ପ୍ରେମିକ ସାଥିରେ ଶୋଇଥିଲା ସ୍ତ୍ରୀ,ଗ୍ରାମବାସୀ ଯାହା କଲେ…….

ସ୍ୱାମୀ ମାନଙ୍କ ନିଦ ହଜାଇ ଦେଲେଣି କଳଙ୍କିନି ସ୍ତ୍ରୀ ମାନେ। ସ୍ୱାମୀ ମାନେ ଏବେ ଶାନ୍ତିରେ ଶୋଇପାରୁ ନାହାଁନ୍ତି କି ସ୍ତ୍ରୀକୁ ଏକା ଛାଡି ଭଲରେ ବାହାରେ କାମ କରି ପାରୁ ନାହାଁନ୍ତି। କାରଣ ବାହାରେ ରହି ସ୍ୱାମୀ ଖଟି ଖଟି ମ-ରୁଛି ସ୍ତ୍ରୀ ପର ପୁରୁଷ ପାଖେ ସୋଇ ଦେହ ସୁଖ ନେଉଛି। ରାତି ରାତି ସ୍ତ୍ରୀ ପର ପୁରୁଷ ସାଥିରେ କାଟି ଦେଉଛି। ସ୍ୱାମୀ ବାହାରେ ରହି ତଳେ ସୋଇ ଦୁଇ ପଇସା ରୋଜଗାର କରିବା ପାଇଁ ରାତିରେ ସ୍ତ୍ରୀ ଫଟୋ ଦେଖି ଶୋଉଛି ହେଲେ ସ୍ତ୍ରୀ ବାହାରେ ପର ପୁରୁଷର ଗାଲରେ ଗେଲ କରୁଛି।ବନ୍ଧୁଗଣ ଗୋଟେ ସ୍ତ୍ରୀ ପ୍ରେମିକକୁ ଘରକୁ ଡାକି ତା ସହିତ ରାତି କା-ଟୁଥିବା ବେଳେ ପ୍ରେମକ ସହ ସ୍ତ୍ରୀକୁ ଦେଖିନେଲେ ଗ୍ରାମବାସୀ। ଆଉ ତା ପରେ ସ୍ତ୍ରୀଙ୍କୁ ଲା-ଜ ଲାଗିବା ବଦଳରେ ବରଂ ସ୍ତ୍ରୀ ଜଣଙ୍କ ଯୁ-କ୍ତି କରୁଥିବା ଦେଖିବାକୁ ମିଳିଛି।

ଏପରିକି ଗ୍ରାମବାସୀ ମାନେ ସ୍ତ୍ରୀ ଓ ପର ପୁରୁଷକୁ ଧରିଥିବା ବେଳେ ସେମାନଙ୍କ ରୋ-ମାନ୍ସ କିନ୍ତୁ ସରିନଥିଲା। ଆଉ ସେପଟେ ସ୍ୱାମୀ କହୁଛି ତୋ ପରି ସ୍ତ୍ରୀ ପାଇ ମୋ ଜୀବନ ଟା ଆଜି ବ-ର୍ବାଦ ହେଇଯାଇଛି। ଆଉ ତୋ ପରି ସ୍ତ୍ରୀ ପାଇ ମୁଁ ଆଜି ନିଜକୁ ଲ-ଜ୍ଜିତ ମନେ କରୁଛି। ଭଗବାନ ତୋ ପରି ସ୍ତ୍ରୀ ଆଉ କାହାକୁ ନ ଦିଅନ୍ତୁ। ତୁ ସ୍ତ୍ରୀ ନୁହେଁ ତୁ ସ୍ତ୍ରୀ ଜାତି ପାଇଁ କ-ଳଙ୍କ। ତୋ ପରି ସ୍ତ୍ରୀ ସାରା ଦୁନିଆରେ ନାହାଁନ୍ତି। ତୁ ଏମିତି ପ୍ରେମରେ ପାଗେଳି ହୋଇଗଲୁ ଯେ ତୁ ମତେ ଛାଡି ପର ପୁରୁଷ ସହ ଶାରୀ-ରିକ ସ-ମ୍ପର୍କ ରଖିଲୁ। ଟିକେ ହେଲେ ମୋ କଥା ଭାବିଲୁ ନାହିଁ। ମୁଁ ତୋତେ ଖୁସି ଦେବା ପାଇଁ କେମିତି ମୋ ଶରୀରକୁ ପଥର କରି ନିଜକୁ ପାଷାଣ କରି କ-ଷ୍ଟ କରୁଛି।

ପର ପୁରୁଷ ସହ ଶୋଇବା ବେଳେ ତୋ ବିବେକ ତତେ ଟିକେ ବାଧା ଦେଲାନି। ତୋର ତୋ ସ୍ୱାମୀ କଥା କେମିତି ମନେ ପଡ଼ିଲାଣି। ମୁଁ ବି ବଡ଼ ପାଗଳ ଟେ ତତେ ବିଶ୍ୱାସ କରି ମୁଁ ବହୁତ ବଡ଼ ଭୁଲ କରିଦେଲି। ତତେ ବିଶ୍ୱାସ କରି ମୁଁ ଆଜି ନାମ ନେଇଗଲି। ତତେ ବିଶ୍ୱାସ କରି ମୁଁ ଫ-ସିଗଲି। ଭୁଲ ହେଇଗଲା ତତେ ଖୁସିରେ ରଖିବା ପାଇଁ ମୁଁ ବାହାରକୁ ଆସିଲି। ଭୁଲ ହେଇଗଲା ତୋ ମୁହଁରେ ହସ ଫୁଟାଇବା ପାଇଁ ମୁଁ ନିଜକୁ ଅନେକ କ-ଷ୍ଟ ଦେଇ ଝାଳ ବୁହା ପରିଶ୍ରମ କଲି। ସବୁ ଭୁଲ ମୋର ମୁଁ ଭୁଲ କରିଛି। ଆଉ ଭୁଲ ପାଇଁ ମୁଁ ଆଜି ଅନୁତାପ ବି କରୁଛି। ଜୀବନ ସାରା ଅଭିବାହିତ ରହି ଯାଇଥାନ୍ତି ଯଦି ଜାଣି ଥାନ୍ତି ତୁ ଗୋଟେ ଚରିତ୍ର ହୀନା ମହିଳା। ଯଦି ଜାଣିଥାନ୍ତି ତୋ ମନରେ ପର ପୁରୁଷ ପାଇଁ ପ୍ରେମ ଅଛି ତେବେ କେବେ ହେଲେ ସୁଦ୍ଧା ମୁଁ ତତେ ବିବାହ କରି ନଥାନ୍ତି।

ତୁ ମୋ ଘରଟାକୁ ନ-ଷ୍ଟ କରିଦେଲୁ। ତୁ ମୋ ଘରେ ପର ପୁରୁଷଙ୍କୁ ପୁରାଇ ସ-ମ୍ପର୍କ ରଖିଲୁ। ମୋ ଘର ଟା ତୋ ପାଇଁ ଅପବିତ୍ର ହୋଇଗଲା। ତୁ ମୋ ଇ-ଜତ ମହତ ସବୁ କିଛି ମାଟିରେ ମିଶାଇ ଦେଇଛୁ। ତୁ କ୍ଷମା ଚାହିଁଲେ ବି ମୁଁ ତତେ କ୍ଷମା କରି ପାରିବି ନାହିଁ। ତୁ ନିଜେ କହ କେଉଁ ସ୍ୱାମୀ ତା ସ୍ତ୍ରୀର ଏପରି ରାସ-ଲୀଳା ଦେଖି ସହି ପାରିବ। ବନ୍ଧୁଗଣ ସ୍ୱାମୀ ବାହାର ରାଜ୍ୟରେ ରହି କାର୍ଯ୍ୟ କରୁଥିବା ବେଳେ ସ୍ତ୍ରୀ ଘରେ ପର ପୁରୁଷ ସାଥିରେ ସୋଇ ରହୁଥିଲା। ହେଲେ ସବୁଦିନ ଚୋର ଘରେ ଅନ୍ଧାର ନ ରହିବା ପରି ସ୍ତ୍ରୀର କା-ଣ୍ଡ କାର-ନାମା ଦେଖିନେଲେ ଗ୍ରାମବାସୀ ଆଉ ତା ପରେ ସ୍ତ୍ରୀ କହୁଛି ମୁଁ ପର ପୁରୁଷ ସାଥିରେ ସ-ମ୍ପର୍କ ରଖିଲି ତ ତୁମର କଣ ହୋଇଗଲା। ଏଭଳି ସ୍ତ୍ରୀକୁ ଗ୍ରାମବାସୀ କେଉଁ ଉତ୍ତର ଦେବେ ତାହା ମଧ୍ୟ ଜାଣି ପାରୁ ନାହାନ୍ତି।

Leave a Reply

Your email address will not be published. Required fields are marked *