ସାମ୍ନାକୁ ଆସିଲା ଗୋଟି ଗୋଟି ସତ , ମାଓବାଦୀ ମାନେ ଜୋର୍ ଜବ-ରଦସ୍ତ କରି ରଖୁଛନ୍ତି ଶାରୀ-ରିକ ସ-ମ୍ପର୍କ

ମାଓବାଦୀ ମାନଙ୍କୁ ସମସ୍ତେ ଭ-ୟ କରନ୍ତି ତେଣୁ ସମସ୍ତେ ତାଙ୍କ ଠାରୁ ଦୂରେଇ ରହିବା ପାଇଁ ପସନ୍ଦ କରିଥାନ୍ତି । ଥରେ ତାଙ୍କ ହାବୁଡ଼ରେ ପଡ଼ିବା ପରେ ଆଉ ତାଙ୍କ ପାଖରୁ ମୁକୁଳିବା ଭାରି କଷ୍ଟକର ହୋଇପଡେ । ତେଣୁ ସମସ୍ତେ ତାଙ୍କ ସହିତ ପଙ୍ଗା ନେବା କଥା କେବେ ବି ଭାବି ନଥାନ୍ତି । ତେବେ ଏପରି ପରିସ୍ଥିତିରେ କିଛି ମାଓବାଦୀ ମାନଙ୍କ କଥା ଆମେ ଆଜି କହିବୁ , ଆଉ ସେମାନଙ୍କ କ-ଳା କାରନାମା ବିଷୟରେ ମଧ୍ୟ ଆମେ ଆଜି ଆପଣ ମାନଙ୍କ ଆଗରେ କହିବାକୁ ଯାଉଛୁ ।

ତେବେ ସୂଚନା ଅନୁଯାୟୀ , ନବରଙ୍ଗପୁର ମାଓ ଉପାନ୍ତରୁ ଏପରି କିଛି କଥା ଗଣମାଧ୍ୟମ ସାମ୍ନାକୁ ଆସିଛି । ତେବେ ସୂଚନା ଅନୁଯାୟୀ , ଗତକାଲି ମାଓବାଦୀ ଆଉ ପୋ-ଲିସ ମାନଙ୍କ ମଧ୍ୟରେ ଏକ ଘମା ଘଟ ଗୁ-ଳି ବିନିମୟ ହୋଇଥିଲା । ଆଉ ପୋ-ଲିସ ଆରମ୍ଭ କରିଥିଲା ଅପରେସନ ମାଓବାଦୀ । ଆଉ ତାପରେ ପୋ-ଲିସ କିଛି ମାଓବାଦୀ ମାନଙ୍କୁ ଗି-ରଫ କରିବା ପାଇଁ ମଧ୍ୟ ସଫଳ ହୋଇଥିଲା । ତେବେ ୮ ରୁ ୧୦ ଜଣଙ୍କୁ ଗି-ରଫ କରିଥିବା ବେଳେ ୫ ଜଣ ମାଓବାଦୀ ଖସି ପଳାଇ ଯାଇଥିଲେ । ସେମାନଙ୍କୁ ଧରିବା ମଧ୍ୟ ସମ୍ଭବ ହୋଇ ପାରି ନଥିଲା ।

ତେବେ ଏହାପରେ ପୋ-ଲିସ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲା । ଆଉ ସେଠାରୁ ଯାହା ପାଇଥିଲା ତାହା ବିଷୟରେ କହିବା ଲ-ଜ୍ଜା ଜ-ନକ ହେବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ମାଓବାଦୀ ମାନଙ୍କ କ୍ୟାମ୍ପରୁ କିଛି ଆପ-ତ୍ତିଜନକ ସାମଗ୍ରୀ ଉ-ଦ୍ଧାର କରା ଯାଇଥିଲା । ଯେଉଁଥିରେ ପୋ-ଲିସ ଅନୁମାନ କରିଛି କି , ମାଓବାଦୀ ମାନେ ଜୋ-ର୍ ଜବ-ରଦସ୍ତ କରି ଝିଅ ମାନଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖୁଥିଲେ ଆଉ ସେମାନଙ୍କୁ ଛାଡି ଦେଇ ଆସୁଥିଲେ । ତେବେ ଏହି କଥା କେତେ ଦୂର ପର୍ଯ୍ୟନ୍ତ ସତ ତାହା କାହାକୁ ବି ଜଣା ନାହିଁ । ତେବେ ପୋ-ଲିସ ବର୍ତ୍ତମାନ ଏହାର ତ-ଦନ୍ତ କରିବାରେ ଲାଗିଛି ।

ଅନ୍ୟ ପକ୍ଷରେ ମାଓବାଦୀ ମାନେ ଏ ସମ୍ବଧରେ ନିଜ ମୁଁହ ଖୋଲି ନାହାନ୍ତି । ସେମାନେ କେତେ ଦୂର ସତ କହିବେ ସେ କଥା ମଧ୍ୟ ଜଣା ନାହିଁ । ତେବେ ମାଓ ଅପରେସନ ସମୟରେ ହାଜର ଥିବା ପୋ-ଲିସ ଅଫିସର କହିଚନ୍ତି ଯେ , ସବୁକିଛି ଦେଖି ଗୋଟିଏ କଥା ଅନୁମାନ କରା ଯାଇପାରେ କି , ମାଓବାଦୀ ମାନେ ଝିଅ ମାନଙ୍କୁ ଉଠାଇ ନେଇ ଯାଇଥିଲେ ଆଉ ସେମାନଙ୍କ ସହିତ ବାଧ୍ୟତାମୂଳକ ଭାବରେ ଶାରୀ-ରିକ ସ-ମ୍ପର୍କ ରଖିବା ସହିତ ସେମାନଙ୍କୁ ନିର୍ଯା-ତନା ମଧ୍ୟ ଦେଉଥିଲେ । ତେବେ ଏ ବାବ-ଦରେ ଆଉ ଅଧିକ କିଛି କଥା ଜଣା ପଡ଼ି ନାହିଁ । ଆଗକୁ ସବୁକିଛି ଗୋଟି ଗୋଟି କରି ଜଣା ପଡ଼ିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *