁଯାୟୀ ଏଭଳି ଏକ ଘଟ-ଣା ରାଜସ୍ଥାନ ଭରତପୁରରେ ଘଟିଯାଇଛି । ସୂଚନା ଅନୁଯାୟୀ ଭରତପୁରର ଜଣେ ଭାଇ ନିଜ ଭାଇକୁ ଲଙ୍ଗଳ ମୁନରେ ବୁଲାଇ ଦେଇଛି । ସାନ ଭାଇର ନାମ ହେଉଛି ଦାମୋଦର ସିଂହ । ବଡ଼ ଭାଇ ଅତର ସିଂହ । ତେବେ ସାନ ଭାଇ ଯେତେବେଳେ ବିଲରେ ଟ୍ରାକ୍ଟର ସାହାଯ୍ୟରେ ହଳ କରୁଥିଲା । ସେତେବେଳେ ହଳ ମୁନରେ ଆସି ଯାଇଥିଲା ବଡ଼ ଭାଇ । ଆଉ ବଡ଼ ଭାଇକୁ ହଳ ମୁନରେ ଥରେ ନୁହେଁ କି ଦୁଇଥର ନୁହେଁ ପୁରା ଆଠ ଥର ବୁଲାଇ ଦେଇଛି ସାନ ଭାଇ । ଯେଉଁଠି ବଡ଼ ଭାଇର ଜୀବନ ଚାଲି ଯାଇଛି ।

ତେବେ ଏହି ମାମ-ଲା ଘଟିବା ପରେ ବଡ଼ ଭାଇର ଶରୀର ଯେମିତି ମାଟିରେ ମିଶି ଯାଇଛି । ଆଉ ଘ-ଟଣା ଅନୁଯାୟୀ ପୋ-ଲିସ ସାନ ଭାଇ ଦାମୋଦରକୁ ଗି-ରଫ କରିଛି । ତେବେ ଯେତେବେଳେ ଦାମୋଦରକୁ ଏ ସମ୍ବ-ନ୍ଧରେ ପଚରା ଯାଇଥିଲା ସେତେବେଳେ ସେ କହିଥିଲା ଯେ ,ବିଲରେ ହଳ କରିବା ସମୟରେ ଗାଁରେ ଲୋକେ ଝ-ଗଡ଼ା ଲାଗିଥିଲେ । ଆଉ ସେହି ସମୟରେ ଯେତେବେଳେ ଏକାଧିକ ଲୋକ ତାଙ୍କ ବିଲ ପାଖକୁ ଦୌଡ଼ି ଆସିଥିଲେ ସେତେବେଳେ ଦାମୋଦର କିଛି ନବୁଝିପାରି ଭ-ୟରେ ଗାଡ଼ି ଷ୍ଟାର୍ଟ କରି କିଛି ଦୂର ଚାଲି ଯାଇଥିଲେ ।

ଆଉ ଏହି ସମୟରେ ଭୁଲ ବଶତଃ ବଡ଼ ଭାଇ ଟ୍ରାକ୍ଟର ଚକ ତଳେ ଚାପି ହୋଇ ଯାଇଥିବା କହିଛି ସାନ ଭାଇ । କିନ୍ତୁ ଗାଁ ଲୋକଙ୍କ କହିବା ଅନୁଯାୟୀ ଦାମୋଦର ଜାଣିଶୁଣି ନିଜ ବଡ଼ ଭାଇର ହ-ତ୍ୟା କରିଥିବା କହିଛନ୍ତି । କାରଣ ଉଭୟଙ୍କ ମଧ୍ୟରେ ପ୍ରାୟତଃ ଜମି ଜମା ବି-ବାଦ ଲାଗି ରହୁଥିଲା । ତେବେ ବର୍ତ୍ତମାନ ପୋ-ଲିସ ମାମ-ଲାର ତ-ଦନ୍ତ କରିବା ସହିତ ଅଭି-ଯୁକ୍ତ ଦାମୋଦରକୁ କୋର୍ଟ ଚା-ଲାଣ କରିଛି ।

Leave a Reply

Your email address will not be published. Required fields are marked *