ନୂଆବର୍ଷରେ ସ୍ୱାମୀଙ୍କ ଜୁ-ଇକୁ ଦେଖି ଏମିତି କରିଦେଲେ ସ୍ତ୍ରୀ । ବିବାହକୁ ହୋଇଥାନ୍ତା ୨ ବର୍ଷ ।

ସ୍ୱାମୀ ସ୍ତ୍ରୀ ସ-ମ୍ପର୍କ ଖୁବ ପବିତ୍ର ଏବଂ ତାହା ଏମିତି ଏକ ସ-ମ୍ପର୍କ ଯେଉଁ ସମ୍ପର୍କରେ ଦୁହେଁ ଦୁହେଁଙ୍କ ସହିତ ଶେଷ ନି-ଶ୍ୱାସ ପର୍ଯ୍ୟନ୍ତ ରହିଥାନ୍ତି । କିନ୍ତୁ ବେଳେବେଳେ କିଛି ଦୁର୍ଘ-ଟଣା ସ୍ୱାମୀ ସ୍ତ୍ରୀଙ୍କୁ ଅଲଗା କରିଦିଏ । ବର୍ତ୍ତମାନ ସମୟରେ ଏକ ଘ-ଟଣା ବେଶ ଚର୍ଚ୍ଚାରେ ରହିଛି । ଯେଉଁ ଘଟ-ଣା ଅନୁଯାୟୀ ଜଣେ ସ୍ୱାମୀର ମୃ-ତ୍ୟୁ ପରେ ସ୍ତ୍ରୀ ତାହା ସହ୍ୟ କରି ନପାରି ନିଜ ଜୀବନ ହାରି ଦେଇଛନ୍ତି । ହାଇଟେକ ମେଡ଼ିକାଲ ବିସ୍ଫୋ-ରଣରେ ସ୍ୱାମୀଙ୍କର ମୃ-ତ୍ୟୁ ହୋଇଥିଲା । ଆଉ ନୂଆବର୍ଷରେ ସ୍ୱାମୀଙ୍କୁ ଝୁରି ଝୁରି ସ୍ତ୍ରୀ ମଧ୍ୟ କିଛି ଏମିତି କରିଦେଲେ । ପୁରା ଘର ଏବେ କା-ନ୍ଦ ବୋବାଳିରେ ଫାଟି ପଡ଼ୁଛି । ବର୍ତ୍ତମାନ ଘରୁ ଉଠିଛି ସ୍ତ୍ରୀଙ୍କଟ ମୃ-ତ ଦେହ ।

କାରଣ ସ୍ୱାମୀଙ୍କର ମୃ-ତ୍ୟୁକୁ ସହ୍ୟ କରି ନପାରି ସ୍ତ୍ରୀ ଜଣକ ନିଜର ଜୀବନ ହାରି ଦେଇଛନ୍ତି । ଏଭଳି ଏକ ଦୁଃ-ଖଦ ଘ-ଟଣା ଜଟଣୀ ନୂଆଗାଁରେ ଘଟି ଯାଇଛି । ଯେଉଁଠି ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କ ମୃ-ତ୍ୟୁକୁ ସହି ପାରି ନାହାଁନ୍ତି । ସ୍ୱାମୀ ଦିଲ୍ଲୀପ ସାମନ୍ତରାୟ ଏବଂ ସ୍ତ୍ରୀ ସୋନା ସାମନ୍ତରାୟ ଉଭୟଙ୍କର ଦ୍ୱାର ମୁହଁରୁ ବିବାହର ଛିଟା ଉଠିନାହିଁ କିନ୍ତୁ ଦ୍ୱାରରୁ ଉଭୟଙ୍କର ଶ-ବ ଉଠିଛି । ନିଜ ସ୍ୱାମୀ ତାଙ୍କୁ ଛାଡ଼ି ଯିବାପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଏବଂ ମାତ୍ର ଅଳ୍ପ ସମୟ ମଧ୍ୟରେ ହିଁ ବଡ଼ ନିଷ୍ପତ୍ତି ନେଇଯାଇଥିଲେ । ସ୍ୱାମୀଙ୍କ ମୃ-ତ୍ୟୁ ପରେ ବିଧବା ହେବା ପୂର୍ବରୁ ସେ ନିଜ ଜୀବନ ହାରି ଦେଇଛନ୍ତି ।

ଉଭୟଙ୍କ ବିବାହକୁ ଦୁଇ ବର୍ଷ ପୁରିଥାନ୍ତା । କିନ୍ତୁ ସବୁକିଛି ଏପଟ ସେପଟ ହୋଇ ଯାଇଛି । ସୂଚନା ମୁତାବକ ଗତ ଡିସେମ୍ବର ୨୯ ତାରିଖରେ ହାଇଟେକ ମେଡ଼ିକାଲରେ କମ୍ପ୍ରେସର ବିସ୍ଫୋ-ରଣରେ ସ୍ୱାମୀ ଦିଲ୍ଲୀପଙ୍କର ୩୦ ତାରିଖରେ ମୃ-ତ୍ୟୁ ଘଟିଥିଲା । ଶ-ବ ବ୍ୟବଚ୍ଛେଦ ପରେ ୩୧ ତାରିଖରେ ସ୍ୱାମୀ ଦିଲ୍ଲୀପଙ୍କ ଅନ୍ତିମ ସ-ତ୍କାର ହୋଇଥିଲା । ସ୍ୱାମୀଙ୍କୁ ଜୁ-ଇ ଉପରେ ଦେଖି ସ୍ତ୍ରୀ ଅଚେତ ହୋଇ ପଡ଼ିଥିଲେ । ଏମିତିକି ନୂଆବର୍ଷର ସକାଳୁ ସକାଳୁ ଉଠି ନିଜ ଜୀବନ ହାରି ଦେଇଥିଲେ । ସେପଟେ ଘଟ-ଣାସ୍ଥଳରେ ଜଟଣୀ ପୋ-ଲିସ ପହଞ୍ଚି ସୋନାଙ୍କ ଶ-ବକୁ ଉ-ଦ୍ଧାର କରି ଜ-ଟଣୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃ-ତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *