ପ୍ରେମ କରି ବିବାହ କଲେ , ଆଉ ଶେଷରେ ରହିଲେ ଗୁହାଳ ଘରେ ! ଶୁଣନ୍ତୁ କଣ କହୁଛନ୍ତି ମହିଳା

ଭଗବାନବି ସହ୍ୟ କରି ପାରୁଥିବା ମଣିଷ ସହିତ ଅଦ୍ଭୁତ ଖେଳ ଖେଳନ୍ତି ।ପୁଣି ଯାହାକୁ ଭରସା କରି ପ୍ରେମ କରି ପ୍ରେମ ବିବାହ କରିଥିଲେ ସେ ହିଁ ଯଦି ଅଧା ବାଟରେ ଛାଡ଼ି ଯାଏ ତେବେ ଦୁନିଆ ଥାଇ ବି ସବୁକିଛି ଅ-ଦୃଶ୍ୟ ଲାଗେ । ତେବେ ଆଜିକାର ଲେଖାରେ ଆମେ ଏପରି ଏକ ଦୁଃ-ଖଦ କାହାଣୀ ବିଷୟରେ କହିବୁ ଯାହା ଶୁଣିଲେ ଆପଣ ବି ଦୁଃ-ଖିତ ହେବେ । ଜଣେ ମହିଳା ନିଜର ସ୍ୱାମୀ ଶାଶୁଘର କିମ୍ବା ବାପଘର ଥିବା ସତ୍ତ୍ୱେବି କିପରି ନିଜ ପୁଅ ସହିତ ଦୀର୍ଘ ବର୍ଷ ହେବ ଗୁହାଳ ଘର ରହି ଆସୁଛନ୍ତି ସେହି ଦୃ-ଶ୍ୟ ଦେଖିଲେ ଆପଣ ଦୁଃ-ଖିତ ହେବେ । ତେବେ ପୁରା ଘ-ଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏହି ଘ-ଟଣା ଜଗତସିଂହପୁର ଜିଲାର ଅଟେ । ଯେଉଁଠି ଜଣେ ମା’ ନିଜର ଏକମାତ୍ର ୧୨ ବର୍ଷର ପୁଅକୁ ନେଇ ଗୁହାଳ ଘରେ ଗାଈ ସହିତ ରହି ଆସୁଛି । କେହି ତାଙ୍କ କଥା ନଶୁଣିବାରୁ ଶେଷରେ ସ୍ଥାନୀୟ ସମାଜସେବୀ ତାଙ୍କୁ ସାହାଯ୍ୟ ଟିକିଏ କରିଛନ୍ତି । ତେବେ ଜଗତସିଂହପୁର ଜିଲ୍ଲା ଏରସୀମା ବ୍ଲକ ଅନ୍ତର୍ଗତ ଛଟୁଆ ପଞ୍ଚାୟତ ଅଧିନସ୍ଥ ପୋଖରିଆପଡ଼ା ଗାଁର ଶେଷ ମୁଣ୍ଡରେ ମହିଳା ଜଣକ ରହୁଛନ୍ତି । ମହିଳାଙ୍କ ନାମ ମିନତୀ , ଯିଏକି ୧୬ ବର୍ଷ ହେବ ପ୍ରେମ ବିବାହ କରି ତିର୍ତୋଲ ବ୍ଲକ ଅନ୍ତର୍ଗତ ଦଣ୍ଡମେରୁ ଗାଁରେ ରହୁଥିଲେ ।

ବିବାହର ମାତ୍ର କିଛି ଦିନ ପରେ ଶାଶୁ ଘରର ଅନେକ ଯ-ନ୍ତ୍ରଣା ସହ୍ୟ କରିବାକୁ ପଡ଼ିଥିଲା । ଏମିତିକି ତାଙ୍କୁ ଶାଶୁ ଘରୁ ବାହାର ମଧ୍ୟ କରିଦେଲେ । ତାପରେ ସେ ନିଜ ବାପ ଘରକୁ ଆସି ଗାଁ ମୁଣ୍ଡରେ ଥିବା ଏକ ଗୁଣ୍ଠ ଜାଗାରେ ରହିଲେ । ତେବେ ପୁଅ ଯେତେବେଳେ ପେଟରେ ୬ ମାସର ହୋଇଥିଲା ସେତେବେଳେ ଜ୍ୱାଇଁ ବିଭୂତି ସ୍ୱାଇଁ ଛାଡ଼ି ଚାଲି ଯାଇଥିଲା । ଆଜକୁ ବହୁତ ଦିନ ହେବ ସେ ଅଭାବ ଅନଟନରେ ଚଳି ଆସୁଛନ୍ତି ଏବଂ ଗୋଟିଏ ଘରେ ଗାଈ ସହ ପିଲାକୁ ରଖି ବଞ୍ଚି ଆସୁଛନ୍ତି । ସେ ସେହି ପଞ୍ଚାୟତର ଭୋଟର ତାଲିକାରେ ମଧ୍ୟ ଅଛନ୍ତି । ତଥାପି ତାଙ୍କର ଅନେକ ଅନୁରୋଧ ସତ୍ତ୍ୱେବି କେହିବି ତାଙ୍କ କଥା ଶୁଣି ନାହାଁନ୍ତି । ଅନେକଥର ବହୁ ଅକଥନୀୟ ଭାଷା ଶୁଣିବାକୁ ମଧ୍ୟ ପଡୁଛି ।

ତେବେ ସମାଜସେବୀ ରଶ୍ମିତା ତାଙ୍କୁ ପୋଷ୍ୟ ପରିବାର ଭାବରେ ଆଦରି ନେଇଛନ୍ତି । ସେପଟେ ବାପା ମକରନ୍ଦ ନାୟକ ମଧ୍ୟ ହାତ ଛାଡ଼ି ଦେଇଛନ୍ତି । ତେବେ ଏ ସମ୍ବନ୍ଧରେ ତାଙ୍କୁ କେହି ସାହାଯ୍ୟ କରି ନଥିବା ବେଳେ ପ୍ରଶାସନ ତାଙ୍କୁ ଚଳିବା ପାଇଁ ୩୫ କିଲୋ ଚାଉଳ ଏବଂ ଘର ଖଣ୍ଡେ ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ତେବେ ସରପଞ୍ଚଙ୍କୁ କହିବା ପରେ ସେ କହିଛନ୍ତି ଯେ ସେ ନୂଆ ତଥାପି ଘର ଖଣ୍ଡେ ଯୋଗାଇ ଦେବାକୁ ସମାଜସେବୀଙ୍କୁ କହିଛନ୍ତି ।

Leave a Reply

Your email address will not be published. Required fields are marked *