ବାହାଘରକୁ ବିତିନି ତିନିମାସ, ଦୁର୍ଘ-ଟଣାରେ ଚାଲିଗଲା ସ୍ବାମୀଙ୍କ ଜୀବନ।

ଗୋଟେ ଝିଅ ବାହା ହେଇ ଶାଶୂ ଘର ଯିବା ବେଳେ କେତେ ସ୍ବପ୍ନ ଦେଖିଥାଏ। ନିଜ ବାପାମାଆଙ୍କୁ ପର କରି ଆଉ ଜଣଙ୍କ ଘରକୁ ନିଜର କରିବାକୁ ଯାଏ। ସେ ସବୁବେଳେ ଚାହେଁ ସେ ସାତ ଜନ୍ମ ପାଇଁ ତା ସ୍ବାମୀ ପାଖରେ ସବୁବେଳେ ଥାଉ। କିନ୍ତୁ ବେଳେବେଳେ ବିଧିର ବିଧା-ନରେ ଆଉ କିଛି ଲେଖା ହେଇଥାଏ। ସାତ ବର୍ଷତ ଦୂରର କଥା ସେ ନିଜ ସ୍ଵାମୀ ସହ ୮ ମାସ ମଧ୍ୟ ସାଙ୍ଗ ହେଇ ରହି ପାରେନି। ହଁ ଆଜ୍ଞା ଏମିତି ଏକ ଅଭା-ବନୀୟ ଘ-ଟଣା ଭୁବନେଶ୍ବରରେ ଦେଖିବାକୁ ମିଳିଛି।

ଡ଼ାକ୍ତର ମନୋଜ କୁମାର ୨୦୨୩ ଫେବୃଆରୀ ୨୮ ରେ ସୁଶ୍ରୀ ସଙ୍ଗୀତାଙ୍କୁ ବୈଦିକ ରୀତିନୀତିରେ ଧୁମ୍ ଧାମରେ ବିବାହ କରିଥିଲେ। ସେ ନିଜ ଜୀବନ ଠାରୁ ଅଧିକ ନିଜ ସ୍ତ୍ରୀକୁ ଭଲ ପାଉଥିଲେ। ସେଥିପାଇଁ ବିବାହର ତିନି ମାସିଆ ଖୁସି ମନେଇବା ପାଇଁ ସ୍ତ୍ରୀ ସୁଶ୍ରୀଙ୍କୁ ଧରି ଭୁବନେଶ୍ବର ଆସୁଥିଲେ। କିନ୍ତୁ କିଏ ଜାଣିଥିଲା ଯେ ତାଙ୍କ ଖୁସିରେ କାହାର ନଜର ଲାଗି ଯାଇଛି।

ବାହାଘରକୁ ହେଇଛି ମାତ୍ର କିଛି ଦିନ, ହାତରୁ ଲିଭିନି ମେହେନ୍ଦି, କାନ୍ତରୁ ଲିଭିନି ଶୁଭ ବିବାହର ଲେଖା କିନ୍ତୁ ସ୍ବାମୀ ଏବେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଶ-ବ ବ୍ୟବ-ଚ୍ଛଦରେ ପୋ-ଷ୍ଟମ-ଟମ୍ ପାଇଁ ପଡିଛନ୍ତି। ବିବାହକୁ ତିନି ମାସ ପୁରିବାକୁ ନେଇ ମନୋଜ ବିଳମ୍ବିତ ରାତିରେ ଏକୁଟିଆ ସୁଶ୍ରୀଙ୍କୁ ଦେଖା କରିବାକୁ ଆସୁଥିବା ବେଳେ ଭୁବନେଶ୍ବର ଫେୟାର ଷ୍ଟେସନ୍ ପାଖେ ଦୁର୍ଘ-ଟଣାରେ ତାଙ୍କର ମୃ-ତୁ ହେଇଗଲା। ଏବେ ସିଆରପି ପୋ-ଲିସ୍ ଘ-ଟଣା ସ୍ଥଳରେ ପହଞ୍ଚି ଘଟ-ଣାର ତ-ଦନ୍ତ ଚଳାଇଛି ଏବଂ ଦୁର୍ଘ-ଟଣା କେମିତି ଘଟିଲା ପାଖ ଆଖ ସିସିଟିଭି ଦେଖି ପଚରା ଉଚୁରା କରୁଛି।

Leave a Reply

Your email address will not be published. Required fields are marked *