ଦିନ ରାତିରେ ମୋ ସ୍ତ୍ରୀ ତା ପ୍ରେମିକ ସାଙ୍ଗରେ ଭିଡିଓ କଲରେ ଗପୁଥିଲି ,କହିଲି ବୋଲି ମତେ ଓ ମୋ ଛୁଆକୁ ଛାଡି ପଳେଇଲା

ଏଭଳି ନାରୀ ଦୁନିଆରେ ରହିବା ଯାହା ନରହିବା ତାଠାରୁ ଅଧିକ ଭଲ । ଏଭଳି କୁହାଯାଏ ଯେ ନାରୀ କୁଆଡ଼େ ଖୁବ ସ୍ନେହୀ ଏବଂ ସମସ୍ତଙ୍କୁ ସମ୍ପ-ର୍କରେ ବାନ୍ଧି ରଖିବାକୁ ଚେଷ୍ଟା କରେ । ପୁଣି ଯେତେ ଦୁ-ଷ୍ଟ ନାରୀ ହୋଇଥାଉ ନା କାହିଁକି ସେ ନିଜ ପିଲାଙ୍କ ପ୍ରତି କେବେବି ଅନ୍ୟାୟ କରି ନଥାଏ ଏବଂ ନିଜ ପିଲାଙ୍କ ପାଇଁ ଜୀବନ ମଧ୍ୟ ଦେଇ ଦିଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣବି କ୍ରୋ-ଧିତ ହେବେ । ଘଟ-ଣା ଅନୁଯାୟୀ ଜଣେ ମହିଳା ନିଜର ସ୍ୱାମୀ ଏବଂ ପାଞ୍ଚ ପାଞ୍ଚଟା ପିଲାଙ୍କୁ ଛାଡ଼ି ପ୍ରେମିକ ସହ ପଳାଇ ଯାଇଛି । ଯେଉଁ ଘ-ଟଣା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ସ୍ତ୍ରୀ ଫୋନରେ ସବୁ ଦିନ ରାତି ୨୪ ଘଣ୍ଟା ପ୍ରେମିକ ସହିତ ଗପୁଥିଲା । ଯେଉଁ ବିଷୟରେ ସ୍ୱାମୀ ବେଶ ଭଲ ଭାବରେ ଜାଣିଥିଲା । ଆଉ ଜାଣିବା ପରେ ସ୍ବାମୀ ସ୍ତ୍ରୀର ଗୋଡ଼ ଧରି ନେହୁରା ହୋଇ ବୁଝେଇ ସୁଝେଇ ଅନ୍ୟ ପୁରୁଷ ସହିତ ଗପିବାକୁ ମନା କଲା । ତଥାପି ସ୍ତ୍ରୀ ସେହି କାମରେ ଲିପ୍ତ ରହୁଥିଲା । ଘଟ-ଣା ଅନୁଯାୟୀ ଦୀର୍ଘ ୨୨ ଦିନ ହେବ ସ୍ତ୍ରୀ ନିଜ ସ୍ୱାମୀ ଏବଂ ପିଲାଙ୍କୁ ଛାଡ଼ି କୁଆଡ଼େ ପଳାଇ ଯାଇଛି । ଏଭଳି ଏକ ଘ-ଟଣା ଦେଖିବାକୁ ମିଳିଛି ବାଲିଆପାଳ ବ୍ଲକ ଅନ୍ତର୍ଗତ ରତାଇ ପଞ୍ଚାୟତର ଶଙ୍କରପୁର ଗ୍ରାମରେ ।

ଦୀର୍ଘ ୧୩ ବର୍ଷ ତଳେ ପ୍ରଫୁଲ୍ଲ ମାଝୀ କୁମ୍ଭାରୀ ଗ୍ରାମର ସସ୍ମିତା ମାଝୀଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ଉଭୟଙ୍କର ଚାରୋଟି ଝିଅ ଏବଂ ଗୋଟିଏ ପୁଅ ମଧ୍ୟ ଅଛି । ଉଭୟେ ନିଜ ପରିବାର ସହିତ ବେଶ ଖୁସିରେ ରହୁଥିଲେ । କିନ୍ତୁ ଗତ ୨୨ ଦିନ ହେବ ସସ୍ମିତା ସାମାନ୍ୟ ମୋବାଇଲ ପାଇଁ ନିଜ ସ୍ୱାମୀ ଏବଂ ପିଲାଙ୍କୁ ଛାଡ଼ି କୁଆଡ଼େ ପଳାଇ ଯାଇଛି । ସ୍ୱାମୀ ଜୟନ୍ତ ସବୁଠି ଖୋଜାଖୋଜି ପରେ କେଉଁଠିବି ସ-ନ୍ଧାନ ପାଇବାକୁ ନିରାଶ ହୋଇ ବାଲିଆପାଳ ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି । ତଥାପି ଏବେ ସୁଦ୍ଧା ସ୍ତ୍ରୀର କୌଣସି ଖୋଜ ଖବର ନାହିଁ ।

ସସ୍ମିତା ଘରୁ ଯିବା ଦିନ ନିଜ ପିଲାଙ୍କୁ ଦୋକାନ ଯିବେ କହି ଯାଇଥିଲେ । ଆଉ ଘରକୁ ବାପା ଆସିବା ପରେ ପିଲାମାନେ ମଧ୍ୟ ଠିକ ସେହି କଥା କହିଥିଲେ । କିଛି ଦିନ ପୂର୍ବରୁ ଝଗ-ଡ଼ା ହୋଇ ସ୍ୱାମୀ ମୋବାଇଲ ଭାଙ୍ଗି ଦେବା ପରେ ସସ୍ମିତା କୁଆଡ଼େ ବିର-କ୍ତ ହୋଇ ଏପରି କାମ କରିଥିବା ସ୍ୱାମୀ କହିଛନ୍ତି । ତେବେ ସେ ବର୍ତ୍ତମାନ କେବଳ ଏହା ଚାହୁଁଛନ୍ତି ଯେ ତାଙ୍କ ସ୍ତ୍ରୀ ଯେଉଁଠିବି ଥାଆନ୍ତୁ ତାଙ୍କ ପାଖକୁ ଏବଂ ତାଙ୍କ ପିଲା ମାନଙ୍କ ପାଖକୁ ଫେରି ଆସନ୍ତୁ ।

Leave a Reply

Your email address will not be published. Required fields are marked *