ମନୋଜ ମିଶ୍ରଙ୍କ ଅସଲ ମୁଖା ଖୋଲି ଦେଲେ ଅଭିନେତ୍ରୀ ରୁପଶ୍ରୀ , କହିଲେ କାଷ୍ଟିଂ କାଉଚ୍ ପଛରେ ରହିଛି ତାଙ୍କର ବଡ ହାତ

ବର୍ତ୍ତମାନ ସମୟରେ ଓଲିଉଡ଼ ଇଣ୍ଡଷ୍ଟ୍ରି ଗରମ ହୋଇ ଯାଇଛି । କାହିଁକି ନା ଚାରିଆଡ଼େ ଚର୍ଚ୍ଚା ଅଭିନେତା ମନୋଜ ମିଶ୍ରଙ୍କୁ ନେଇ । ଦୁଇ ବର୍ଷ ପାଇଁ ତାଙ୍କୁ ଓଲିଉଡ଼ ଇଣ୍ଡଷ୍ଟ୍ରିରୁ ବ୍ୟା-ନ କରି ଦିଆଯାଇଛି । ଏକ ବିବା-ଦୀୟ ବୟା-ନକୁ ନେଇ ବର୍ତ୍ତମାନ ଅନୁଭବ ମହାନ୍ତି , ଅରିନ୍ଦମ ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ଝ-ଗଡା ଚାଲିଛି । ବାସ୍ତବରେ ଅରିନ୍ଦମଙ୍କ ପ୍ରଯୋଜିତ “ରାମ୍” ଚଳଚିତ୍ରକୁ ସମ୍ବଲପୁରରେ ରିଲିଜ୍ ହେବାକୁ ଦିଆ ଯାଇନଥିଲା । ଯାହା ଫଳରେ ଏହି ବ୍ୟା-ନ ପଛରେ ମନୋଜ ମିଶ୍ରଙ୍କ ହାତ ରହିଥିଲା ବୋଲି କୁହା ଯାଇଥିଲା

ଯାହା ପରେ ବର୍ତ୍ତମାନ ସମୟରେ କଳି ତେଜି ଉଠିଛି । ଆଉ ଜଣକ ପରେ ଜଣେ କଳାକାର ମୁଁହ ଖୋଲିଛନ୍ତି । ତେବେ ପ୍ରାୟତଃ ଦେଖିବାକୁ ଗଲେ ଅଧିକାଂଶ ଲୋକ ମନୋଜ ମିଶ୍ରଙ୍କ ସପକ୍ଷରେ ରହିଛନ୍ତି ।କିନ୍ତୁ ଏହାରି ମଧ୍ୟରେ ଜଣେ ଅଭିନେତ୍ରୀ ମନୋଜ ମିଶ୍ରଙ୍କ ବିପକ୍ଷରେ କହିଛନ୍ତି । ତାଙ୍କ କହିବା ଅନୁଯାୟୀ , ମନୋଜ ମିଶ୍ର ଜଣେ ଏପରି ବ୍ୟକ୍ତି ଯିଏ କେବଳ ଭଦ୍ର ମୁଖା ପିନ୍ଧିଛନ୍ତି । ତାଙ୍କ ଅସଲ ଚେହେରା କଣ ତାହା ମୋତେ ଜଣା । କାହିଁକି ନା ସେ କେବଳ ଭଦ୍ର ମୁଖା ପିନ୍ଧିଛନ୍ତି ।

କିନ୍ତୁ କେହି ଜାଣି ନଥିବେ ଯେ , କାଷ୍ଟିଙ୍ଗ କାଉଚ୍ ର ବାପା ହେଉଛନ୍ତି ମନୋଜ ମିଶ୍ର । ଆଉ ଏହାର ଶି-କାର ଅଭିନେତ୍ରୀ ରୂପଶ୍ରୀ ହୋଇଛନ୍ତି । ଗୋଟିଏ ଫିଲ୍ମ ଦେବା ପାଇଁ ସେ ତାଙ୍କୁ ଏକ ଫ୍ଲାଟ୍ କୁ ଡାକିଥିଲେ । କିନ୍ତୁ ଏହାକୁ ସେ ମନା କରି ଦେଇଥିଲେ । ଆଉ ଫିଲ୍ମ କରି ନଥିଲେ । ଅନ୍ୟ ପକ୍ଷରେ ଏତେ ଦିନ ହେଲା ସେ ମୁଁହ ନ ଖୋଲିବାର ଏକ କାରଣ ହେଉଛି ତାଙ୍କୁ କେହି ସପୋର୍ଟ କରିବେ ନାହିଁ । ଆଉ ଏବେ ବି ତାଙ୍କୁ କେହି ସପୋର୍ଟ କରିବେ ନାହିଁ କିନ୍ତୁ ଏବେ ଖାଲି ଲୋକଙ୍କ ଆଗରେ ପ୍ରକୃତ ଚେହେରା ଆଣିବା ତାଙ୍କର ଉଦ୍ଦେଶ୍ୟ ।

ଆଉ ଏବେ ବି ଲୋକ ତାଙ୍କୁ ଖରାପ କହିବେ କିନ୍ତୁ ସେ ସବୁବେଳେ ସତ୍ୟର ସାଥ ଦେଇଛନ୍ତି ଆଉ ଆଜି ବି ଦେବେ । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ଆଜି ବି ଗୋଟିଏ ପ୍ରେସମିଟ କରି ତାଙ୍କୁ ଡାକନ୍ତୁ ସେ ସବୁ ସତ ଖୋଲି କହିଦେବେ । କାହିଁକି ନା ତାଙ୍କ ପାଖରେ ସବୁ ପ୍ରମାଣ ରହିଛି । ତେବେ ଏହା ଛଡା ଆଉ ଗୋଟିଏ କଥା ସେ କହିଛନ୍ତି କି , ଫିଲ୍ମ ଇଣ୍ଡଷ୍ଟ୍ରିରୁ ମନୋଜ ମିଶ୍ରଙ୍କୁ ବ୍ୟା-ନ କରିବା ଠିକ୍ କଥା ନୁହେଁ । କାହିଁକି ନା ସେ ଜଣେ ଭଲ କଳାକାର । ତେଣୁ ଏପରି ଆଦୌ କରିବା କଥା ନୁହେଁ ।

Leave a Reply

Your email address will not be published. Required fields are marked *