ମାର ଲୁ-ହ ଦେଖି ଆକ୍ସନ ମୁଡକୁ ଆସିଥିଲେ ପୋ-ଲିସ ବାବୁ ।

ସେ ଦିନ ଗୋଟେ ମାର ଆଖିର ଲୁ-ହରେ ତରଳି ଯାଇଥିଲା ପୋ-ଲିସ ବାବୁଙ୍କ ଛାତିର ହୃଦୟ । ମାର ଆଖିର ଲୁ-ହରେ କୋହ ସୃଷ୍ଟି ହୋଇଥିଲା ପୋ-ଲିସ ବାବୁଙ୍କ ହୃଦୟରେ । ସମସ୍ତେ କୁହନ୍ତି ପୋ-ଲିସ କାମ ସରିଲା ପରେ ଯାଏ । ହେଲେ ଏଠାରେ କିନ୍ତୁ ଭିନ୍ନ ଘ-ଟଣା ଦେଖିବାକୁ ମିଳିଥିଲା କିଛି ଅଘ-ଟଣ ଘଟିବା ପୂର୍ବରୁ ପୋ-ଲିସ ପହଞ୍ଚି ଗୋଟେ ମା ଓଠରୁ ଲିଭି ଯାଇଥିବା ଖୁସିକୁ ପୁଣି ଥରେ ଫେରାଇ ପାରିବାରେ ସଫଳ ହୋଇଥିଲେ । ଆଉ ସେହି ମା ମୁହଁରେ ହସ ଫୁଟିବା ପରେ ପୋ-ଲିସ ବାବୁଙ୍କ ହୃଦୟକୁ ଯେଉଁ ଶାନ୍ତି ମିଳିଥିଲା ତାହା କେହି କେବେ ଶବ୍ଦରେ ବର୍ଣ୍ଣନା କରି ନ ପାରନ୍ତି ।

ସାଧାରଣତଃ ପୋ-ଲିସ ଦେଖିଲେ ମଣିଷ ଭ-ୟ କରେ । ପୋଲି-ସଙ୍କ ବ୍ୟବହାର କେବେ କେବେ ଅନେକ ଲୋକଙ୍କୁ ପସନ୍ଦ ଆସି ନଥାଏ । ହେଲେ ଆଜିବି ଏମିତି କିଛି ପୋ-ଲିସ ଅଫିସର ଏ ଦୁନିଆରେ ଅଛନ୍ତି ଯିଏ କେବଳ ସେବା ମନୋଭାବ ନେଇ ଖାକି ପୋଷାକ ପିନ୍ଧିଛନ୍ତି । ଯିଏ କି କେବଳ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ପଣ କରିଛନ୍ତି । ଆଉ ଏମିତି ଜଣେ ପୋ-ଲିସ ଅଫିସରଙ୍କ ପାଇଁ ସେ ଦିନ ଗୋଟିଏ ମା ତା ଛୁଆକୁ ପୁଣି ଥରେ ଫେରି ପାଇବାରେ ସଫଳ ହୋଇଥିଲେ । ସେ ଦିନ ପୋ-ଲିସ ବାବୁ ମାକୁ ଯେଉଁ ଅମୁଲ୍ୟ ରତ୍ନ ଫେରାଇବାରେ ସଫଳ ହୋଇଥିଲେ ତାହା ହୁଏତ କେହି କେବେ ଶବ୍ଦରେ ଶୁଦ୍ଧା ବର୍ଣ୍ଣନା କରି ନ ପାରନ୍ତି ।

ଥା-ନା ଭିତରେ ବସିଥିଲେ ଥା-ନା ବାବୁ ହଟାତ୍ ଜଣେ ମହିଳା କା-ନ୍ଦି କା-ନ୍ଦି ଥା-ନା ଭିତରକୁ ଦୌଡ଼ି ଆସିଲେ । ପାଗେଳୀ ଭଳି ହୋଇ ପୋ-ଲିସ ବାବୁଙ୍କୁ ଗୁହାରି କଲେ ତାଙ୍କ ଛୁଆକୁ ଫେରାଇ ଆଣିବାକୁ । କାରଣ କେହି ଦୂ-ର୍ବୁର୍ତ୍ତ ତାଙ୍କ କୁନି ଛୁଆକୁ ଅପ-ହରଣ କରି ନେଇଥିବା ସେ ଅଭି-ଯୋଗ କରିଥିଲେ । ଆଉ ମା ଏପରି ଛାତି ଫଟାଇ କା-ନ୍ଦୁଥିଲେ ଯେ ପୋ-ଲିସ ବି ଅସହାୟ ମାର କା-ନ୍ଦ ଦେଖି ସହି ପାରି ନଥିଲେ । ଆଉ ଚେୟାର ରୁ ଉଠି ସିଧା ଆସିଥିଲେ ଆକ୍ସନ ମୁଡ଼କୁ । କହିଥିଲେ ତୁମେ ବ୍ୟସ୍ତ ହୁଅନି ମୁଁ ଯାହା ହେଲେ ମଧ୍ୟ ତୁମ ପିଲାକୁ ଆଣି ଫେରାଇ ଦେବୀ ତୁମ କୋଳରେ । ବାସ ଏହି କଥା ରଖିବା ପାଇଁ ପୋ-ଲିସ ଟିମ ସହିତ ବାହାରି ପଡ଼ିଥିଲେ ପୋ-ଲିସ ଅଧିକାରୀ ।

ତା ପରେ ପୋ-ଲିସ ଅଫିସର ମାକୁ ତା ଛୁଆ ଫେରାଇ ଦେଇଥିଲେ ତାହା ମଧ୍ୟ ମାତ୍ର ୧୫ ଘଣ୍ଟାର ସମୟ ଭିତରେ । ଏଭଳି ଘ-ଟଣା ସାମ୍ନାକୁ ଆସିଥିଲା ହାଇଦ୍ରାବାଦର ଆମ ପଲ୍ଲୀ ଗ୍ରାମରେ । ଆଉ ଏହି ଘ-ଟଣା ପରେ ସମସ୍ତେ ପୋ-ଲିସ ଅଫିସରଙ୍କୁ ଢେର୍ ସାରା ପ୍ରଶଂସା କରୁଛନ୍ତି । କାରଣ ଯେଉଁ ଭଳି ତୁରନ୍ତ ଆକ୍ଟଭି ମୁଡକୁ ଆସି ପୋ-ଲିସ ଅଫିସର ଛୁଆକୁ ମା କୋଳରେ ଫେରାଇ ଦେଇଥିଲେ । ବର୍ତ୍ତମାନ ସେହି ପୋ-ଲିସ ଅଫିସର ଏବେ ସମସ୍ତଙ୍କ ଆଖିରେ ହିରୋ ପାଲଟି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *