କୁମ୍ଭୀରକୁ ଧରିବା ପାଇଁ ଗାଁ ଲୋକେ କରୁଛନ୍ତି ବଡ ଯୋଜନା ।

ମଣିଷ ଖିଆ କୁମ୍ଭୀରକୁ ପାନେ ଦେବାକୁ ଏକାଠି ହୋଇଛନ୍ତି ଗାଁ ଲୋକେ । ଏବେ ମଣିଷ ଖିଆ ସେହି କୁମ୍ଭୀରକୁ ଗାଁ ଲୋକେ ନାମ ଦେବାକୁ ଆରମ୍ଭ କଲେଣି ଯୋଜନା । କାରଣ ମଣିଷ ଖିଆ କୁମ୍ଭୀର ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଲୋକେ ନଇଁ ନାଲକୁ ଯିବାକୁ ଆଉ କେହି ସାହାସ କରି ପାରୁ ନାହାଁନ୍ତି । କାରଣ ସେ ଦିନ ସେହି ବିରୂପା ନଦୀ କୂଳରେ ମହିଳାଙ୍କୁ ଯେଉଁ ଭଳି ଅତି ନି-ର୍ମମ ଭାବରେ ମଣିଷ ଖିଆ କୁମ୍ଭୀର ମା-ରିକି ଖାଇ ଦେଇଥିଲା ତାହା ସମସ୍ତଙ୍କ ହୃଦୟରେ କୋହ ସୃଷ୍ଟି କରିଥିଲା । ଏବେ ବି ସେ ଦୃ-ଶ୍ୟ ମନେ ପଡ଼ିଲେ ଲୋକଙ୍କ ଛାତି ଥରି ଯାଉଛି ।

କାରଣ ମଣିଷ ଖିଆ କୁମ୍ଭୀର ଆଁ କରି ସ୍ଥିର ପାଣି ଭିତରେ ଲୁ-ଚି ରହୁଛି ମଣିଷକୁ ଝାଂପି ନେଇ ନଦୀ ଭିତରକୁ ଚାଲି ଯାଉଛି । ଆଉ ସେଥିପାଇଁ ଏବେ ଏକାଠି ହୋଇ ଗାଁ ସାରା ଲୋକେ କୁମ୍ଭୀର ବିରୋ-ଧରେ କରୁଛନ୍ତି ମାଷ୍ଟର ପ୍ଲାନ୍ । ଏଥର ମଣିଷ ଆଉ କୁମ୍ଭୀର ଭିତରେ ହେବ ଘମାଘୋଟ ଲ-ଢେଇ । ଏଥର ମଣିଷ ଆଉ କୁମ୍ଭୀର ଭିତରେ ହେବ ଜୋରଦାର ଯୁ-ଦ୍ଧ । କାରଣ ଦିନକୁ ଦିନ କୁମ୍ଭୀର ମାନଙ୍କ ଉପ ଦ୍ରବ ବୃଦ୍ଧି ପାଉଥିବା ବେଳେ କୁମ୍ଭୀର ମଣିଷକୁ ନଦୀ କୁଳରୁ ଟାଣି ନେଇ ଖାଇ ନେଉଛି । ଯେଉଁଥି ପାଇଁ ରା-ଗିକି ମେଳି କରିଛନ୍ତି ଗାଁ ଲୋକେ ।

ସେ ଦିନ ନଇଁ ପଠାକୁ ଶୌଚ ପାଇଁ ଯାଇଥିବା ଦୁଇ ମହିଳା ଜଣେ ନଦୀ ପଠାରେ ଥିବା ବେଳେ ଆଉ ଜଣେ ନଦୀ କୂଳରେ ଥିଲେ ହେଲେ ରା-କ୍ଷସ ସାଜି ଆସିଥିବା କୁମ୍ଭୀର ମଣିଷକୁ ଉପରକୁ ଆସିବାକୁ ଦେଉନଥିଲା । ଆଉ ମାତ୍ର କିଛି ସମୟ ପରେ କୁମ୍ଭୀର ଉପରକୁ ଉଠି ଆସିଥାନ୍ତା । ହେଲେ ଦୁର୍ଭା-ଗ୍ୟର କଥା ନଦୀ କୂଳକୁ ଉଠିବା ପୂର୍ବରୁ ମଣିଷକୁ ଝାଂ-ପି ନେଇଯାଇଥିଲା କୁମ୍ଭୀର । ଆଉ ଏତିକି ବେଳେ ମହିଳା ଜଣଙ୍କ କହିଥିଲେ ବୋଉଲୋ ମ-ରିଗଲି । କିନ୍ତୁ କେହି ତାଙ୍କୁ କୁମ୍ଭୀର ମୁହଁରୁ ବଞ୍ଚାଇ ପାରି ନଥିଲେ ।

କାରଣ ଗାଁ ଲୋକେ ପହଞ୍ଚିବା ବେଳକୁ କୁମ୍ଭୀର ମହିଳାଙ୍କୁ ନେଇ ନଦୀ ଭିତରକୁ ଚାଲି ଯାଇଥିଲା ଆଉ ଏହା ପରେ ମଣିଷ ମାନେ ଏଭଳି ଭ-ୟଙ୍କର ଦୃ-ଶ୍ୟ ଦେଖିଥିଲେ ଯାହା ତାଙ୍କ ପାଦ ତଳୁ ମାଟି ଖସାଇ ଦେଇଥିଲା । ନଦୀ ଭିତରେ ମହିଳାଙ୍କୁ କୁମ୍ଭୀର ଖିନଭିନ କରି ଖାଇ ଚାଲିଥିଲା । ଆଉ ଏହି ଘ-ଟଣା ପରେ ଏବେ ରାଗିକି ଅଛନ୍ତି ଗାଁ ଲୋକେ । ଆଉ କୁମ୍ଭୀର ବିରୋ-ଧରେ କରୁଛନ୍ତି ଯୋଜନା । କୁମ୍ଭୀରକୁ ପାନେ ଦେବାକୁ ଏକାଠି ହୋଇଛନ୍ତି ସମସ୍ତ ଲୋକେ । କୁମ୍ଭୀର ବିରୋ-ଧରେ ଏକ ବଡ ଯୋଜନା କରି କୁମ୍ଭୀରକୁ ପାନେ ଦେବା ପାଇଁ ଯୋଜନା କରୁଛନ୍ତି । ଏଥର ବୋଧେ ହୁଏ କୁମ୍ଭୀର ଆଉ ମଣିଷ ଭିତରେ ହୋଇପାରେ ଯୁ-ଦ୍ଧ । ଏଥର ମଣିଷ ଆଉ କୁମ୍ଭୀର ଭିତରେ ହୋଇ ପାରେ ଲ-ଢେ଼ଇ ।

Leave a Reply

Your email address will not be published. Required fields are marked *