ଗ-ର୍ଭିଣୀ ଛେଳିକୁ ମାଂସ ଭୋଜି କରି ଖାଇଲେ ଯୁବକ । ଆଉ ଜାଣିବା ପରେ କ-ଟା ମୁଣ୍ଡ ଏବଂ ମ-ଲା ଛୁଆ ଧରି ଥା-ନାରେ ପହଞ୍ଚିଲେ ମହିଳା ।

ଆଜିକା ସମୟରେ ଲୋକେ କେତେ ଯେ ନି-ର୍ଦୋୟ ହୋଇ ଗଲେଣି ତାହା ଆପଣ ମାନେ ନିଶ୍ଚିତ ହୃଦବୋଧ କରି ପରିଥିବେ । କାରଣ ଏଭଳି ଅନେକ ଘ-ଟଣା ଦେଖିବାକୁ ମିଳୁଛି ଯେଉଁଥିରୁ ପ୍ରମାଣିତ ହେଉଛି ଯେ ମନୁଷ୍ୟ ମାନବିକତା ହରାଇବାରେ ଲାଗିଛି । ଏଠାରେ କୌଣସି ଜାତି ଧର୍ମକୁ ନେଇ ଯେ ବି-ବାଦ ହେଉଛି କିମ୍ବା ମୂର୍ଖ ଜ୍ଞାନୀଙ୍କୁ ନେଇ ବି-ବାଦ ହେଉଛି ତାହା ଆଦୋୖ ନୁହେଁ । ଆଜିକା ସମେୟରେ ପାଠୁଆ ଏବଂ ନିଜକୁ ଉଚ୍ଚ ଜାତି କହୁଥିବା ମଣିଷ ମଧ୍ୟ ଏଭଳି ନୃ-ଶଂସ କାମ କରୁଛି ଯେ ଯେଉଁ ପାପର କ୍ଷମା ନାହିଁ । ଆଉ ଆଜି ମଣିଷ ଏତେ ଘୃ-ଣ୍ୟ ହୋଇ ଯାଇଛି ଯେ ଏକ ନିରୀହ ଗର୍ଭ-ବତୀ ଛେଳିକୁ ମଧ୍ୟ ଛାଡ଼ି ନାହିଁ ।

ମଣିଷ ତ ରା-କ୍ଷସ ଏବଂ ମାଂସ ପ୍ରିୟ । କିନ୍ତୁ ଏଭଳି ନିରୀହ ଜୀବକୁ ଲୁ-ଚାଇ ହ-ତ୍ୟା କରି ପୁଣି ପେଟରେ ବଢୁଥିବା ଜୀବନକୁ ହ-ତ୍ୟା କରି କିଭଳି ମନୁଷ୍ୟ ନିଜର ଇଚ୍ଛା ମେଣ୍ଟାଉଛି ? ପଳାସପୁର ଶାସନ ଗାଁରେ ଏଭଳି ଏକ ଦୁଃ-ଖଦ ଘଟ-ଣା ଦେଖିବାକୁ ମିଳିଛି । ଯାହାକି ପୁରା ଧଉଳି ଥା-ନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଖୁଲଣ ନାମକ ଜଣେ ମହିଳାଙ୍କର ଏକ ଗ-ର୍ଭିଣୀ ଛେଳିକୁ ମା-ରି ସେହି ଗାଁର କିଛି ଯୁବକ ଭୋଜି କରି ଖାଇଥିବା ଅଭି-ଯୋଗ ଆଣିଛନ୍ତି ମହିଳା । ବସନ୍ତ ପୁର ବନ୍ଧ ନିକଟରେ ଥିବା ଏକ ଚିକେନ୍ କାଉଣ୍ଟରରେ ସେମାନେ ତାଙ୍କ ଛେଳିର କ-ଟା ମୁଣ୍ଡକୁ ପାଇଥିଲେ । ଉକ୍ତ ଛେଳିର କ-ଟା ମୁଣ୍ଡରେ ନୀଳ ରଙ୍ଗର ଚିହ୍ନ ଦେଖି ତାଙ୍କ ଛେଳି ବୋଲି ଜାଣି ପାରିଥିଲେ ।

ସେହି କାଉଣ୍ଟର ପାଲ ପଛପଟେ ପେଟରୁ ବାହାରିଥିବା ମ-ଲା ଛେଳିଟି ପଡ଼ିଥିବା ମଧ୍ୟ ଦେଖିବାକୁ ପାଇଥିଲେ । ସେହି ଦୃ-ଶ୍ୟକୁ ଦେଖି ମହିଳା ସହି ପାରି ନଥିଲେ । କାରଣ ଯେଉଁ ଛେଳିଟିକୁ ଏତେ ସରାଗରେ ପାଳୁଥିଲେ ତାକୁ ଏଭଳି କା-ଟି ତାର ମାଂସକୁ ଖାଇଲେ କିଛି ଯୁବକ । ଖାଲି ସେତିକି ନୁହେଁ ଛେଳିର ପେଟ ଭିତରେ ଥିବା ଛୁଆଟିକୁ ମଧ୍ୟ ମା-ରିଦେଲେ । ତେବେ ଖୁଲଣ ଏବଂ ରାଜକିଶୋର ମାଂସ କା-ଟୁଥିବା ଯୁବକଙ୍କୁ ଯାଇ ପ୍ରଥମେ ପଚାରିଥିଲେ ଯେ ଛେଳିକୁ କାହିଁକି ମା-ରିଲେ । କିନ୍ତୁ ପଳାସପୁରର କିଛି ଯୁବକ ମାଂସ କା-ଟିବାକୁ ଦେଇଥିଲେ ବୋଲି ବ୍ୟକ୍ତି ଜଣକ କହିଥିଲେ । ଦୋକାନୀ ଠାରୁ ସବୁ ସୂଚନା ପାଇବା ପରେ ଛେଳିର କ-ଟା ମୁଣ୍ଡ ଏବଂ ମ-ଲା ଛୁଆକୁ ନେଇ ମହିଳା ଧଉଳି ଥା-ନାରେ ପହଞ୍ଚିଥିଲେ ଏବଂ କା-ନ୍ଦି କା-ନ୍ଦି ପୁରା ଘଟ-ଣାକୁ କହିଥିଲେ । ଆଉ ବର୍ତ୍ତମାନ ସୁଦ୍ଧା ଏହି ମାମ-ଲାରେ କୌଣସି କା-ର୍ଯ୍ୟାନୁ-ଷ୍ଠାନ ନିଆଯାଇ ନଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *