ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଅମା-ନୁଷିକ କାଣ୍ଡ , ଛାତ୍ରୀଙ୍କୁ ପିଆଇଲେ ପ-ରିସ୍ରା

ଆଜିକାର ଛୋଟ ପିଲା ମାନେ ଆଉ ଛୋଟ ପିଲା ଭଳି ବ୍ୟବହାର କରୁ ନାହାଁନ୍ତି , ସତରେ ଯେମିତି ବହୁତ ବଡ ହୋଇ ଗଲା ପରି ଏପରି କିଛି କାମ କରୁଛନ୍ତି ଯାହା ସମସ୍ତଙ୍କ ମୁଣ୍ଡ ତଳକୁ କରି ଦେଉଛି । ବେଳେ ବେଳେ ପ୍ରେମ ପାଇଁ ଅନେକ କା-ଣ୍ଡ ଘଟିଥାଏ ଆଉ କିଏ ଆ-ତ୍ମହ-ତ୍ୟା କରିଦିଏ ତ ଆଉ କିଏ କାହାକୁ ହ-ତ୍ୟା । କିନ୍ତୁ ଆଜି ଆମେ ଆପଣଙ୍କୁ ଟିକିଏ ଅଲଗା କାହାଣୀ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ମାତ୍ର ଅଷ୍ଟମ ଶ୍ରେଣୀ ଛାତ୍ର ହୋଇ ଏପରି କାର-ନାମା କରି ପକାଇଲେ କି , ପୁରା ଗ୍ରାମ ଦୋହଲି ଗଲା ।

ତେବେ ହଁ ଆଜ୍ଞା ଏପରି ଏକ ଅ-ଦ୍ଭୁତ ଘ-ଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଭିଗରାଲୋହିଆ ଗ୍ରାମରେ । ଏହି ଗ୍ରାମରେ ରହିଥିବା ଏକ ସରକାରୀ ସ୍କୁଲରେ ପାଠ ପଢୁଥିବା ଦୁଇ ଛାତ୍ର କରିଛନ୍ତି ଏପରି ହାଇ ଭୋଲ୍ଟେଜ କା-ଣ୍ଡ , ଯାହା ପାଇଁ ଦୁହିଁଙ୍କ ଗାଆଁ ଉଠୁଛି ଆଉ ପଡୁଛି । ତେବେ ହଁ ଆଜ୍ଞା ସୂଚନା ଅନୁଯାୟୀ , ଦୁଇ ଜଣ ଛାତ୍ର ସେହି ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ହଇ-ରାଣ କରିବା ପାଇଁ ରଚିଥିଲେ ଏପରି କିଛି ଯୋଜନା । ଆଉ ତାହାକୁ କରିବା ପାଇଁ ସେମାନେ ଏପରି କିଛି ପ୍ରସ୍ତୁତି କରିଥିଲେ ।

ସୂଚନା ଅନୁସାରେ , ଛାତ୍ରୀ ଜଣକ ଯେତେବେଳେ ମଧ୍ୟାହ୍ନ ଭୋଜନ ସମୟରେ ଖାଇବା ପାଇଁ ଯାଇଥିଲେ ଆଉ ଖାଇ ସାରି ନିଜ ଟିଫିନ୍ ଧୋଇବାକୁ ଯାଇଥିଲେ , ସେହି ସମୟରେ ନିଜ ପାଣି ବୋତଲ ବ୍ୟାଗ୍ ପାଖରେ ରଖି ଯାଇଥିଲେ । ଏହି ସମୟରେ ଦୁଇ ଜଣ ଛାତ୍ର ଆସି ତାଙ୍କ ବୋତଲରେ ପ-ରିସ୍ରା କରି ରଖି ଦେଇଥିଲେ ଆଉ ଛାତ୍ରୀ ଆସି ତାହାକୁ ପିଇ ଦେଇଥିଲେ ଆଉ ବ୍ୟାଗ୍ ଖୋଲି ଦେଖିଲା ବେଳକୁ ଗୋଟିଏ କାଗଜରେ ଆଇ ଲଭ୍ ୟୁ ମଧ୍ୟ ଦେଖିବାକୁ ପାଇଥିଲେ । ତେବେ ବହୁ ସମୟ ପରେ ଜଣା ପଡିଥିଲା ଯେ , ଏପରି କାଣ୍ଡ ତାଙ୍କ ଶ୍ରେଣୀର ଦୁଇ ଜଣ ପୁଅ କରିଛନ୍ତି ।

ଆଉ ଯାହା ପରେ ଛାତ୍ରୀ ଜଣକ ସ୍କୁଲରେ ଏହି କଥା ଜଣାଇବା ସହିତ ନିଜ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇ ଦେଇଥିଲେ । ଯାହା ପରେ ଛାତ୍ରୀଙ୍କ ପରିବାର ସମେତ ଗାଁ ଲୋକ ସେହି ଛାତ୍ର ମାନଙ୍କ ଗାଆଁକୁ ଯାଇ ପାଟି ତୁ-ଣ୍ଡ କରିବା ଆରମ୍ଭ କରି ଦେଇଥିଲେ ।ତେବେ ପରିସ୍ଥିତି ଏତେ ଭ-ୟଙ୍କର ହୋଇ ଯାଇଥିଲା ଯେ , ପୋ-ଲିସ ଲାଠିଚାର୍ଜ କରିବା ଆରମ୍ଭ କରି ଦେଇଥିଲା ଆଉ ବହୁ ସମୟ ମଧ୍ୟରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ତେବେ ପୋ-ଲିସ ଗାଆଁ ଲୋକ ମାନଙ୍କୁ ଆଶ୍ଵାସନା ଦେଇଛି ଯେ , ତାଙ୍କୁ କିଛି ସମୟ ଦିଆଯାଉ , ସେମାନେ ନିଜ କାମ କରିବେ ଆଉ ଉଚିତ୍ ଦ-ଣ୍ଡ ଦେବେ ।

Leave a Reply

Your email address will not be published. Required fields are marked *