ଘରେ ଶୋଇଥିଲା ଭାଉଜ , ଦିଅର ମାଡ଼ି ବସି ରଖିଲା ଶାରୀ-ରିକ ସ-ମ୍ପର୍କ

ଭାଉଜ ଏବଂ ଦିଅରର ସମ୍ପ-ର୍କ କେତେ ଯେ ପବିତ୍ର ସେ କଥା ଆପଣ ସମସ୍ତେ ଜାଣିଥିବେ । ପୁରାଣ କହେ ମାତା ସୀତା ଆଉ ଲକ୍ଷ୍ମଣଙ୍କ ସ-ମ୍ପର୍କ ବିଷୟରେ । ମାତା ସୀତା ଲକ୍ଷ୍ମଣଙ୍କୁ ନିଜ ପୁଅ ଭଳି ବ୍ୟବହାର କରୁଥିଲେ । କିନ୍ତୁ ବର୍ତ୍ତମାନ କଳିଯୁଗରେ ଏହାର ସଂଜ୍ଞା ବଦଳି ଗଲାଣି । ନିଜର ଲୋକ ଆଉ ନିଜ ଭଳି ବ୍ୟବହାର କରୁ ନାହାନ୍ତି । ନିଜ ଦିଅର ମଧ୍ୟ ଭାଉଜ ସହିତ ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ପଛାଉ ନାହିଁ । ତେବେ ପୁଣି ଥରେ ଏପରି ଏକ କଥା ସାମ୍ନାକୁ ଆସିଛି , ଯେଉଁଠି ଜଣେ ଦିଅର ଭାଉଜକୁ ଘରେ ଏକୁଟିଆ ପାଇ ଘରେ ପଶି ତାଙ୍କ ସହିତ ଜୋର ଜବ-ରଦସ୍ତି କରିଛନ୍ତି ।

ତେବେ ଏପରି ଏକ କଥାକୁ ନେଇ ବର୍ତ୍ତମାନ ସମୟରେ ସାରା ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ସୂଚନା ଅନୁଯାୟୀ , ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥା-ନା ଅଧୀନସ୍ଥ ଲାନାମାଲ ପଞ୍ଚାୟତରେ । ତେବେ ଚକାମରା ଗାଆଁର ଜଣେ ଯୁବକ ନିଜ ଭାଉଜଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଆଉ ଦୀର୍ଘ ଦିନ ଧରି ତାଙ୍କୁ ପ୍ରେମ ନିବେଦନ କରିବେ ବୋଲି ଭାବୁଥିଲେ । କିନ୍ତୁ ପରିସ୍ଥିତି ତାଙ୍କ ସାଥ ଦେଉ ନଥିଲା । ସେ ବାଧ୍ୟ ହୋଇ ଭାଉଜଙ୍କୁ କିଛି ବି କହି ପାରୁ ନଥିଲେ । କାହିଁକି ନା ଘରେ ରହୁଥିଲେ ତାଙ୍କ ଭାଇ ।ତେବେ ଏହାପରେ ବ୍ୟକ୍ତି ଜଣକ ସଠିକ୍ ସମୟକୁ ଅପେକ୍ଷା କରିଥିଲେ ।

ଆଉ ଏପରି ଏକ ସମୟ ଆସିଥିଲା ଯେତେବେଳେ ଘରେ ତାଙ୍କ ଭାଇ ନଥିଲେ । ଆଉ ପଡ଼ିଶା ଘର ଦିଅର ଏହାର ଫାଇଦା ଉଠାଇ ଘର ଭିତରକୁ ପ୍ରବେଶ କରିଥିଲେ । ଆଉ ଦେଖିଥିଲେ କି , ବିଛଣା ଉପରେ ମାଆ ଝିଅ ଶୋଇଛନ୍ତି । ଆଉ ଏହାପରେ ଭାଉଜ ଜଣଙ୍କୁ ମା-ଡ଼ି ବସିଥିଲେ ଆଉ ତାଙ୍କୁ ପ୍ରେମ ନିବେଦନ ମଧ୍ୟ କରିଥିଲେ । କିନ୍ତୁ ଭାଉଜ ଜଣକ ଏହାକୁ ମନା କରି ଦେଇଥିଲେ । ଏହାପରେ ତାଙ୍କ ରା-ଗ ପଞ୍ଚମରେ ଯାଇ ପହଞ୍ଚି ଯାଇଥିଲା । ସେ ଭାଉଜଙ୍କ ସହିତ ଜବ-ରଦସ୍ତି କରି ଶାରୀ-ରିକ ସ-ମ୍ପର୍କ ରଖିଥିଲେ । ଭାଉଜ ଜଣକ ଯେତେ ପାଟି କରିଥିଲେ ମଧ୍ୟ ତାଙ୍କ ପାଟିକୁ ବନ୍ଦ କରି ଦେଇଥିଲେ ।

ତେବେ ସକାଳ ହେଲାରୁ ତାଙ୍କ ଭାଇ ଆସି ଘରେ ପହଞ୍ଚି ଥିଲେ ଆଉ ସ୍ତ୍ରୀ ଜଣକ ଭାଇଙ୍କୁ ଦେଖିଥିଲେ ଆଉ ତାଙ୍କୁ ମାଡ ମା-ରିବା ଆରମ୍ଭ କରିଥିଲେ କିନ୍ତୁ ଓଲଟା ଦିଅର ଜଣକ ତାଙ୍କୁ ମା-ଡ ମା-ରିଥିଲେ । ତେବେ ବର୍ତ୍ତମାନ ଘ-ଟଣା ଯାଇ ଥା-ନାରେ ପହଞ୍ଚି ଯାଇଛି । ମହିଳା ଜଣକ ଅଭି-ଯୋଗ ପରେ ପୋ-ଲିସ ବର୍ତ୍ତମାନ ପଡ଼ିଶା ଘର ଦିଅରକୁ ଗି-ରଫ କରି ନେଇଛି । ତେବେ ଜଣା ପଡ଼ିଛି କି , କାଲି ତାଙ୍କ ଡାକ୍ତରୀ ମାଇନା କରାଯିବ ଆଉ ତାଙ୍କୁ କୋର୍ଟ ଚା-ଲାଣ କରାଯିବ । ତେବେ ବର୍ତ୍ତମାନ ସମସ୍ତେ କ୍ରୋ-ଧିତ ହୋଇ ଯାଇଛନ୍ତି ଆଉ ବ୍ୟକ୍ତି ଜଣକୁ ମା-ରି ପକାଇବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *