ରାସ୍ତା ପାର ହେଉଥିବା ବେଳେ ଦନ୍ତା ହାତୀକୁ ଧ-କ୍କା ଦେଲା ଟ୍ରକ । ଆଉ ଘଟ-ଣାସ୍ଥଳରେ ହିଁ ହରାଇ ଦେଲା ଜୀବନ …….

ସକାଳୁ ସକାଳୁ ଏକ ଭ-ୟଙ୍କର ଦୁର୍ଘ-ଟଣା ଘଟି ଯାଇଛି । ରାସ୍ତା ପାରି ହେଉଥିବା ସମୟରେ ହଠାତ ଏକ ଟ୍ରକ ଦ୍ରୁତ ଗତିରେ ଆସି ଏକ ଦନ୍ତା ହାତୀକୁ ଧ-କ୍କା ଦେବା ସହିତ ତା ଉପର ଦେଇ ମାଡ଼ି ଯାଇଛି । ଆଉ ସେହି ଲୋମ ଟାଙ୍କୁରା ଦୃ-ଶ୍ୟ ଦେଖିଲେ ଆପଣଙ୍କ ଛାତି ମଧ୍ୟ ଥରି ଉଠିବ । କହିରଖିବୁ ଯେ ଘଟ-ଣାସ୍ଥଳରେ ହିଁ ଟ୍ରକ ଧ-କ୍କାରେ ଛଟପଟ ହୋଇ ଦନ୍ତା ହାତୀର ମୃ-ତ୍ୟୁ ହୋଇ ଯାଇଛି । ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଏହି ଘଟ-ଣାରେ ଦନ୍ତା ହାତୀର ମୃ-ତ୍ୟୁ ହୋଇଥିବା ବେଳେ ଦୁର୍ଘ-ଟଣା ଘଟାଇ ଥିବା ଟ୍ରକର ବିଶେଷ କିଛି କ୍ଷ-ତି ହୋଇନାହିଁ ।

ଟ୍ରକଟି ଦ୍ରୁତ ଗତିରେ ଆସୁଥିବା ସମୟରେ ହଠାତ ଆସି ରାସ୍ତାରେ ପାର ହେଉଥିବା ଦନ୍ତା ହାତୀଟିକୁ ଧ-କ୍କା ଦେଇଥିଲା । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି । କାରଣ ଟ୍ରକର ବେଗ ଏତେ ଦ୍ରୁତ ଥିଲା ଯେ ଦନ୍ତା ହାତୀର ମଧ୍ୟ ଜୀବନ ଚାଲିଗଲା । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ୪୯ ନମ୍ବର ଜାତୀୟ ରାଜପଥ କଣ୍ଟାବାହାଳ ଗାଁ ନିକଟରେ ।

ଟ୍ରକ ଧ-କ୍କାରେ ଏକ ଦନ୍ତା ହାତୀର ଅତି ଦୟନୀୟ ଭାବରେ ମୃ-ତ୍ୟୁ ହୋଇଛି । ଏଭଳି ଏକ ଭ-ୟଙ୍କର ଦୁର୍ଘ-ଟଣା ଘଟିବା ପରେ ଟ୍ରକକୁ ସ୍ଥାନୀୟ ଲୋକେ ଅଟକ ରଖିଥିବା ନେଇ ସୂଚନା ମିଳିଛି । ଲୋକଙ୍କ କହିବା ଅନୁଯାୟୀ ହାତୀଟି ଯେତେବେଳେ ଜାତୀୟ ରାଜପଥ ପାର ହେଉଥିଲା ସେହି ସମୟରେ ହିଁ ଏଭଳି ଏକ ଅଭା-ବନୀୟ ଦୁର୍ଘ-ଟଣା ଘଟି ଯାଇଛି ।

ସୂଚନା ଅନୁଯାୟୀ ଟ୍ରକଟି ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ ବୋଝେଇ ହୋଇ ପାଲ ଲୋହଡ଼ା ଅଭିମୁଖେ ଯାଉଥିଲା । ଆଉ ଠିକ ସେହି ସମୟରେ ଦନ୍ତା ହାତୀ ମଧ୍ୟ ରାସ୍ତା ପାର ହେଉଥିଲା । ଯେଉଁ କାରଣରୁ ଟ୍ରକ ଏବଂ ଦନ୍ତା ହାତୀ ମଧ୍ୟରେ ଭ-ୟଙ୍କର ଧ-କ୍କା ହୋଇଥିଲା । ଆଉ ଦୁର୍ଘ-ଟଣା ଏତେ ଭ-ୟଙ୍କର ହୋଇଥିଲା ଯେ ଦୁର୍ଘ-ଟଣା ସ୍ଥଳରେ ହିଁ ଦନ୍ତା ହାତୀର ଜୀବନ ଚାଲି ଯାଇଥିଲେ । ଦୁର୍ଘ-ଟଣା ପରେ ହାତୀଟି ରାସ୍ତା କଡ଼କୁ ମଧ୍ୟ ଝିଟିକି ପଡ଼ିଥିଲା । କିଛି ସମୟ ପରେ ହାତୀଟି ପୁଣିଥରେ ଉଠି କିଛି ପାଦ ଚାଲିଥିଲା ଏବଂ ତାପରେ ଏକ ବିଲ ମଝିରେ ଖସି ପଡ଼ିଥିଲା । ସ୍ଥାନୀୟ ଲୋକେ ହାତୀ ପାଖକୁ ଯାଇ ସ୍ଥିତି ପରଖୁଥିବା ବେଳେ ହାତୀର ମୃ-ତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଏପଟେ ବନ କର୍ମଚାରୀଙ୍କ ଅବହେଳା ଯୋଗୁଁ ଦନ୍ତା ହାତୀର ମୃ-ତ୍ୟୁ ହୋଇଥିବା ଅଭି-ଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *