ମୋ ସ୍ୱାମୀ ବାହାରେ ଥିଲେ ,ସେତିକି ବେଳେ ଫେସ୍ବୁକରେ ଫ୍ରେଣ୍ଡ କରି ମୋ ସହ ସମ୍ପର୍କ ରଖିଲା

ଆପଣମାନେ ଜାଣିଥିବେ ଆଜିକାଲି ଆମ ଯୁବ ପିଢ଼ି ଆଉ ପରିଶ୍ରମ କରି ଟଙ୍କା ରୋଜଗାର କରିବାକୁ ଚାହୁଁ ନାହାଁନ୍ତି। ସେମାନେ ଚାହୁଁଛନ୍ତି କେମିତି ଘରେ ବସି ଆରାମରେ ରହିବେ। ସେଥିପାଇଁ ସେମାନେ କେତେବେଳେ ଚୋ-ରି ଡକା-ୟତି କରୁଛନ୍ତି ତ କେତେବେଳେ କୋଉ ଝିଅକୁ ନିଜ ପ୍ରେମ ଜା-ଲରେ ଫ-ସେଇ ବ୍ଲାକ-ମେଲ୍ କରି ଟଙ୍କା ରୋଜଗାର କରୁଛନ୍ତି। ଆଜିର କେତେକ ମହିଳାମାନେ ମଧ୍ୟ ସେମିତି ସେମାନେ ସ୍ବାମୀଙ୍କ ପାଖରୁ ଟିକେ ସୁଯୋଗ ପାଇଲେ ଅନ୍ୟ ଯୁବକଙ୍କ ସହ ସମ୍ପର୍କ ରଖୁଛନ୍ତି ଏବଂ ପରେ କିଛି ଅସୁବିଧା ହେଲେ ପୋ-ଲିସ୍ ପାଖକୁ ଯାଉଛନ୍ତି। ହଁ ଆଜ୍ଞା ନୀଳଗିରି ଅଞ୍ଚଳରେ ଏମିତି ଏକ ଘ-ଟଣା ଦେଖିବାକୁ ମିଳିଛି।

ନୀଳଗିରି ଅଞ୍ଚଳରେ ଜଣେ ୨୩ ବର୍ଷୀୟ ମହିଳାଙ୍କ ସ୍ଵାମୀ ଟଙ୍କା ରୋଜଗାର କରି ଘର ଚଳେଇବା ପାଇଁ ସବୁବେଳେ ବାହାରେ ରୁହନ୍ତି। ସେ ବେଳେବେଳେ ନିଜ କୁନି ଝିଅକୁ ଦେଖିବାକୁ ଘରକୁ ଆସନ୍ତି। ସ୍ଵାମୀ ଘରେ ନଥିବାର ସୁଯୋଗ ନେଇ ସ୍ତ୍ରୀ ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ରଖିଥିଲେ। ଦୀର୍ଘ ୩ ବର୍ଷ ପୂର୍ବେ ମହିଳା ଜଣଙ୍କ ଶିମୁଦିଆ ଅଞ୍ଚଳର ଜଣେ ଯୁବକଙ୍କ ସହ ଫେସ୍ ବୁକ୍ ରୁ ଚିହ୍ନା ପରିଚ ହେଲେ। କିଛି ଦିନ କଥା ବାର୍ତ୍ତା ପରେ ଦୁହିଁଙ୍କ ଭିତରେ ପ୍ରେମ ସ-ମ୍ପର୍କ ଆରମ୍ଭ ହେଲା।

ସମ୍ପର୍କ ଟିକେ ନିବିଡ଼ ହେବା ପରେ ଯୁବକ ଜଣଙ୍କ ମହିଳାଙ୍କୁ ନିଜ ଘରକୁ ଡାକିଲେ ଏବଂ ସେଠି ସେ ପାଣିରେ ନିଶା ମେଡ଼ିସିନ ମିଶେଇ ମହିଳାଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖିଲେ ଏବଂ ସେ ସବୁର ଭିଡ଼ିଓ କଲେ। ଏ ବିଷୟରେ ମହିଳା ଜଣଙ୍କ କିଛି ଜାଣିନଥିଲି। ଏମିତି କେତେଦିନ ଚଳିଲା ତା ଭିତରେ ମହିଳା ଏବଂ ଯୁବକ ଭିତରେ ଅନେକଥର ଶାରୀ-ରିକ ସମ୍ପ-ର୍କ ରହିଛି।

କିଛି ଦିନ ଯିବା ପରେ ଯୁବକଙ୍କ ମନ ଭରି ଯାଇଥିଲା। ସେ ଆଉ ମହିଳାଙ୍କ ସହ ରହିବାକୁ ଚାହୁଁ ନଥିଲେ ସେଥିପାଇଁ ସେ ମି-ଛରେ ଝଗ-ଡା କରି ମହିଳାଙ୍କୁ ଟଙ୍କା ମାଗିଲେ ଏବଂ କହିଲେ ଯଦି ଟଙ୍କା ନ ଦବୁ ତେବେ ଏ ଭିଡ଼ିଓ ସବୁଆଡେ ଭାଇରାଲ କରିଦେବି। ଭିଡିଓ ଭାଇରାଲ ହେବା ଭ-ୟରେ ମହିଳା ଜଣଙ୍କ ଯୁବକଙ୍କୁ ୧ ଲକ୍ଷ ଟଙ୍କା ଦେଇଛନ୍ତି। କିନ୍ତୁ ଯୁବକ ଜଣଙ୍କ ଅଧିକ ଟଙ୍କା ମାଗିବାରୁ ସେ ନୀଳଗିରି ଥା-ନାରେ ଯୁବକଙ୍କ ବିରୁ-ଦ୍ଧ ରେ ଅଭି-ଯୋଗ କରିଥିଲେ। ଏବେ ନୀଳଗିରି ପୋ-ଲିସ୍ ଯୁବକଙ୍କୁ ଗି-ରଫ କରି ଥା-ନାକୁ ପଠେଇଛି।

Leave a Reply

Your email address will not be published. Required fields are marked *