ଥା-ନାକୁ ଗଲେ ଆଇପିଏଲର ଷ୍ଟାର କ୍ରିକେଟର । ନିଜ ଏକ୍ସ ଗାର୍ଲଫ୍ରେଣ୍ଡ ନାମରେ ଆଣିଲେ ଅଭି-ଯୋଗ । ଆଉ କହିଲେ…….

ବର୍ତ୍ତମାନ ସମୟରେ ଆଉ ଜଣେ ଭାରତୀୟ କ୍ରିକେଟର ଲୋଭ୍ ଲାଇଫ ରିଲେଶନ ଭିତରେ ଏମିତି ଫସି ଯାଇଛନ୍ତି ଯେ ବର୍ତ୍ତମାନ ସେ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି । ଆଉ ସେ ନିଜ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ନାମରେ ଅଭି-ଯୋଗ ଆଣି କହିଛନ୍ତି ଯେ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ସିଦାସଳଖ କ୍ୟାରିୟର ବର୍ବାଦ କରି ଦେବା ପାଇଁ ତାଙ୍କୁ ଧ-ମକ ଦେଉଛି । ସୂଚନା ଅନୁଯାୟୀ ରାଜସ୍ଥାନ ରୋୟଲ୍ସ ପକ୍ଷରୁ ପ୍ରଦର୍ଶନ କରି ସାରିଥିବା ଷ୍ଟାର କ୍ରିକେଟର କେ.ସି କରିଆପ୍ପା ବର୍ତ୍ତମାନ ଏମିତି ଏକ ମାମ-ଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି । କାରଣ ସେ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତାଙ୍କ ଜୀବନ ବର୍ବାଦ କରିବାକୁ ଧମକ ଦେବା ପରେ ସେ ଥା-ନାର ଦ୍ୱାରସ୍ତ ହୋଇଛନ୍ତି ।

ଇଣ୍ଡିଆନ ପ୍ରିମିୟର ଲିଗରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା କ୍ରିକେଟର କେ.ସି କରିଆପ୍ପା ବର୍ତ୍ତମାନ ଚିନ୍ତାରେ । ତେବେ ସେ ଯେତେବେଳେ ଏତେ ଲୋକପ୍ରିୟ ନଥିଲେ ସେହି ସମୟରେ କେକେଆର୍ ୨.୪ କୋଟି ଟଙ୍କାରେ ତାଙ୍କୁ ଆଇପିଏଲ ୨୦୧୫ ପାଇଁ କିଣିଥିଲା ।

ଆଉ ପରେ ୨୦୧୬ ଆଇପିଏଲରେ ପଞ୍ଜାବ କିଙ୍ଗସ୍ ତାଙ୍କୁ ନିଜ ସହିତ ସାମିଲ କରିଥିଲା । କିନ୍ତୁ ୨୦୧୯ ରେ ଯୋଗଦାନ କରିବା ପରେ ତାଙ୍କୁ ଆଇପିଏଲ୍ ୨୦୨୦ ନିଲାମ ପୂର୍ବରୁ ଫ୍ରାଞ୍ଚାଇଜ୍ ଦ୍ୱାରା ରିଲିଜ କରାଯାଇଥିଲା । ପୁଣି ଥରେ ତାଙ୍କୁ ରାଜସ୍ଥାନ ରୋୟଲସ ୨୦୨୧ ମସିହାରେ ନିଜ ସହିତ ସାମିଲ କରିଥିଲା । ସୂଚନା ଅନୁଯାୟୀ ସେ ବର୍ତ୍ତମାନ ସୁଦ୍ଧା ମୋଟ ୧୧ ଟି ଆଇପିଏଲ୍ ମ୍ୟାଚ୍ ରେ ୮ ୱିକେଟ୍ ନେଇଛନ୍ତି ।

କିନ୍ତୁ ବର୍ତ୍ତମାନ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । କାରଣ ଖବର ଅନୁଯାୟୀ ନାଗାସଚନ୍ଦ୍ରର ରାମାୟାର ବାସିନ୍ଦା କେସି କାରିଆପ୍ପାଙ୍କର କୋଡାଗୁରୁର ଜଣେ ୨୪ ବର୍ଷ ବୟସ୍କା ମହିଳାଙ୍କ ସହିତ ପ୍ରେମ ସ-ମ୍ପର୍କ ଥିଲା । କିନ୍ତୁ ଯୁବତୀ ଜଣକ ନିଶା ଏବଂ ମଦ୍ୟପ ହୋଇଥିବାରୁ କରିଆପ୍ପା ତାଙ୍କୁ ବୁଝାଇବା ସତ୍ତ୍ୱେ ସେ ମାନି ନଥିଲେ ଏବଂ ସେହିଠାରୁ କରିଆପ୍ପା ତାଙ୍କୁ ଛାଡ଼ି ଦେଇଥିଲେ । କିନ୍ତୁ ବର୍ତ୍ତମାନ ସେ ଅଭି-ଯୋଗ କରିଛନ୍ତି ଯେ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଆ-ତ୍ମହ-ତ୍ୟା କରି ସୁଇସା-ଇଡ଼ ନୋଟରେ କ୍ରିକେଟରଙ୍କ ନାଁ ଲେଖି କୁଆଡ଼େ ତାଙ୍କ କ୍ୟାରିଅର ବର୍ବାଦ କରିଦେବ । ଯାହା ବର୍ତ୍ତମାନ କରିଆପ୍ପା ନିଜ ଅଭିଯୋଗରେ ଲେଖିଛନ୍ତି । ଏପଟେ ପୋ-ଲିସ ମାମା-ଲା ରୁ-ଜୁ କରି ତ-ଦନ୍ତ ଚଲାଇଛି ।

Leave a Reply

Your email address will not be published. Required fields are marked *