ହିନ୍ଦୀରେ ବିଏ ପାସ୍ , ହେଲେ ପ୍ରତି-ଶୋଧର ନି-ଆଁ ବନାଇ ଦେଲା ଆତ-ଙ୍କବାଦୀ

ବର୍ତ୍ତମାନ ସମୟର ସବୁଠାରୁ ଚର୍ଚ୍ଚିତ ଖବର ମଧ୍ୟରେ ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ଖବର ଅନ୍ୟତମ । ଏଇ କିଛି ଦିନ ଆଗରୁ ମାଓ-ବାଦୀ ମାନଙ୍କ ଗୁ-ଳିରେ ଟଳି ପଡ଼ିଥିଲେ ସୁଶାନ୍ତ ଆଉ ଦେଶ ମାତୃକା ପାଇଁ ସବୁଦିନ ଲାଗି ସ-ହିଦ ହୋଇ ଯାଇଥିଲେ ସେ । ମାତ୍ର ଦୁଇ ମାସ ଆଗରୁ ହୋଇଥିଲା ବିବାହ । କିନ୍ତୁ ଆତ-ଙ୍କବାଦୀ ମାନଙ୍କ ଗୁ-ଳି ତାଙ୍କ ଛାତିରେ ବାଜି ନେଇଗଲା ଜୀବନ । ତେବେ ସୁଶାନ୍ତଙ୍କୁ ଗୁ-ଳି ମା-ରିଥିବା ଆତ-ଙ୍କବାଦୀ ଜଣକ ହେଉଛନ୍ତି ମିଶିର ବେସ୍ରା , ଯାହାଙ୍କୁ ନେଇ ଏତେ ଚର୍ଚ୍ଚା । ଯାହାକୁ ଶେଷ କରିବା ପାଇଁ ସେନା ବାହିନୀ ଲାଗି ପଡ଼ିଛି ।

ତେବେ ସେ କାହିଁକି ଏତେ ବଡ ଆତ-ଙ୍କବାଦୀ ବନିଗଲା ଆଉ ବନିଗଲା ଲିଡର ତା ବିଷୟରେ କେହି ଜାଣିଛନ୍ତି କି । ତେବେ ସୂଚନା ଅନୁଯାୟୀ , ପଶ୍ଚିମବଙ୍ଗ , ଓଡ଼ିଶା , ବିହାର ଚାରିଆଡ଼େ ନିଜର ଆ-ତଙ୍କ ଖେଳାଇ ଥିବା ମିଶିର ବେଶ୍ରା ଜଣେ ସାଧାରଣ ପରିବାରର ପିଲା । ପାଠ ପଢାରେ ମଧ୍ୟ ବେଶ୍ ଆଗୁଆ ଥିଲେ ସେ । ଏପରିକି ବିହାରର ଏକ ଭଲ କଲେଜରୁ ହିନ୍ଦୀରେ ବିଏ ପାସ୍ କରିଥିଲେ । ତେବେ ପରିବାର କହିଲେ ତାଙ୍କ ବାପା ଆଉ ମାଆ ରହୁଥିଲେ।

ତେବେ ଏକଦା ବାପାଙ୍କ କହିବା ଅନୁସାରେ ବଜାରକୁ ମହୁଆ ବିକ୍ରି କରିବାକୁ ନେଇ ଯାଇଥିଲେ ସେ । ଦୋକାନୀ ତାଙ୍କ ଠାରୁ ଜିନିଷ ନେଇ ଯାଇ ଆଉ ତାଙ୍କୁ ଟଙ୍କା ମଧ୍ୟ ଦେଇ ନଥିଲେ । ଯାହା ପରେ ଅତ୍ୟନ୍ତ କ୍ରୋ-ଧିତ ହୋଇ ଯାଇଥିଲେ ସେ । ତେବେ କେବଳ ଏତିକି ନୁହେଁ , ତାଙ୍କ ବାଡ଼ିରୁ ଗଛ କା-ଟି ନେଇ ଯାଇଥିଲେ ଗାଁର କିଛି ଲୋକ । ଯାହାକୁ ବାରଣ କରିଥିଲେ ସେ ଆଉ ତାଙ୍କ ବାପା । କିନ୍ତୁ ଓଲଟା ଗାଁ ଲୋକ ତାଙ୍କୁ ଆଉ ତାଙ୍କ ବାପାଙ୍କୁ ଗା-ଳି ଗୁ-ଳଜ କରିଥିଲେ ।

ଆଉ ସେହି ଦିନ ପର ଠାରୁ ତାଙ୍କ ଆଖିରେ ପ୍ରତି-ଶୋଧର ନି-ଆଁ ଜ-ଳି ଉଠିଥିଲା । ସେ କଣ କରିବେ ବୋଲି ଭାବି ପାରି ନଥିଲେ ଆଉ ସେହି ଲୋକ ମାନଙ୍କୁ ହ-ତ୍ୟା କରିବା ପାଇଁ ଆତଙ୍କବାଦୀ ସଂଗଠନରେ ଯାଇ ହାତ ମିଶାଇ ଥିଲେ । ଆଉ ଧିରେ ଧିରେ ମାଓ-ବାଦୀ ମାନଙ୍କର ବନି ଯାଇଥିଲେ ଲିଡର । ଗୋଟିଏ ପରେ ଗୋଟିଏ ବଡ ବଡ ହ-ତ୍ୟାକା-ଣ୍ଡ ଘଟାଇ ଥିଲେ ସେ । ଅନେକ ଲୋକଙ୍କୁ ସେ ହ-ତ୍ୟା କରି ନିଜ ପ୍ରତି-ଶୋଧ ମଧ୍ୟ ନେଇ ଥିଲେ । ଆଉ ଝାଡ଼ଖଣ୍ଡ ଜଙ୍ଗଲକୁ ବନାଇ ଦେଇଥିଲେ ନିଜର ଘର ।

Leave a Reply

Your email address will not be published. Required fields are marked *