ବୁଢ଼ା କରିଦେଲା ଯୁବତୀଙ୍କୁ ପ୍ରେଗ-ନେଣ୍ଟ ।

ଦୁନିଆ ଏତେ କଳୁଷିତ ଆଡ଼କୁ ଗତି କଲାଣି ଯାହା ଆପଣ କେବେ ଚିନ୍ତା ମଧ୍ୟ କରି ପାରିବେ ନାହିଁ । ଜଣେ ନାବାଳିକାକୁ ଗର୍ଭ-ବତୀ କରିଦେଇଛନ୍ତି ଜଣେ ବୁଢ଼ା । ଯେଉଁ ନାବାଳିକାର ନିଜର ଚପଳତା ଯାଇନି ସେ ଏବେ ଛ ମାସର ଗର୍ଭ-ବତୀ । ଯିଏ ଦୁନିଆର ମାନେ କଣ ଜାଣିନି ଜୀବନ କଣ ବୁଝିନି ସେ ଏବେ ମା ହେବାକୁ ଯାଉଛି । ଆଉ ତା ମା ହେବା ପଛରେ କୁଆଡେ ବୟସର ଅପରାହ୍ନରେ ପହଞ୍ଚିଥିବା ଜଣେ ବୃଦ୍ଧା ଅଛି । ଯାହାର ବୟସ ୬୫ ବର୍ଷ ।

ଆଉ ଦିନ କେଇଟା ପରେ ବୃଦ୍ଧା ଆର ପାରିକୁ ଚାଲି ନ ଯିବ ସେ କଥା କିଏ କହିବ । ହେଲେ କଣ କରିବ ଏହି କୁନି ଝିଅ । କିପରି ଜୀବନ ବଞ୍ଚାଇବ ଏହି କୁନି ଝିଅ । ପୁଣି କୋଳରେ ଏକ ସନ୍ତାନଙ୍କୁ ଧରି । ମଣିଷ ଏତେ ତଳକୁ ଖସିଯାଇ ପାରେ ମଣିଷ ନିଜ ଦେହର ଭୋକ ମେଣ୍ଟା-ଇବା ପାଇଁ ସାନ ବଡ କିଛି ମାନେ ନାହିଁ । ଯାହାର ଉଦାହରଣ ହେଉଛି ଏହି ୬୫ ବର୍ଷୀୟ ବୁଢ଼ା । ପୀ-ଡ଼ିତା ନାବାଳିକାଙ୍କୁ ଏବେ ନ୍ୟା-ୟ ଦେବ କେବଳ ପୋ-ଲିସ । ନ୍ୟା-ୟ ସିନା ମିଳିଯିବ ହେଲେ ଜୀବନ ଆଉ ଭବିଷ୍ୟତ କଣ ହେବ ନାବାଳିକାର ।

ଯେଉଁ ବୟସରେ କାନ୍ଧରେ ବହି ବସ୍ତାନି ପକାଇ ନାବାଳିକା ସ୍କୁଲ କଲେଜ ଯାଇଥାନ୍ତା ଏବେ କଣ ସେଇ କାନ୍ଧରେ କୁନି ସନ୍ତାନଙ୍କୁ ଧରି ଖେଳାଇବ । ନିଜେ ଖେଳିବାର ବୟସ ଯାଇନି । ତା ସହ କଣ ହୋଇଛି ସେ ନିଜେ ବି ଭଲ ଭାବରେ ବୁଝିନୀ କିପରି ସମ୍ଭାଳିବ ଆଉ ଗୋଟେ କୁନି ସନ୍ତାନକୁ । ଜଣେ ନାବାଳିକା କୋଳକୁ ଆସିବ ଆଉ ଗୋଟେ ନବଜାତ ଶିଶୁ । ଛି ଜେଜେ ବୟସର ଲୋକେ ଏମିତି କେମିତି ନାବାଳିକା ସହିତ କରି ପାରିଲେ ।

ବୃଦ୍ଧା ବୟସରେ ଅଣ୍ଟା ସଳଖି ଛିଡା ହେବାକୁ ହୁଏତ ବଳ ନଥାଇ ପାରେ ଏହି ବୃଦ୍ଧା ପାଖରେ ହେଲେ ସେହି ବୃଦ୍ଧା ହିଁ କୁଆଡେ ନାବାଳିକାକୁ ଗର୍ଭ-ବତୀ କରାଇ ନାବାଳିକା ପେଟରେ ତାର ଛୁଆ ବଢୁଛି । ମାସେ କି ଦୁଇ ମାସର ଛୁଆ ନୁହେଁ ଛ ମାସର ଛୁଆ । ଆଉ ମାସ କେଇଟା ପରେ ସେ ଦୁନିଆକୁ ଆସିବ କୁଆଁ କୁଆଁ ଡାକି ପଚାରିବ ମା ତୁ ନିଜେ ତ ଗୋଟେ ଛୁଆ ତୋ କୈଶ୍ୱୋରି ଯାଇନି ତୁ କେମିତି ମା ହେଳୁ । ମୋ ବାପା କିଏ ସେତେବେଳେ ଏହି ନାବାଳିକା ଜଣଙ୍କ କୁନି ଛୁଆକୁ କି ଉତ୍ତର ଦେବ । ତୋ ବାପା ଜଣେ ୬୫ ବର୍ଷୀୟ ବୃଦ୍ଧ ବୋଲି କହିବ କି ।

ବନ୍ଧୁଗଣ ଏମିତି ଘ-ଟଣା ଘଟିଛି ସୁକିନ୍ଦା ଅଞ୍ଚଳରେ । ନାବାଳିକା ଜଣଙ୍କ ଭ-ୟଭୀ-ତ ଅବସ୍ଥାରେ ଥରି ଥରି କହୁଛନ୍ତି ସେ ବୁଢ଼ା ମୋ ସହିତ ଜୋର ଜବ-ରଦସ୍ତି କଲା । ଆଉ ନିଜ ଇଚ୍ଛା ଅନୁସାରେ ମୋ ସହିତ ଶାରୀ-ରିକ ସମ୍ପ-ର୍କ ରଖି ମତେ ଗର୍ଭ-ବତୀ କରାଇ ଦେଲା । ତେବେ ପୀଡ଼ି-ତାଙ୍କ ପରିବାରରେ ବାପା ଭାଇ ସମସ୍ତେ ଅଛନ୍ତି ହେଲେ ପୀଡ଼ି-ତାଙ୍କ ମା ନାହାଁନ୍ତି ।

ତେବେ ପୀଡ଼ି-ତାଙ୍କ ବାପା ଆଉ ଭାଇ ଦୁହେଁ ସବୁଦିନ ସକାଳୁ କାମ କରିବାକୁ ଯାଆନ୍ତି ଆଉ ସନ୍ଧ୍ୟା ହେଲେ ଘରକୁ ଫେରନ୍ତି ଏହାର ସୁଯୋଗ ନେଇ ବୁଢ଼ା ସବୁଦିନ ପୀଡ଼ି-ତାଙ୍କ ଘରକୁ ଯିବା ଆସିବା କରେ । ଆଉ ବାପା ଭାଇ ଘରେ ରହୁନଥିବାରୁ ବୃଦ୍ଧା ଜଣଙ୍କ ଝିଅଟିକୁ ବାରମ୍ବାର ଦୁ-ଷ୍କର୍ମ କରିଛନ୍ତି । ତା ସହିତ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖିଛନ୍ତି । ସେ ବୃଦ୍ଧା ଜଣଙ୍କ ଏତେ ଅଭ-ଦ୍ର ଯେ ନା ସେ ଝିଅର ବୟସ ଦେଖିଲେ ନା ହିଁ ନିଜ ବୟସ ।

ଯେତେବେଳେ ସୁଯୋଗ ପାଇଲେ ସେତେବେଳେ ଘରକୁ ଆସି ଝିଅ ସହ ଶାରୀ-ରିକ ସମ୍ପ-ର୍କ ରଖିଲେ । ଆଉ ଏହାରି ଭିତରେ ଝିଅଟି ଏବେ ଛ ମାସର ଗର୍ଭ-ବତୀ ହୋଇପଡ଼ିଥିବା ବେଳେ । ଏବେ ନ୍ୟା-ୟ ପାଇଁ ନାବା-ଳିକା ଜଣଙ୍କ ହୋଇଛନ୍ତି ଥା-ନାର ଦ୍ୱାରସ୍ଥ । ତେବେ ଦେଖିବାକୁ ବାକି ରହିଲା ପୋ-ଲିସ ଉକ୍ତ ନାବାଳିକାଙ୍କୁ କେଉଁ ପ୍ରକାର ନ୍ୟା-ୟ କେବେ ପ୍ରଦାନ କରୁଛନ୍ତି । ଆଉ ଅମଣିଷ ବୃଦ୍ଧା ଜଣଙ୍କୁ କେଉଁ ଦ-ଣ୍ଡ ପୋ-ଲିସ ଦେଉଛି ।

Leave a Reply

Your email address will not be published. Required fields are marked *