ଯଦି ତୁମେ ଏକାଠି ରହିବାକୁ ଚାହୁଁଛ ,ଝିଅ କାଇଁ ଧର୍ମ ପରିବର୍ତ୍ତନ କରିବ,ହ୍ୟୁମାନ କରନ୍ତୁ

ଓଡ଼ିଶାର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କୁ କିଏ ନ ଜାଣିଛି କିନ୍ତୁ ହ୍ୟୁମାନ ଏବେ ଅମିତି କିଛି କାମ କରିଛନ୍ତି ଯାହା ପାଇଁ ସେ ଜେ-ଲ ମଧ୍ୟ ଯାଇ ପାରନ୍ତି। ଏବେ ଲୋକ ତାଙ୍କ ଗୀତ ପାଇଁ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସେ ଏବେ ବି-ବାଦ ଘେରରେ।

ହ୍ୟୁମାନ ସାଗର ୨୦୧୭ ମସିହାରେ ଶ୍ରୀୟା ମିଶ୍ରଙ୍କୁ ଭଲ ପାଇ ବାହା ହେଇଥିଲେ। କିଛି ଦିନ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଚାଲିଥିଲା। ହ୍ୟୁମାନ ଏବଂ ଶ୍ରୀୟାଙ୍କ ର ଗୋଟେ ଝିଅ ମଧ୍ୟ ଅଛି। କିନ୍ତୁ କିଛି ତଳେ ହେଲା ଶ୍ରୀୟା ପୋ-ଲିସ୍ ଆଗରେ ହ୍ୟୁମାନଙ୍କ ବିରୁ-ଦ୍ଧରେ ଅଭି-ଯୋଗ କରିଥିଲେ ଯେ ତାଙ୍କ ସ୍ଵାମୀ ତାଙ୍କୁ ଶାରୀ-ରିକ ଏବଂ ମାନ-ସିକ ନିର୍ଯା-ତନା ଦେଇ ଧର୍ମ ପରିବର୍ତ୍ତନ କରିବାକୁ କହୁଛନ୍ତି। ସେଥିପାଇଁ ଅନେକ ସମାଜ ସେବୀ ନିଜର ମତ ପ୍ରକାଶ କରିଛନ୍ତି।

ସମାଜ ସେବୀ କହିଛନ୍ତି ହ୍ୟୁମାନ ସାଗର ସୋସିଆଲ ମିଡିଆରେ ଏତେ ଭଲ ଭଲ କଥା କହି ଗୀତ ବୋଲୁଛନ୍ତି କିନ୍ତୁ ଘରେ ଆସି ସ୍ତ୍ରୀ ଏବଂ ପିଲାକୁ ମା-ଡ଼ ମ-ରୁଛନ୍ତି। ହ୍ୟୁମାନ ଜଣେ ଖ୍ରୀଷ୍ଟିଆନ ଏବଂ ଶ୍ରୀୟା ଜଣେ ବ୍ରାହ୍ମଣ ସେମାନେ ବାହା ଘର ବେଳେ ଏ ବିଷୟରେ ଜାଣି ଥିଲେ ତାଥାବି ସେମାନେ ଭଲ ପାଇଁ ବାହା ହେଲେ କିନ୍ତୁ ଏବେ ହ୍ୟୁମାନ ନିଜ ସ୍ତ୍ରୀକୁ ତା ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ ହେଇ ଯିବାକୁ କାହିଁକି କହୁଛି। ଯଦି ସାଙ୍ଗ ହେଇ ରହିବାକୁ ଇଚ୍ଛା ଅଛି ତେବେ ନିଜେ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ହେଇ ଯାଉନି। ଆମ ଓଡ଼ିଶାରେ ଏମିତି କିଛି ଧର୍ମ ପରିବର୍ତ୍ତନ ହୁଅନି।

ହ୍ୟୁମାନଙ୍କ ମା ମଧ୍ୟ କହିଛନ୍ତି ଯେ ଶ୍ରୀୟା କୁଆଡେ ସବୁବେଳେ ମଦ ପିଏ ଯଦି ତମକୁ ତମ ବୋହୂର ମ-ଦ ପିଇବା ଦେଖା ଯାଉଛି ତେବେ ତମ ପୁଅ ମ-ଦ ପିଇକି ସ୍ତ୍ରୀ ପିଲାଙ୍କୁ ବଡ଼ଉଛି ତମକୁ ଦେଖା ଯାଉନି। ଆଉ ହ୍ୟୁମାନ ଝିଅ ମାନଙ୍କୁ କେତେ ସମ୍ମାନ ଦିଏ ସେ ବିଷୟରେ ନ କହିଲେ ଭଲ । ସମସ୍ତେ ଜାଣିଛନ୍ତି ସେ କେମିତିକା ଏବେ ଯୋଉ ଝିଅ ମାନଙ୍କ ନାଆଁ ରେ ଗୀତ ବାହାର କରୁଛି ତାକୁ ଶୁଣିକି ଲାଗୁଛି ସେ କେମିତିକା ହେଇଥିବ। ସେଥିପାଇଁ ଆମେ ପୋଲି-ସ୍ ଆଗରେ କହୁଛୁ ଘଟ-ଣାର ସଠିକ୍ ତ-ଦନ୍ତ କରି ଶ୍ରୀୟାକୁ ନ୍ୟା-ୟ ଦିଅନ୍ତୁ।

Leave a Reply

Your email address will not be published. Required fields are marked *