୧୫ ବର୍ଷର ନାବାଳିକା କୁ ଗର୍ଭ-ବତୀ କରିଦେଲା ୫୦ ବର୍ଷର ବୁଢ଼ା , ତିନି ମାସର ଛୁଆ ବଢୁଛି ପେଟରେ

ଯୁଗ ଯେତେ ଆଗକୁ ଆଗକୁ ଯାଉଛି ମଣିଷର ଚିନ୍ତାଧାରା ଆଉ ଖରାପ ନଜର ମଧ୍ୟ ସେତେ ବଢ଼ି ବଢ଼ି ଚାଲିଛି । ଏଇ ଯେପରି ଅନେକ ଥର ଗଣମାଧ୍ୟମରେ ଶୁଣିବାକୁ ମିଳୁଛି କି , ଛୋଟ ଛୋଟ ପିଲା ମାନଙ୍କୁ ମଧ୍ୟ ଦୁ-ଷ୍କର୍ମ କରାଯାଉଅଛି । ସେ ତିନି ବର୍ଷର ପିଲା ଠାରୁ ଆରମ୍ଭ କରି ବଡ ବଡ଼ ଝିଅ ମାନଙ୍କୁ ମଧ୍ୟ ଏହାର ଶି-କାର ହେବାକୁ ପଡୁଛି । ତେବେ କେବେ ଏହି ଘ-ଟଣା ଶେଷ ହୋଇଯିବ ଆଉ ଏ ଦୁନିଆଁ ଦୁଷ୍କ-ର୍ମ ମୁକ୍ତ ହେବ ତାହା ବିଷୟରେ କୁହା ଯାଇ ନପାରେ । ତେବେ ଆମେ ଆପଣଙ୍କୁ ଆଜି ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ ।

ଯେଉଁଠି ମାତ୍ର ଜଣେ ୧୫ ବର୍ଷର ନାବାଳିକା ସହିତ ଦୁ-ଷ୍କର୍ମ କରିଛନ୍ତି ଜଣେ ୫୦ ବର୍ଷର ବୁଢ଼ା ଆଉ ତାଙ୍କୁ ଗର୍ଭ-ବତୀ କରାଇ ଦେଇଛନ୍ତି । ଏବେ ଯୁବତୀ ଜଣକ ପେଟରେ ବଢ଼ୁଛି ତିନି ମାସର ସନ୍ତାନ । ତେବେ ସୂଚନା ଅନୁଯାୟୀ , ଏପରି ଏକ ଅମାନୁଷିକ ଘ-ଟଣା ଘଟିଯାଇଛି , କେନ୍ଦ୍ରାପଡ଼ା ଡେରାବିଶ ଅଞ୍ଚଳରେ । ଡେରାବିଶ ଅଞ୍ଚଳର ବିଭୂତିପୁର ଗାଁରେ ଏହି ଘ-ଟଣା ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଯାଇଛି । ଆଉ ଏହାକୁ ନେଇ ଗାଆଁ ମଧ୍ୟରେ ପା-ଟିତୁ-ଣ୍ଡ ମଧ୍ୟ ଆରମ୍ଭ ହୋଇ ଯାଇଛି ।

ତେବେ ସୂଚନା ଅନୁସାରେ , ନାବା-ଳିକା ଜଣକୁ ଚକଲେଟ ଦେଇଥିଲେ ୫୦ ବର୍ଷର ବୁଢ଼ା ଆଉ ତା ପରେ ତାଙ୍କୁ ଏକ ପରିତ୍ୟକ୍ତ ଘର ଭିତରକୁ ଡ଼ାକି ନେଇଥିଲେ । ଆଉ ବୁଢ଼ା ଜଣକ କଥାରେ ଆସି ଯାଇଥିଲେ ଯୁବତୀ । ତେବେ ସେହି ଘର ଭିତରକୁ ନେଇ ତାଙ୍କ ସହିତ ଦୁ-ଷ୍କର୍ମ କରିଥିଲେ । ଆଉ ଯୁବତୀ ଜଣକ ଚି-ତ୍କାର କରିବାରୁ ତାଙ୍କୁ ଜୀବନରୁ ମା-ରିଦେବା କଥା କହିଥିଲେ ଆଉ ପରିବାର ଲୋକଙ୍କୁ ମଧ୍ୟ ହ-ତ୍ୟା କରିବା ପାଇଁ ଧ-ମକ ଦେଇଥିଲେ । ଯାହା ପରେ ଯୁବତୀ ଜଣକ ଚୁପ୍ ଚାପ୍ ହୋଇ ରହି ଯାଇଥିଲେ ଆଉ ଭ-ୟରେ କାହାକୁ ବି କିଛି କହି ନଥିଲେ।

ଆଉ ଏବେ ନାବାଳିକାଙ୍କ ଗ-ର୍ଭରେ ବଢୁଛି ତିନି ମାସର ପିଲା । ଆଉ ନାବାଳିକା ଜଣକ ବହୁତ କଷ୍ଟ ପାଉଛନ୍ତି । ଯାହା ଫଳରେ ବାଧ୍ୟ ହୋଇ ସେ ନିଜ ପରିବାର ଲୋକଙ୍କୁ ଜଣାଇ ଦେଇଥିଲେ ଆଉ ଏବେ ପରିବାର ଲୋକ ପୁରାପୁରି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉ ବାଧ୍ୟ ହୋଇ ଥା-ନାରେ ଯାଇ ଅଭି-ଯୋଗ କରିଥିଲେ । ତେବେ ବର୍ତ୍ତମାନ ଯୁବତୀ ଜଣକ ସବୁ ସତ କଥା କହି ଦେଇଛନ୍ତି ଆଉ ପୋ-ଲିସ ମଧ୍ୟ ସେହି ବୟସ୍କ ଲୋକଙ୍କୁ ଗି-ରଫ କରି ନେଇଛି । ଆଉ ଏପଟେ ଯୁବତୀଙ୍କ ଡାକ୍ତରୀ ପରୀକ୍ଷା କରିବା ପାଇଁ ପଠାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *