ବଚସା ହେତୁ ବାପାକୁ ମାରିଦେଲା ମୋ ସ୍ୱାମୀ ,ଆଉ ମୋ ସାଙ୍ଗରେ….

ସ୍ଵାମୀ ସ୍ତ୍ରୀର ଘରୋଇ କଳିରେ ବ-ଳି ପଡ଼ିଗଲା ଶଶୁର । ଅକାରଣରେ ଚାଲି ଗଲା ନିରୀହ ଶଶୁରର ଜୀବନ । ନିଜ ଝିଅକୁ ବଞ୍ଚାଇବାକୁ ଯାଇ ଦେଇ ଦେଲା ନିଜର ଜୀବନ । ଆଜି ଆମେ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛୁ , ଯାହା ଆପଣଙ୍କ ଆଖିରେ ଆଣି ଦେବ ଲୁହ । ଜଣେ ବୁଢ଼ା ବାପାର ଜୀବନ ନିଜ ଝିଅ ପାଇଁ ଚାଲି ଯାଇଛି । କୁହାଯାଏ ସ୍ଵାମୀ ସ୍ତ୍ରୀର ସ-ମ୍ପର୍କ ସାତ ଜନ୍ମ ପାଇଁ । ସାତ ଫେରା ବୁଲି ଅଗ୍ନୀକୁ ସାକ୍ଷୀ ରଖି ସେମାନେ ସାତ ଜନ୍ମ ପାଇଁ ସାଥି ହେବାର ଶପଥ ନେଇଥାନ୍ତି । କିନ୍ତୁ ବେଳେ ବେଳେ ମଣିଷ ଏପରି ଜୀବନସାଥି ପାଇଯାଏ , ଯାହା ପାଇଁ ଜୀବନ ପୁରାପୁରି ବ-ର୍ବାଦ ହୋଇଯାଏ ।

ଆଉ ଏପରି ଏକ ଜୀବନସାଥି ନିଜ ଝିଅ ପାଇଁ ଖୋଜି ଦେଇଥିଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥା-ନା ଅନ୍ତର୍ଗତ ବୁଲିଗୁଡ଼ା ସାହିର ଟୁନା ପ୍ରଧାନ ନିଜ ଝିଅ ପାଇଁ । ନିଜର ଗୋଟିଏ ବୋଲି ଅଲିଅଳି ଝିଅକୁ ବହୁତ ଦୁଃ-ଖ କ-ଷ୍ଟ ଆଉ ଅ-ଭାବ ଅନଟନ ମଧ୍ୟରେ ବଡ କରିଥିଲେ ଟୁନା ପ୍ରଧାନ ଆଉ ତାଙ୍କ ସ୍ତ୍ରୀ । ଆଉ ନିଜ ଝିଅର ବିବାହ ବୟସ ହେବା ପରେ ସେମାନେ ନିଜ ଝିଅ ପାଇଁ ଭଲ ପୁଅଟିଏ ମଧ୍ୟ ଠିକ୍ କରିଥିଲେ । ଏହାପରେ ନିଜ ଝିଅକୁ ବ୍ରହ୍ମପୁର ଗେଟ୍ ବଜାର ଅଞ୍ଚଳର ସୀମାଞ୍ଚଳ ଚୌଧୁରୀଙ୍କୁ ବିବାହ କରାଇ ଥିଲେ । ବିବାହ ପୂର୍ବରୁ ସେମାନେ ପୁଅର ସମସ୍ତ ପରିବାର ବିଷୟରେ ଜାଣି ଆଉ ପୁଅ ବିଷୟରେ ଜାଣିଥିଲେ । ଏହାପରେ ସବୁ କିଛି ଠିକ୍ ଠାକ୍ ଚାଲିଥିଲା । କିନ୍ତୁ କିଛି ମାସ ପରେ ସମସ୍ୟା ଆରମ୍ଭ ହୋଇ ଯାଇଥିଲା ।

ସୀମାଞ୍ଚଳ ନିଜ ସ୍ତ୍ରୀଙ୍କୁ ଯୌ-ତୁକ ନିର୍ଯ୍ୟା-ତନା ଦେବା ଆରମ୍ଭ କରିଥିଲେ । ଆଉ କେବଳ ଏତିକି ନୁହେଁ , ମାନ-ସିକ ନିର୍ଯ୍ୟା-ତନା ମଧ୍ୟ ଦେଇ ଚାଲିଥିଲେ । ଆଉ ଯାହାକୁ ବେଶୀ ଦିନ ପର୍ଯ୍ୟନ୍ତ ସହି ପାରି ନଥିଲେ ସ୍ତ୍ରୀ । କିଛି ମାସ ପରେ ନିଜ ବାପ ଘରକୁ ଚାଲି ଯାଇଥିଲେ ସେ । କିନ୍ତୁ ସ୍ତ୍ରୀ ଯିବା ପରେ ସୀମାଞ୍ଚଳ ନିଜ ରା-ଗ ସମ୍ଭାଳି ପାରି ନଥିଲେ । ନିଜ ସ୍ତ୍ରୀଙ୍କୁ ଫେରି ପାଇବା ପାଇଁ ତାଙ୍କ ଚେଷ୍ଟା ଜାରି ରହିଥିଲା । ଆଉ ଶେଷରେ ତାଙ୍କ ମୁଣ୍ଡ ଗରମ ହୋଇ ଯାଇଥିଲା । ସେ ନିଜ ଶଶୁର ଘର ପହଞ୍ଚି ଯାଇଥିଲେ । ସେଠାରେ ନାଲି ଆଖି ଦେଖାଇବା ଆରମ୍ଭ କରିଥିଲେ । କେବଳ ନିଜ ସ୍ତ୍ରୀ ଉପରେ ନୁହେଁ , ସେ ନିଜ ଶଶୁର ଆଉ ଶଳାଙ୍କୁ ମଧ୍ୟ ମା-ଡ଼ ମା-ରିବା ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ , ସେ ନିଜ ସାଙ୍ଗରେ ଛୁ-ରୀ ମଧ୍ୟ ନେଇ ଯାଇଥିଲେ ।

ଆଉ ଛୁରୀ ଦେଖାଇ ସ୍ତ୍ରୀଙ୍କୁ ଆକ୍ର-ମଣ କରିବା ଧ-ମକ ଦେଇଥିଲେ । ତେବେ ଏହାରି ମଧ୍ୟରେ ସୀମାଞ୍ଚଳଙ୍କ ଶଳା ତାଙ୍କୁ ଧରିବା ପାଇଁ ଯାଉଥିଲେ କିନ୍ତୁ ସେ ତାଙ୍କୁ ମା-ରିବା ପାଇଁ ଧାଇଁ ଯାଇଥିଲେ । ନିଜ ଜୀବନକୁ ବଞ୍ଚାଇବା ପାଇଁ ସୀମାଞ୍ଚଳଙ୍କ ଶଳା ସେଠାରୁ ଧାଇଁ ପଳାଇ ଯାଇଥିଲେ । କିନ୍ତୁ ଏହାପରେ ସୀମାଞ୍ଚଳ ନିଜ ସ୍ତ୍ରୀଙ୍କ ଗାଲକୁ କା-ମୁଡ଼ି ଦେବା ସହିତ ତାଙ୍କ ହାତକୁ ଛୁ-ରୀରେ ଆକ୍ର-ମଣ କରିଥିଲେ । ଯାହାକୁ ଅଟକାଇବା ପାଇଁ ତାଙ୍କ ଶଶୁର ଚେଷ୍ଟା ମଧ୍ୟ କରିଥିଲେ । କିନ୍ତୁ କିଛି ହୋଇ ପାରିଲା ନାହିଁ । ଶେଷରେ ଜ୍ବାଇଁର ଛୁ-ରୀ ଚୋ-ଟରେ ଟଳି ପଡ଼ିଥିଲେ ଶଶୁର । ଆଉ ଏହାପରେ ଝିଅ ଦୌଡ଼ି ଦୌଡ଼ି ଯାଇ ଥା-ନାରେ ଅଭି-ଯୋଗ କରିଥିଲେ। ତେବେ ସେତେବେଳକୁ ସବୁ ଡେରି ହୋଇ ଯାଇଥିଲା । ତେବେ ବର୍ତ୍ତମାନ ପୋ-ଲିସ ଟୁନାଙ୍କ ଶ-ବ ବ୍ୟବ-ଚ୍ଛେଦ କରିବା ପାଇଁ ପଠାଇ ଦେଇଛି ।

Leave a Reply

Your email address will not be published. Required fields are marked *