ମହିଳାଙ୍କୁ ଧ-ମକ ଦେଉଛନ୍ତି ଦୁ-ର୍ବୃତ୍ତ , ଶାରୀ-ରିକ ସ-ମ୍ପର୍କ ନ ରଖିଲେ ହାଣି ପକାଇବେ

ମ-ଦ ନି-ଶାରେ ଟଳମଳ ହେଉଛନ୍ତି ବ୍ୟକ୍ତି ଜଣକ । କଣ କହୁଛନ୍ତି ଜାଣି ପାରୁ ନାହାଁନ୍ତି । ତାଙ୍କୁ ଦେଖିବା ପରେ ଲାଗୁଛି ସତରେ ଯେମିତି ନିଜ ଉପରେ ତାଙ୍କର ନିୟନ୍ତ୍ରଣ ନାହିଁ । ଅନାବନା କଥା କହୁଛନ୍ତି ଆଉ ଅନ୍ୟକୁ ହା-ଣିବା ପାଇଁ ଆଗେଇ ଯାଉଛନ୍ତି । ସତରେ ଯେମିତି ସେ ପାଗଳ ହୋଇ ଯାଇଛନ୍ତି । ତେବେ ଏପରି ଏକ ଘ-ଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ଆଉ ବ୍ୟକ୍ତି ଜଣକୁ ସମସ୍ତେ ପାଗଳ କହିବାରେ ଲାଗିଛନ୍ତି । ତାଙ୍କ କାର-ନାମା ଦେଖିବା ପରେ ଯେ କେହି ବି ଭ-ୟଭୀ-ତ ହୋଇ ଯାଉଛନ୍ତି ।

ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରମ୍ଭାଦେଇ ପଞ୍ଚାୟତର ଫକୀରତକିଆ ଗାଆଁରେ । ସୂଚନା ଅନୁଯାୟୀ , ସେହି ଗାଆଁର ଲଲୁମ୍ ବିବିଙ୍କ ସହିତ ଜଣେ ବ୍ୟକ୍ତିଙ୍କର ଦୀର୍ଘ ଦିନ ଧରି ବି-ବାଦ ଲାଗି ରହିଥିଲା । ବାସ୍ତବରେ ବ୍ୟକ୍ତି ଜଣକ ଲଲୁମ୍ ବିବିଙ୍କର ଗାଈ ଗୋରୁ ଗୁଡ଼ିକୁ ହା-ଣି ପକାଉ ଥିଲେ । ଯାହାକୁ ବାରମ୍ବାର ମନା କରୁଥିଲେ ଲଲୁମ୍ ବିବି । ଆଉ ଏପରି ପରିସ୍ଥିତି ଦେଖି ସେ ଅତ୍ୟନ୍ତ ଭ-ୟଭୀ-ତ ହୋଇ ଯାଉଥିଲେ । କାହିଁକି ବ୍ୟକ୍ତି ଜଣକ ଏପରି କାମ କରୁଛନ୍ତି ବୋଲି ସେ ପଚାରି ଥିଲେ ଆଉ ତାଙ୍କ ହାତ ଯୋଡ଼ି ନିବେଦନ କରିଥିଲେ କି , ଏପରି କାମ କରିବା ଦ୍ୱାରା ତାଙ୍କୁ ବହୁତ ଦୁଃ-ଖ ହେଉଛି ।

କିନ୍ତୁ ଏହାକୁ ଖାତିର କରୁ ନଥିଲେ ବ୍ୟକ୍ତି ଜଣକ । ସେ କହୁଥିଲେ କି , ଲଲୁମ୍ ବିବି ତାଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖନ୍ତୁ । ଯଦି ନ ରଖିବେ ତାହାଲେ ସେ ତାଙ୍କୁ ହାଣିବାକୁ ମଧ୍ୟ ଗୋଡାଉ ଥିଲେ । ମାଆ ଝିଅଙ୍କୁ ଘର ମଧ୍ୟରେ ଏକୁଟିଆ ପାଇ ତାଙ୍କ ଉପରେ ଅ-ତ୍ୟାଚା-ର କରିବାକୁ ଲାଗିଥିଲେ । ଯଦି ସେ ତାଙ୍କ କଥା ନ ମାନନ୍ତି , ତେବେ ତାଙ୍କୁ ୫୦୦୦ କିମ୍ବା ୧୦୦୦୦ ଟଙ୍କା ଦେଇ ଦିଅନ୍ତୁ । ତେବେ ଦିନକୁ ଦିନ ତାଙ୍କ ନୃଶଂ-ସତା ଅଧିକ ବଢ଼ି ଚାଲିଛି ବୋଲି ଲଲୁମ୍ ବିବି କହିଛନ୍ତି । ଆଗରୁ ଏ ନେଇ ଥା-ନାରେ ଅଭି-ଯୋଗ କରିଥିଲେ ।

କିନ୍ତୁ ପୋ-ଲିସ କଥାଟିକୁ ଗୁରୁ-ତର ଭାବରେ ନେଇ ନଥିଲା କି ଏହା ଉପରେ କିଛି ପଦକ୍ଷେପ ମଧ୍ୟ ଗ୍ରହଣ କରି ନଥିଲା । ତେଣୁ ଏବେ କଥାଟି ଆହୁରି ଗମ୍ଭୀର ହୋଇ ଗଲାଣି । ବ୍ୟକ୍ତି ଜଣକ ପୁଣିଥରେ ତାଙ୍କ ଗାଈ , ଗୋରୁ , ଛେଳି ଗୁଡ଼ିକୁ ହା-ଣି ପକାଇ ଦେଉଛନ୍ତି । ଆଉ ମାଆ ଝିଅଙ୍କୁ ମଧ୍ୟ ରାସ୍ତା ଉପରେ ଦେଖିଲେ ହା-ଣିବା ପାଇଁ ଧ-ମକ ଦେଉଛନ୍ତି । ତେବେ ଏହାରି ମଧ୍ୟରେ ମାଆ ଝିଅ ଉଭୟ ଥା-ନାରେ ଯାଇ ହା-ଜର ହୋଇଛନ୍ତି ଆଉ ବ୍ୟକ୍ତିଙ୍କ ନାମରେ ପୁଣିଥରେ ଅଭି-ଯୋଗ ଆଣିଛନ୍ତି । ଆଉ କା-ନ୍ଦି କା-ନ୍ଦି ତାଙ୍କୁ ନ୍ୟା-ୟ ମିଳୁ ବୋଲି ଗଣମାଧ୍ୟମ ଆଗରେ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *