ବାହାହୋଇ ବି ଫେସ୍ବୁକରେ ଅନଲାଇନ ପ୍ରେମ କଲି ,ଏବେ ମୋ ଫୋଟୋ ଭିଡ଼ିଓ ରଖି ବ୍ଲାକ-ମେଲ କରୁଛି

ହୁଏତ ନିୟମ ଥାଇପାରେ ଯେ ମହିଳା ନିଜ ଇଚ୍ଛା ମୁତାବକ ଏକାଧିକ ପୁରୁଷ ସହିତ ଶାରୀ-ରିକ ସମ୍ପ-ର୍କ ରଖି ପାରିବେ । କିନ୍ତୁ ମହିଳା ମାନେ ନିଜର ମର୍ଯ୍ୟାଦା ଭିତରେ ହିଁ ରହିବା ଉଚିତ । ଏହା ଜଣେ ମହିଳାଙ୍କ ଚିନ୍ତାଧାରା ଉପରେ ନିର୍ଭର କରେ ଯେ ସେ ନିଜ ପରିବାର ଏବଂ ନିଜ ସମ୍ପ-ର୍କ ପ୍ରତି କେତେ ଯତ୍ନବାନ । ଯାହାକି ଜଣେ ମହିଲାର କର୍ତ୍ତବ୍ୟ ହେବା ଉଚିତ । ନଚେତ ଏଭଳି କୁତ୍ସିତ କାମ ତ ଅନେକ କରୁଛନ୍ତି । ଯେଉଁ ମହିଳା ମାନେ ବି ଏଭଳି କରୁଛନ୍ତି ସେମାନେ ପ୍ରଥମେ ନିଜକୁ ବଦଳାଇବା ଉଚିତ । ତେବେ ବର୍ତ୍ତମାନ ସମୟରେ ଏପରି ଏକ ଘ-ଟଣା ଆସିଛି , ଯେଉଁ ଜଣେ ମହିଳା ବ୍ଲା-କମେ-ଲିଙ୍ଗର ଶି-କାର ହୋଇ ଥା-ନାର ଦ୍ୱାରାସ୍ତ ହୋଇଛନ୍ତି ।

ତେବେ ଏଭଳି ଏକ ଘଟ-ଣା ଘଟି-ଛି ଯେଉଁଠି ଜଣେ ମହିଳା ନିଜର ସ୍ୱାମୀ ଏବଂ ଛୁଆ ଥିବା ସତ୍ତ୍ୱେବି ଅନ୍ୟ ପୁରୁଷ ସହିତ ସ-ମ୍ପର୍କ ରଖିଛନ୍ତି ଏବଂ ଭବିଷ୍ୟତରେ ଏପରି କିଛି ସମସ୍ୟା ସୃଷ୍ଟି ହୋଇଛି ଯାହାଦ୍ୱାରା ମହିଳା ଥା-ନାର କବାଟ ବାଡ଼େଇଛନ୍ତି । ପ୍ରଥମତଃ ଏହି ମହିଳା ଜଣକ ନିଜ ସ୍ୱାମୀ ସହିତ ବିଶ୍ୱା-ସଘା-ତକତା କରିଛନ୍ତି ଏବଂ ଦ୍ଵିତୀୟତଃ ସେ ନିଜ ଛୁଆ ସହିତ ମଧ୍ୟ । ପୁଣି ଏଥିରେ ବି ମନ ଶାନ୍ତି ହେଲା ନାହିଁ ଯେ ସେ ଯୁବକ ସହିତ ରହିବା ପାଇଁ ନ୍ୟା-ୟ ନାମ ନେଇ ପୋଲି-ସର ସାହାଯ୍ୟ ନେଉଛନ୍ତି । ଆଉ ମହିଳାଙ୍କ ଏ ପ୍ରେମ କାହାଣୀ ଜାଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହୋଇଯିବେ ।

ଆପଣ ମାନେ ଏକ୍ସଟ୍ରା ମେରିଟାଲ ଘ-ଟଣା ବିଷୟରେ ନିଶ୍ଚୟ ଜାଣିଥିବେ । ଏଠାରେ ମଧ୍ୟ ତାହାହିଁ ଘଟିଛି । ମହିଳା ଜଣକ ଫେସବୁକରେ ଜଣେ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ । ଯୁବକ ଜଣକ ପ୍ରଥମେ ତାଙ୍କୁ କହିଥିଲେ ଯେ ସେ ତାଙ୍କର କେହି ପରିଚିତଙ୍କ ସ୍ତ୍ରୀ । ଯେଉଁଥିରେ ମହିଳା ଜଣକ ସହମତ ହୋଇଥିଲେ ଏବଂ ସେହିଠାରୁ ହିଁ ଉଭୟଙ୍କ କଥାବାର୍ତ୍ତା ଆରମ୍ଭ ହୋଇଥିଲା । କିଛିଦିନ କଥାବାର୍ତ୍ତା ପରେ ଉଭୟେ ପ୍ରେମ କରି ବସିଲେ । ତାପରେ ଯୁବକ ଜଣକ କୁଆଡ଼େ ମହିଳାଙ୍କୁ ଦେଖା କରିବାକୁ ଡାକିଥିଲେ ଏବଂ ମହିଳା ମଧ୍ୟ ସ୍ୱାମୀଙ୍କୁ ମି-ଛ କହି ପ୍ରେମକକୁ ଭେଟିବାକୁ ଯାଉଥିଲେ ।

କିନ୍ତୁ ମହିଳାଙ୍କୁ ଉକ୍ତ ଯୁବକ ଜଣକ ନି-ଶା ଦେଇ ତାଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖି ଭିଡ଼ିଓ ଉତ୍ତୋଳନ କରିଥିବା ମହିଳା ଅଭି-ଯୋଗ ଆଣିଛନ୍ତି । ଖାଲି ସେତିକି ନୁହେଁ ମହିଳା ଜଣକ କୁଆଡ଼େ ଯୁବକଙ୍କୁ ତାଙ୍କୁ ନେଇ ଯିବାକୁ କହିଥିଲେ । ମାତ୍ର ଯୁବକ ଜଣକ ତାଙ୍କୁ ଏକ ଗୋଟିଏ ମାସ ଅପେକ୍ଷା କରିବାକୁ କହିଥିଲେ । ଏକ ମାସ ପୁରିବା ସତ୍ତ୍ୱେବି ଯେତେବେଳେ ଯୁବକ ମାନି ନଥିଲେ ସେତେବେଳେ ମହିଳା ଜଣକ ଥା-ନାର ଦ୍ୱାରାସ୍ତ ହୋଇଛନ୍ତି ।

ମହିଳା ଜଣକ ଅଭି-ଯୋଗ କରିଛନ୍ତି ଯେ ଯୁବକ ଜଣକ କୁଆଡ଼େ ତାଙ୍କ ଭିଡ଼ିଓ ଭାଇରଲ କରିବାକୁ ଧ-ମକ ଦେବା ସହିତ ତାଙ୍କୁ ଏବଂ ତାଙ୍କ ପୁଅକୁ ଜୀବନରୁ ମା-ରି ଦେବାକୁ ଧ-ମକ ଦେଉଥିଲେ । କହିବାକୁ ଗଲେ ବର୍ତ୍ତମାନ ମହିଳା ଜଣକ ନିଜ ବାପ ଘରେ ନାହାଁନ୍ତି କି ଶାଶୁ ଘରେ ନାହାଁନ୍ତି ଏବଂ ନ୍ୟା-ୟ ପାଇଁ ଥା-ନାରେ ଗୁହାରି କରିଛନ୍ତି । ତେବେ ଏଠାରେ ଆମ କହିବା କଥା ଯେ ମହିଳା କେଉଁ ପ୍ରକାରର ନ୍ୟା-ୟ କଥା ଏଠାରେ ମାଗୁଛନ୍ତି ?

ବାସ୍ତବରେ ଭାରତରେ ସବୁଠାରୁ ବଡ଼ ନିୟମ ଏହା ରହିବା ଉଚିତ ଯେ ମନୁଷ୍ୟ ନିଜର ମର୍ଯ୍ୟା-ଦାକୁ କେବେ ଲ-ଙ୍ଘିବା ଉଚିତ ନୁହେଁ । ନଚେତ ସମାଜ ଅଧିକ କଳୁଷିତ ହେବାକୁ ଆଉ ବେଶୀ ସମୟ ଲାଗିବ ନାହିଁ । ଏହାଦ୍ବାରା ଅନେକ ଜୀବନ ମଧ୍ୟ ନ-ଷ୍ଟ ହେବ । ଏହି ମହିଳା ଜଣକ ଏଭଳି ଗଣମାଧ୍ୟମ ସାମ୍ନାରେ ଗର୍ବିତ ହୋଇ ନିଜ ବିଶ୍ୱା-ସଘାତକ କାହାଣୀ କହୁଛନ୍ତି ତାହା ଦେଖିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ ।

Leave a Reply

Your email address will not be published. Required fields are marked *