ମୋ ସ୍ତ୍ରୀ ଓ ମୋ ବାପାଙ୍କର ଶାରୀରିକ ସମ୍ପର୍କ ଅଛି ,ମୋତେ କେହି ବିଶ୍ୱାସ କରୁନାହାନ୍ତି

ଶଶୁର ବୋହୁ ହେଉଛନ୍ତି ଲଟର ପଟର । ନିଜେ ଏଭଳି ଅଭି-ଯୋଗ ଆଣିଛନ୍ତି ସ୍ୱାମୀ ଜଣଙ୍କ । ସ୍ୱାମୀଙ୍କ ଅଭି-ଯୋଗ ଅନୁଯାୟୀ ତାଙ୍କ ବାପା ଙ୍କ ସହ ତାଙ୍କ ସ୍ତ୍ରୀଙ୍କର ଅଛି ପା-ପ ସ-ମ୍ପର୍କ । ବନ୍ଧୁଗଣ ସମାଜ ଏବେ ଧୀରେ ଧୀରେ କଳୁ-ଷିତ ହେବାରେ ଲାଗିଛି । ଆଉ ବର୍ତ୍ତମାନ ସମୟରେ ଏମିତି କିଛି ଘ-ଟଣା ସାମ୍ନାକୁ ଆସୁଛି ଯାହା ଶୁଣିବା ପରେ ସମସ୍ତଙ୍କ ପାଦ ତଳୁ ମାଟି ଖସି ଯାଉଛି । କେତେବେଳେ ଏମିତି କିଛି ଘ-ଟଣା ସାମ୍ନାକୁ ଆସୁଛି କି ସ୍ତ୍ରୀ ପର ପୁରୁଷ ସହ ଫେ-ରାର ହୋଇଗଲାଣି ତ ଆଉ କେତେବେଳେ ଏମିତି କିଛି ଘଟ-ଣା ସାମ୍ନାକୁ ଆସୁଛି କି ସ୍ତ୍ରୀ ଥାଉ ଥାଉ ସ୍ୱାମୀ ସ୍ତ୍ରୀକୁ ଧୋ-କା ଦେଇ ଅନ୍ୟ ଜଣେ ଯୁବତୀଙ୍କୁ ନେଇ ହୋଇ ଯାଇଛନ୍ତି ଫେରା-ର ।

ତେବେ ବନ୍ଧୁଗଣ ଏଭଳି ଘ-ଟଣା ଭିତରେ ବର୍ତ୍ତମାନ ସ୍ୱାମୀ କାନ୍ଦି କାନ୍ଦି ଗଣମାଧ୍ୟମ ସାମ୍ନାରେ କହୁଛନ୍ତି କି ମୋ ସ୍ତ୍ରୀଙ୍କ ସହ ମୋ ନିଜ ବାପା ଖରାପ ସମ୍ପ-ର୍କ ରଖିଥିବା ମୁଁ ଜାଣିବା ପରେ ବି ମୋ କଥା କେହି ବିଶ୍ୱାସ କରୁ ନାହାଁନ୍ତି । ମୁଁ ଏ କଥା ଯାହା ଆଗରେ କହିଲେ ସମସ୍ତେ ମତେ ବାଇଆ ପାଗଳା ବୋଲି ଭାବୁଛନ୍ତି ।

ହେଲେ ମୁଁ ନିଜ କାନରେ ଶୁଣିଛି ମୋ ସ୍ତ୍ରୀ ଓ ମୋ ବାପା ଖରାପ କଥା ହେଉଥିବାର । ସେ ଦିନ ମୁଁ ଚାକିରୀ ପାଇଁ ବାହାରକୁ ଆସିଥାଏ । ଷ୍ଟେସନରେ ମୁଁ ଟ୍ରେନ କୁ ଅପେକ୍ଷା କରିଥିଲି ହେଲେ ଟ୍ରେନ ଆସିବା ବିଳମ୍ବ ହେବାରୁ ମୁଁ ମୋ ସ୍ତ୍ରୀଙ୍କୁ କଲ କରିଥିଲି । ହଟାତ ଟ୍ରେନ ଆସିଲା ଆଉ ମୁଁ କଥା ହେଉ ହେଉ ଭୁଲ ବସତ ଫୋନ ନ କାଟି ଟ୍ରେନ ଭିତରକୁ ଚାଲିଗଲି । ଆଉ ଦୁଇ ଘଣ୍ଟା ପର୍ଯ୍ୟନ୍ତ ମୋ ଫୋନ ଲାଇନରେ ଥିଲା ଆଉ ତା ପରେ ମୁଁ ସେହି ଦୁଇ ଘଣ୍ଟାର କଲ ରେ-କର୍ଡ ଶୁଣିଥିଲି । ସେ କଲ ରେକ-ର୍ଡ଼ରେ ମୁଁ ଯାହା ଶୁଣିବାକୁ ପାଇଥିଲି ତାହା ମୋ ପାଦ ତଳୁ ମାଟି ଖସାଇ ଦେଇଥିଲା । ଏ ବିଷୟରେ ପରିବାର ଲୋକଙ୍କୁ କହିଲି ସେ ମୋ କଥା ବିଶ୍ୱାସ କରିଲେ ନାହିଁ । ଏନେଇ ମୁଁ ଗାଁ ଲୋକଙ୍କ ସହ ଆଲୋଚନା କଲି ସେମାନେ ମଧ୍ୟ ମତେ ବାଇଆ ପାଗଳା ଭାବିଲେ । ହେଲେ ମୁଁ କହୁଥିବା ସତ କେହି ହେଲେ ମଧ୍ୟ ବିଶ୍ୱାସ କରିଲେ ନାହିଁ ।

ବରଂ ଓଲଟି ମୋ ପରିବାର ଲୋକେ ଏଭଳି କଥା ଶୁଣି ପୋ-ଲିସ ଡକାଇ ମତେ ମା-ଡ଼ ମଧ୍ୟ ମା-ରିଲେ । କେହି ମୋ କଥା ବିଶ୍ୱାସ ତ କରିଲେ ନାହିଁ ହେଲେ ଯେଉଁ ସତ ମୁଁ ମୁଁ ମୋ ନିଜ କାନରେ ଶୁଣିଛି ତାହା ମୁଁ ଭୁଲି ପାରୁ ନାହିଁ । କିପରି ଭୁଲିବି ସେହି ଘ-ଟଣା ପ୍ରତ୍ୟକ ଦିନ ମୋର ମନେ ପଡି ଯାଉଛି । ସେହି ଦିନ ସେମାନେ କଥା ହେଉଥିବା ଘ-ଟଣା ।

ମୋ କଥା କେହି ନ ବିଶ୍ୱାସ କଲେବି ମୋ ମନ କିନ୍ତୁ ସେହି କଥା ଆଦୌ ଭୁଲି ପାରୁ ନାହିଁ । କେମିତି ଭୁଲି ପାରିବି ? ମୁଁ ଗୋଟେ ସ୍ୱାମୀ ମୋ ସହ ଘଟିଥିବା ସେହି ଘ-ଟଣା ସବୁ ମୋର ମନେ ପଡିଗଲା ପରେ ମୁଁ କେମିତି ସହିପାରି ଥାନ୍ତି । ଦୁନିଆ ବିଶ୍ୱାସ ନ କରିଲେ ବି ମୁଁ ନିଜ କାନରେ ଶୁଣିଛି । କେଉଁ ସ୍ୱାମୀ ସହିବ ତା ସ୍ତ୍ରୀ ଅନ୍ୟ କାହା ସହିତ ସମ୍ପ-ର୍କ ରଖିଲେ । ମୋ କଥା କେହି ବୁଝି ପାରୁ ନାହାଁନ୍ତି ହେଲେ ମୁଁ ଭିତରେ ଭିତରେ ବହୁତ ଜଳୁଛି ।

ମୁଁ ମୋ ସ୍ୱାମୀଙ୍କୁ ବହୁତ ଭଲରେ ରଖିଥିଲି । କେଉଁଥିରେ ମଧ୍ୟ ଖରାପ ରେ ରଖିନଥିଲି । ସେ ଯେତେବେଳେ ଯାହା ଚାହୁଁଥିଲେ ତାହା ମୁଁ ପୁରା କରୁଥିଲି ହେଲେ ସେ କିନ୍ତୁ ସବୁବେଳେ ମୋ ପଛରେ ମତେ ଛୁରା ମା-ରିଲେ । ମୋ ସହ ବିଶ୍ୱାସ ଘାତକ କଲେ । ଆଉ ସବୁବେଳେ ମୋ ବିଶ୍ୱାସରେ ବି-ଷ ଦେଲେ । ସ୍ୱାମୀ କା-ନ୍ଦି କା-ନ୍ଦି କହୁଛନ୍ତି ନା ମୋ ସ୍ତ୍ରୀ ମୋର ହେଲା ନା ମୋ ପରିବାର ଲୋକେ ମୋର ହେଲେ ।

ଏବେ ମୁଁ ମାନସିକ ସ୍ତରରେ ଏକ ଦମ ଭାଙ୍ଗି ପଡିଛି । ମୁଁ ସବୁବେଳେ କଷ୍ଟ ପାଉଛି । ମୁଁ ସବୁବେଳେ ଚିନ୍ତାରେ ରହୁଛି । ଜାଣିନି ମୋ ଭବିଷ୍ୟତ କଣ । ଜାଣିନି ଆଗକୁ ଏ ଘ-ଟଣା କେବେ ସମାଧାନ ହେବ କି ନାହିଁ । ତେବେ ଶଶୁର ବୋହୁଙ୍କ ସ-ମ୍ପର୍କ ବିଷୟରେ ବହୁତ ସହିବା ପରେ ଏବେ ସ୍ୱାମୀ ଗଣମାଧ୍ୟମ ଆଗରେ ନିଜ ବାପା ଓ ପତ୍ନୀଙ୍କ କାର୍ଯ୍ୟକଳାପ ପ୍ରକାଶ କରି ନିଜ ପାଇଁ ନ୍ୟା-ୟ ଭିକ୍ଷା କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ସ୍ୱାମୀ ନ୍ୟା-ୟ ପାଉଛନ୍ତି କି ନାହିଁ ।

Leave a Reply

Your email address will not be published. Required fields are marked *