ଖଗେଶ୍ୱର ମୋ ଝିଅକୁ ଉଠେଇ ନେଇଛି ସେ ବଂଚିଛି କି ନାହିଁ ଆମେ ଜାଣିନୁ।

ଖଗେଶ୍ବର ମୋ ସରଳାତର ଫାଇଦା ଉଠାଇଲା। ସେ ଆମ ଘରକୁ ପ୍ରାୟ ସମୟ ଯିବା ଆସିବା କରୁଥିଲା। ମତେ ସାହାଯ୍ୟ ମଧ୍ୟ କରୁଥିଲା। ହେଲେ ଆମେ କିନ୍ତୁ ବୁଝି ପାରୁ ନଥିଲୁ ଖଗେଶ୍ବରର ମ-ନ୍ଦ ଉଦ୍ୟଶକୁ । ଏବେ ମା କିନ୍ତୁ କୋହ ଭରା କଣ୍ଠରେ କା-ନ୍ଦି କା-ନ୍ଦି କହୁଛି। ଖଗେଶ୍ବର କେବଳ ମୋ ସରଳ ବିଶ୍ୱାସରେ ବିଷ ଦେଇନି ବରଂ ମୋ ଝିଅର ଛୋଟ ପିଲା ବିଶ୍ୱାସକୁ ଜିତି ତା ସରଳ ବିଶ୍ୱାସ ସହ ଖେଳି ଏକ ମାସ ହେଲାଣି ତାକୁ ଉଠାଇ ନେଇ କେଉଁ ଆଡେ ଚାଲି ଯାଇଛି।

ମୋ ଝିଅ କଥା ଆମର ବହୁତ ମନେ ପଡୁଛି। ସେ କେଉଁଠି ଅଛି,କିପରି ଅଛି,ଜୀବତ ଅଛି କି ମୃ-ତ ତାହା ଆମେ କେହି ହେଲେ ଜାଣିନୁ। ଝିଅକୁ ଉଠାଇ ନେବା ଦିନ ଠାରୁ ଆମେ ଶାନ୍ତିରେ ରହି ପାରୁନୁ। ସବୁବେଳେ ଆମ ଝିଅ କଥା ମନେ ପଡୁଛି। ଆଉ ଝିଅ ନ ମିଳିଲେ। ତା ବାପ ଆଉ ମୁଁ ମିଶି ଜୀବନ ହାରି ଦେବୁ ବୋଲି କହିଛନ୍ତି ଝିଅର ମା।

ଖଗେଶ୍ବର ମୋ ଝିଅକୁ ନେଇ ଚାଲିଯିବା ପରେ ବାପା ମା ହିସାବରେ ଆମ କର୍ତ୍ତବ୍ୟ ହେଉଛି ଝିଅକୁ ଖୋଜିବା। ସେ ଆମ ଝିଅ ମୁଁ ତାକୁ ଦଶ ମାସ ଦଶ ଦିନ କୋଳରେ ଧରି ବଡ଼ କରିଛି। ତେଣୁ ଆମ ଝିଅକୁ ଖଗେଶ୍ବର ନେଇଯିବା ପରେ ଆମେ ଆମ ଝିଅକୁ ଖୋଜିବାକୁ ଯାଇଥିଲୁ ଖଗେଶ୍ବରଙ୍କ ଘରକୁ ତାଙ୍କ ଘରକୁ ଯାଇ ତାଙ୍କୁ ପଚାରିଥିଲୁ କି ଝିଅ କେଉଁଠି ଅଛି ହେଲେ କିନ୍ତୁ ସେ ଆମକୁ ସହଯୋଗ କରିବା ବଦଳରେ ଆମ ଉପରେ ଅଭି-ଯୋଗ ଆଣିଲେ। ଘର ଜିନିଷ ନିଜେ ଭା-ଙ୍ଗି ରୁଜି ସେ ଆମ ନାଁରେ ଅଭି-ଯୋଗ କଲେ। ଏବେ ଆମକୁ କେବଳ ଆମ ଝିଅ ଦରକାର। ତା ବିନା କିଛି ଭଲ ଲାଗୁନି। କେମିତି ବା ଭଲ ଲାଗିବ ଛୋଟ ଛୁଆଟା କେଉଁଠି ଅଛି କଣ କରୁଛି ଆମେ କିଛି ବୁଝି ପାରୁନୁ।

ଝିଅଙ୍କ ମାଙ୍କ କହିବା ଅନୁଯାୟୀ ଝିଅର ବାପା ମାନେ ତାଙ୍କ ସ୍ୱାମୀ ବାହାରେ ରହି କାର୍ଯ୍ୟ କରୁଥିବା ବେଳେ ଖଗେଶ୍ବର ତାଙ୍କ ଘରକୁ ଯିବା ଆସିବା କରେ। ଭଲରେ ମନ୍ଦରେ ସାହାଯ୍ୟ କରେ। ମୋ ଝିଅ ସହ କଥା ବାର୍ତା କରେ। ଖଗେଶ୍ବର କୁ ନେଇ ମୋର କୌଣସି ସନ୍ଦେ-ହ ନଥିଲା କାରଣ ଖଗେଶ୍ବର ଆମ ସାମ୍ନାରେ ତାର ଏକ ଭଲ ଛବି ବଜାୟୀ ରଖିଥିଲା।

ମୁଁ କେବେ କଳ୍ପନା କରିନଥିଲି କି ଖଗେଶ୍ବର ଆଗକୁ ଯାଇ ଦିନେ ମୋ ସହ ଏମିତି କରିବ। ହେଲେ ମା ଯାହା ଚିନ୍ତା କରିନଥିଲେ ତାହା ହିଁ ଘ-ଟିଲା। ଖଗେଶ୍ବର ଝିଅକୁ ଉଠାଇ ନେଇ କେଉଁଆଡ଼େ ଚାଲିଗଲା। ଆଉ ଏପଟେ ମା ରାତି ପାହିଲା ଠାରୁ ଝିଅକୁ ଦାଣ୍ଡ ବାରଣ୍ଡାରେ ଅପେକ୍ଷା କରି ବସୁଛନ୍ତି ହେଲେ ଝିଅ ଫେରୁନି ଦିନ ଯାଇଁ ସନ୍ଧ୍ୟା ଆସୁଛି।

ମାସେ ଆଠ ଦିନ ହେଲାଣି ଝିଅକୁ ଖଗେଶ୍ବର ଉଠାଇ ନେଇ ଚାକିଯାଇଛି। ଆମେ ପୋ-ଲିସ ନିକଟରେ ଅଭି-ଯୋଗ କରିଥିଲୁ। ତା ପରେ ଆମେ ଏସ୍ପି ଅଫିସ ଯାଇ ସେଠାରେ ବି ଏସ୍ପି ଙ୍କୁ ଅଭି-ଯୋଗ କଲୁ ହେଲେ ସେଠାରେ ମଧ୍ୟ କୌଣସି ଲାଭ ହେଲା ନାହିଁ। ତେବେ ଆମେ ସବୁ ଆଡୁ ବିଫଳତା ପାଇଲୁ। ହେଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଝିଅର ପତ୍ତା ମିଳିଲା ନାହିଁ।

ତେବେ ବନ୍ଧୁଗଣ ମା ବାପାଙ୍କ ଅଭି-ଯୋଗ ଅନୁଯାୟୀ ସେହି ଘରକୁ ଆସୁଥିବା ଖଗେଶ୍ବର ହିଁ ଝିଅକୁ ଉଠାଇ ନେଇ ଚାଲି ଯାଇଛି। ଆଉ ଏବେ ଝିଅ ଯଦି ଘରକୁ ନ ଫେରେ କି ପୋ-ଲିସ ପ୍ରଶା-ସନ ତାଙ୍କ ଝିଅକୁ ନେଇ ଘରକୁ ନ ଫେରାଇ ଆଣନ୍ତି ତେବେ ବାପା ମା ଆ-ତ୍ମହ-ତ୍ୟା କରିବେ ବୋଲି କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ଝିଅ ଘରକୁ ଫେରୁଛି।

Leave a Reply

Your email address will not be published. Required fields are marked *