ପଇଡ଼ ପିଇବାକୁ ଆସି ପଇଡ ବିକୁଥିବା ମା କୋଳରୁ ଛୁଆକୁ ନେଇ ଚାଲିଗଲା ଚୋ-ର ।

ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଛି ପିଲା ଚୋ-ରି । ପିଲା ଚୋ-ର ମାନେ ଅତ୍ୟନ୍ତ ଭଦ୍ର ବେଶରେ ଆସି ଛୁଆଙ୍କୁ ନେଇ ହୋଇ ଯାଉଛନ୍ତି ଫେ-ରାର । ହଁ ଆଜ୍ଞା ପେଟ ପାଇଁ ମଣିଷ ସଙ୍ଘ-ର୍ଷ କରେ । କୁନି କୁନି ପିଲା ମାନଙ୍କ ପେଟରେ ଦିନରେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେବା ପାଇଁ ମା ଅନେକ ଉପାୟ ଚିନ୍ତା କରେ । ତେବେ ବର୍ତ୍ତମାନ ଆମେ ଯେଉଁ ଘଟ-ଣା ଆପଣଙ୍କୁ କହିବାକୁ ଯାଉଛୁ ତାହା ଶୁଣିଲେ ମଧ୍ୟ ଆପଣଙ୍କ ଧର୍ଯ୍ୟ ରହିବନି । ଆପଣ ବି କହିବେ ବିଶ୍ୱାସ କରିବେ ତ କାହାକୁ କରିବେ ।

ପିଲା ମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ମା ତାର ଦୁଇ ଛୁଆଙ୍କୁ ନେଇ ପଇଡ଼ ବିକ୍ରି କରିବା ବ୍ୟବସାୟ ଆରମ୍ଭ କରିଥିଲା । କାରଣ ମା ଗରିବ ଶ୍ରେଣୀର ହୋଇଥିବା ବେଳେ ମା ମନରେ ନିଜ ପିଲା ମାନଙ୍କ ଭବିଷ୍ୟତକୁ ନେଇ ଅନେକ ସ୍ଵପ୍ନ ଥିଲା । ମା ଭାବିଥିଲା ପଇଡ ବିକ୍ରି କରି ପିଲା ମାନଙ୍କ ଭବିଷ୍ୟତ ଗଢ଼ିବି ହେଲେ କିନ୍ତୁ ମା ଜାଣି ନଥିଲା ସେହି ପଇଡ଼ ବିକ୍ରି କରୁ କରୁ ମା ତାର ଝିଅଙ୍କୁ ହରାଇ ବସିବ । ହଁ ଆଜ୍ଞା ଏଭଳି ଏକ ହୃଦୟ ବିଦା-ରକ ଘ-ଟଣା ଘଟି ଯାଇଛି ଯାହା ଶୁଣିଲେ ଆପଣଙ୍କ ଆଖିରୁ ବି ଲୁ-ହ ଜକେଇ ଆସିବ

ମା ଟିଏ ତାର ଦୁଇ ଝିଅଙ୍କୁ ସାଥିରେ ଧରି ପରିବାର ପାଇଁ ପେଟ ଚାଖଣ୍ଡକ ପାଇଁ ପଇଡ ବିକ୍ରି କରିବା ବ୍ୟବସାୟ ଆରମ୍ଭ କରିଦେଇଥିଲା । ସବୁ ଦିନ ଭଳି ସେ ଦିନ ବି ସାଥିରେ ବଡ ଝିଅ ଆଉ ସାନ ଝିଅଙ୍କୁ ଧରି ମା ପଇଡ଼ ବିକ୍ରି କରୁଥିଲା । ହେଲେ ଏହି ସମୟରେ କାର ନେଇ ଜଣେ ଯୁବକ ଆସିଲେ । ପଇଡ଼ ମାଗି ଥିଲେ ପଇଡ ପିଇବା ପାଇଁ। ଆଉ କିଛି ସମୟ ପରେ ପଇଡ ପିଇ ସାରି ନାଳି ଖାଇବାକୁ କହିଥିଲେ । ବଡ ଝିଅ ନାଳୀ ନେଇ ସେହି ଯୁବକ ଆଉ ତାଙ୍କ ସହିତ ଥିବା ମହିଳାଙ୍କୁ ଦେବା ପାଇଁ ଯାଇଥିବା ବେଳେ ।

ମହିଳା ଜଣଙ୍କ କହିଥିଲେ ତୁମ କୁନି ଭଉଣୀକୁ ଡାକ ମୁଁ ତାଙ୍କ ସହିତ କଥା ହେବି । ଏହି ସମୟରେ ବଡ ଭଉଣୀ ଆସି ସାନ ଭଉଣୀକୁ ଡାକି ନେଇଥିଲେ । ମହିଳା ଜଣଙ୍କ ସାନ ଭଉଣୀ ସାଥିରେ କଥା ହେବା ସମୟରେ ବଡ ଭଉଣୀ ପଇଡ଼ ଦୋକାନକୁ ଚାଲି ଆସିଥିଲେ । ଆଉ ତା ପରେ ସାନ ଭଉଣୀକୁ ନେଇ ଚାଲି ଯାଇଥିଲା ପିଲା ଚୋର । ଏବଂ ଏହାର କିଛି ସମୟ ପରେ ମା ଯେତେ ଖୋଜା ଖୋଜା କରିଥିଲେ ମଧ୍ୟ ଝିଅକୁ ପାଇ ନଥିଲେ । ଶେଷରେ ଥା-ନାରେ ଅଭି-ଯୋଗ କରି ମା ବାହୁନି ବାହୁନି କା-ନ୍ଦୁଥିଲେ ।

Leave a Reply

Your email address will not be published. Required fields are marked *