ରାଜଧାନୀରେ ରାତି ଅଧିଆ ଲୁ-ଟ , କବାଟ ଭାଙ୍ଗି ଘର ଭିତରକୁ ପଶି ଲୁ-ଟି ନେଲେ ଡକା-ୟତ

ରାଜଧାନୀ ଭୁବନେଶ୍ଵରରେ ଆଉ ରହିବା ଏତେ ସହଜ ନୁହେଁ । କାହିଁକି ନା ପ୍ରତିଦିନ ସେଠାରୁ କିଛି ନା କିଛି ଏପରି ଘ-ଟଣା ସାମ୍ନାକୁ ଆସୁଛି , ଯାହା ଆମକୁ ଭ-ୟଭୀ-ତ କରାଇ ଦେଉଛି । ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ଏକ ଅଭା-ବନୀୟ କା-ଣ୍ଡ ଆପଣଙ୍କ ଛାତିକୁ ଦୋହଲାଇ ଦେଇପାରେ । କାହିଁକି ନା ରାତି ଅଧିଆ ଦୁ-ର୍ବୃତ୍ତ ମାନେ ଘର ଭିତରେ ପଶି କବାଟ ଭା-ଙ୍ଗି ଦେଇ ଧ-ମକ ଚମକ ଦେଇ ଲୁ-ଟି ନେଇଗଲେ ସବୁକିଛି ଆଉ ତାଙ୍କୁ ବାରଣ କରିବା ମଧ୍ୟ ସମ୍ଭବପର ହୋଇପାରିଲା ନାହିଁ ।

ସେମାନଙ୍କ ହାତରେ ରହିଥିଲା ଛୁରୀ , କଟୁରୀ ଆଉ ଶାବଳ ଆଦି , ଯାହା ସମସ୍ତଙ୍କ ପାଟି ଚୁପ୍ କରାଇ ଦେଇଥିଲା । ତେବେ ସୂଚନା ଅନୁସାରେ , ରାଜଧାନୀରେ ସ୍ଵାମୀ ସ୍ତ୍ରୀ ସେମାନଙ୍କର ଦୁଇ ପିଲାଙ୍କୁ ନେଇ ବାସ କରନ୍ତି । ତେବେ ଗତକାଲି ସେମାନେ ଏକ ଫଙ୍କସନ ସାରି ଘରକୁ ଫେରିଥିଲେ ଆଉ ଥକା ହୋଇ ଶୋଇ ପଡ଼ିଥିଲେ । ତେବେ ହଠାତ ରାତି ୩ଟା ବେଳେ ତାଙ୍କ କବାଟ ଶବ୍ଦ ହୋଇଥିଲା । ଆଉ ଯାହାପରେ ସେମାନେ ଭ-ୟଭୀ-ତ ହୋଇ ଉଠି ଯାଇଥିଲେ ।

ଆଉ କବାଟ ଭାଙ୍ଗି ତାଙ୍କ ବେଡ଼ ରୁମକୁ ପଶି ଆସିଥିଲେ ୭ ରୁ ୮ ଜଣ ଦୁ-ର୍ବୃତ୍ତ । ଯେଉଁ ମାନେ ଆସି ତାଙ୍କ ବେକରେ ଧା-ରୁଆ ଅ-ସ୍ତ୍ର ଲଗାଇ ଦେଇଥିଲେ । ଆଉ କହିଥିଲେ ଯାହା ତୁମ ପାଖରେ ଅଛି ସବୁ ଦେଇ ଦିଅ । କାହିଁକି ନା ଆମେ ଜାଣିବାକୁ ପାଇଛୁ ତୁମ ପାଖରେ ବହୁତ ସୁନା ଗହଣା ଅଛି । ଏହାପରେ ମହିଳା ଜଣକ କହିଥିଲେ କି , ଆମ ପାଖରେ ଟଙ୍କା ବେଶୀ ନାହିଁ । ଯାହା ସୁନା ଗହଣା ଅଛି ତୁମେ ମାନେ ତ ନେଇ ଗଲ । ତେବେ ଏହାପରେ ମଧ୍ୟ ସେମାନଙ୍କର ମନ ଭରି ନଥିଲା ।

ଆଉ ସେମାନେ ଘରର ସବୁ ଜିନିଷ ଭଙ୍ଗା ରୁଜା କରିଦେଇଥିଲେ ଏବଂ ଚାରିଆଡ଼େ ଫୋପାଡ଼ି ମଧ୍ୟ ଦେଇଥିଲେ । ଏପରିକି ସେମାନେ ସ୍ଵାମୀ , ସ୍ତ୍ରୀ ଆଉ ତାଙ୍କର ଦୁଇ ପିଲାଙ୍କୁ ବାଥରୁମରେ ନେଇ ବନ୍ଦ କରି ଦେଇଥିଲେ । ଆଉ ବାହାରେ ଆସି ସବୁ ଖୋଜାଖୋଜି କରିବା ସହିତ ଫୋପାଡ଼ି ଦେଇ ପଳାଇ ଯାଇଥିଲେ । ତେବେ ପଡ଼ିଶା ଲୋକ ମାନେ ଶବ୍ଦ ଶୁଣି ଧାଇଁ ଆସିଥିଲେ କିନ୍ତୁ ସେତେବେଳକୁ ଡକା-ୟତ ମାନେ ଫେ-ରାର ହୋଇ ଯାଇଥିଲେ । ତେବେ ବର୍ତ୍ତମାନ ରାଜଧାନୀ ପୋ-ଲିସ ଆସି ଘଟ-ଣାର ତ-ଦନ୍ତ କରିବା ସହିତ ଚାରିଆଡ଼େ ଲାଗିଥିବା ସିସିଟିଭି ଯାଞ୍ଚ କରିବାରେ ଲାଗିଛି।

Leave a Reply

Your email address will not be published. Required fields are marked *